Browsing Category
ବିଦେଶ
ବର୍ଷା ଯୋଗୁଁ ଆରମ୍ଭ ହୋଇପାରିଲା ନାହିଁ ଦ୍ୱିତୀୟ ଦିନର ମ୍ୟାଚ୍; ପଡ଼ିଆରୁ ଫେରିଆସିଲେ ଖେଳାଳି
କାନପୁର: ଭାରତ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ କାନପୁରରେ ଖେଳାଯାଉଛି। କିନ୍ତୁ ଏହି ମ୍ୟାଚ୍ ପ୍ରଥମେ ବର୍ଷା ଯୋଗୁଁ ଅଟକି ଯାଇଥିଲା ଏବଂ ଦ୍ୱିତୀୟ ଦିନ ଶନିବାର ଠାରୁ ଆରମ୍ଭ…
ଦୁର୍ଗାପୂଜା ପୂର୍ବରୁ ପଶ୍ଚିମବଙ୍ଗରେ ପହଞ୍ଚିଲା ଇଲିସି; ରାଜନୈତିକ ଅସ୍ଥିରତା ଭିତରେ ପଠାଇଲା ବାଂଲାଦେଶ
କୋଲକାତା: ଦୁର୍ଗାପୂଜା ପୂର୍ବରୁ ପଶ୍ଚିମବଙ୍ଗରେ ପହଞ୍ଚିଲା ଇଲିସି ମାଛ। ରାଜନୈତିକ ଅସ୍ଥିରତା ଭିତରେ ପଠାଇଲା ବାଂଲାଦେଶ। ହାୱଡାର ହୋଲସେଲ ମାଛ ବଜାରରେ ପହଞ୍ଚିଥିଲା ଇଲିସି ଗାଡ଼ି। ବାଂଲାଦେଶର ଆଭ୍ୟନ୍ତରୀଣ ରାଜନୈତିକ…
ଶେହବାଜ ସରିଫଙ୍କୁ ଭାରତର କଡ଼ା ଜବାବ: ଦୁନିଆରେ କେହି ଆପଣଙ୍କୁ ସମର୍ଥନ କରୁନାହାନ୍ତି
ନୂଆଦିଲ୍ଲୀ: ୟୁଏନଜିଏରେ ପାକିସ୍ତାନର କଶ୍ମୀର କୁ ନେଇ ଭାରତ ତରଫରୁ କଡା ଜବାବ ଦିଆଯାଇଛି। ଶୁକ୍ରବାର ଭାରତ ଉତ୍ତର ଅଧିକାର ର ଜବାବରେ କହିଛି ଯେ ପାକିସ୍ତାନ ଅତୀତରେ ରହିଛି ଏବଂ କାଶ୍ମୀର ପ୍ରସଙ୍ଗରେ ଅଲଗା ରହିଛି।…
ଚିରା-ଫଟା ପ୍ୟାଣ୍ଟ ପିନ୍ଧିଲେ ହୋଇପାରେ ଜେଲ! Ripped Jeans ଉପରେ ବ୍ୟାନ୍, ନ ମାନିଲେ ଭୟଙ୍କର ପରିଣାମ
ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଯୁବପିଢୀଙ୍କ ଷ୍ଟାଇଲ ଏବଂ ଫ୍ୟାସନ୍ ଖୁବ ବଦଳି ଯାଇଛି । ନୂଆ ଷ୍ଟାଇଲ ଏବଂ ନୂଆ ଡିଜାଇନର ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି ଆଜିର ଯୁବପିଢୀ । ସବୁଠୁ ବେଶୀ ଲୋକପ୍ରିୟ ହୋଇଛି…
ଆମେରିକାରେ ସାମୁଦ୍ରିକ ଝଡ଼ ‘ହେଲେନ୍’ର ବ୍ୟାପକ କ୍ଷୟକ୍ଷତି, ଫ୍ଲୋରିଡାର ଅନେକ ଅଞ୍ଚଳ ଜଳମଗ୍ନ
ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ସାମୁଦ୍ରିକ ଝଡ଼ 'ହେଲେନ୍' ଭୟଙ୍କର ରୂପ ଧାରଣ କରିଛି । ହେଲେନକୁ 'ଅତ୍ୟନ୍ତ ବିପଜ୍ଜନକ' ବାତ୍ୟା ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି । ଆମେରିକାର ନ୍ୟାସନାଲ ହରିକେନ୍ ସେଣ୍ଟର…
ଆଶ୍ଚର୍ଯ୍ୟଜନକ ରିପୋର୍ଟ: ୨୧୦୦ ସୁଦ୍ଧା ବନ୍ଦ ହେବ ବିବାହ ପ୍ରଥା, ଆଉ କେହି କରିବେନି ବିବାହ
ନୂଆଦିଲ୍ଲୀ: ସମୟକୁ ତାଳଦେଇ ବଦଳୁଛି ମଣିଷର ଚିନ୍ତାଧାରା, ସେହିପରି ବଦଳୁଛି ବିବାହର ଧାରଣା । ପୂର୍ବରୁ ବିବାହକୁ ଏକ ପବିତ୍ର ବନ୍ଧନ ଭାବେ ବିବେଚନା କରାଯାଉଥିଲା। ଥରେ ବିବାହ କରିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ଅଲଗା…
4 ବର୍ଷରେ ଦେଶ ଦେଖିଲା 3 ନୂଆ ମୁହଁ, ଶିଗେରୁ ଇଶିବା ହେବେ ପରବର୍ତ୍ତି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଜାପାନ ପାଇଲା ନୂଆ ପ୍ରଧାନମନ୍ତ୍ରୀ । ଜାପାନର ଶାସକ ଦଳ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ନେତା ଭାବରେ ମନୋନୀତ କରିଛନ୍ତି । ସେ ଆସନ୍ତା ସପ୍ତାହରେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ…
ହ୍ୟାକ୍ ହେଲା ୧୯ଟି ରେଳ ଷ୍ଟେସନର Wi-Fi ନେଟୱାର୍କ, ପବ୍ଲିକ Wi-Fi ବ୍ୟବହାର କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ ?
ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ଅନଲାଇନ୍ ମାଧ୍ୟମରେ ଆରାମରେ ଘରେ ବସି ପ୍ରାୟ ସବୁ କାମ ସହଜରେ ହୋଇପାରୁଛି । ଏହା ସହ ଦିନକୁ ଦିନ ଅନଲାଇନ୍ ଠକେଇ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜିକାଲି ଅଧିକାଂଶ…
Video: ଭାରତୀୟ ଚେସ ଟିମର ପାକିସ୍ତାନ ସହିତ ଭିଡିଓ ଭାଇରାଲ , ବନ୍ଧୁତ୍ୱର ଦେଉଛି ବାର୍ତ୍ତା!
ନୂଆଦିଲ୍ଲୀ: ବୁଡାପେଷ୍ଟରେ ଅନୁଷ୍ଠିତ ଏଫଆଇଡିଇ ଚେସ ଅଲିମ୍ପିଆଡ ୨୦୨୪ ସମୟରେ ଭାରତୀୟ ଚେସ ଟିମ୍ ପାକିସ୍ତାନ ଚେସ ଦଳକୁ ଭେଟିଛି । ଏହି ଭେଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଲୋକମାନେ ମଧ୍ୟ…
ଶେଷ ହେବାକୁ ଯାଉଛି ୪ ବର୍ଷର ପୁରୁଣା ବିବାଦ? ଲଦାଖକୁ ନେଇ ‘ଡ୍ରାଗନ୍’ ରଖିଲା ଉତ୍ତର
ନୂଆଦିଲ୍ଲୀ: ପୂର୍ବ ଲଦାଖରେ ବିବାଦର ଅନ୍ତ ଘଟାଇବା ଏବଂ ସଂଘର୍ଷ ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର ନେଇ କିଛି ସହମତି ରେ ପହଞ୍ଚିବା ପାଇଁ ଉଭୟ ପକ୍ଷପାଇଁ ଗ୍ରହଣୀୟ ସମାଧାନ ତଥା ମତଭେଦକୁ ହ୍ରାସ କରିବା ପାଇଁ ଯୋଗାଯୋଗ ଜାରି…