Browsing Category

ବିଦେଶ

ରୁଷର ଅହରହ ଆକ୍ରମଣ: ଆର୍ଟିଲେରୀ ଆଟାକ୍ ରେ ୭୦ ୟୁକ୍ରେନ ଯବାନ ମୃତ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଅହରହ ଆକ୍ରମଣ ଜାରି ରଖିଛି । ଯାହାଫଳରେ ଏଯାବତ୍ ୩୫୦ରୁ ଅଧିକ ସାଧାରଣ ନାଗରିକ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନର ଖବର ଅନୁସାରେ, ଖାରକିଭ୍ ଓ କିଭ୍ ମଧ୍ୟରେ ଥିବା ଏକ ସହର…

Russia-Ukraine War: ଲାଇଭ୍ ବୋମାମାଡ଼ର ଦୃଶ୍ୟ ଦେଖାଇଲେ ବାଲେଶ୍ୱରର ଡାକ୍ତରୀ ଛାତ୍ର, ଦେଖନ୍ତୁ Video

ଖାରକିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନର ରାଜଧାନୀ କିଭ ଆଡକୁ ରୁଷ ନିଜର ବିଶାଳ ସେନା ନେଇ ଆଗେଇବାରେ ଲାଗିଛି । ଏହାର ଖୁଲାସା ସାଟେଲାଇଟରୁ ହୋଇଛି । ଅପରେସନ ଗଙ୍ଗା ଅଧୀନରେ ଏୟାର ଇଣ୍ଡିଆର…

ରୁଷ ଉପରେ କାର୍ଯ୍ୟାନୁଷ୍ଠାନ ଜାରି: ଫିଫା ପରେ ବିଶ୍ୱ ରଗବି ମଧ୍ୟ ରୁଷକୁ କଲା ବ୍ୟାନ୍

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ୫ ଦିନ ବିତିଯାଇଛି । ଆକ୍ରମଣ ନିଷ୍ପତ୍ତି ନେବା ପରଠାରୁ ରୁଷ ଉପରେ ଅନେକ ଅନ୍ତର୍ଜାତୀୟ ସଂସ୍ଥା କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛନ୍ତି । ପ୍ରାୟତଃ ସବୁ ଦେଶ ରୁଷର ଆକ୍ରମଣକୁ ଭୁଲ…

ଫେସବୁକ୍ କମ୍ପାନୀ ମେଟାର ବଡ଼ ଘୋଷଣା, ରୁଷ ସରକାରୀ ମିଡିଆକୁ କରିବ ବ୍ଳକ୍

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫେସବୁକ୍ ର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏକ ବଡ଼ ଘୋଷଣା କରିବ । ରୁଷ ମିଡିଆ ଆରଟି ଓ ସ୍ପୁଟନିକ୍ କୁ ୟୁରୋପୀୟ ୟୁନିଅନ୍ ରେ ବ୍ଲକ୍ କରିବ ମେଟା । ଏନେଇ ମଙ୍ଗଳବାର ଦିନ…

FIFAର ବଡ଼ ଘୋଷଣା: ଫୁଟବଲ୍ ବିଶ୍ୱକପରୁ ବାହାର ହେଲା ରୁଷ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲଢେଇ ପୂରା ଦୁନିଆରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସମଗ୍ର ଦୁନିଆ ଏବେ ଏହି ଶକ୍ତିଶାଳୀ ଦେଶକୁ ସମାଲୋଚନା କରୁଛି । ଏହି ଲଢେଇରେ…

ଋଷ ଉପରେ ଆମେରିକାର ପ୍ରହାର: ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ ସହ ସବୁ ସମ୍ପର୍କ କାଟିଲା ଶକ୍ତିଶାଳୀ ରାଷ୍ଟ୍ର

ନୂଆଦିଲ୍ଲୀ: ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ସମୟରେ ଋଷକୁ ଆମେରିକା ଦେଇଛି ଏକ ବ୍ୟବସାୟୀକ ଝଟକା । ଋଷର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ରାଜ୍ୟ ବିନିଯୋଗ ପାଣ୍ଠି ଉପରେ ନୂଆ କଟକଣା ଲଗାଇଛି ଆମେରିକାର ଟ୍ରେଜେରୀ ବିଭାଗ । ଋଷର…

୧୮୦୦ ଟଙ୍କାର ନିବେଶରୁ ବନିଗଲେ କୋଟିପତି: ଜାଣନ୍ତୁ ଶିକ୍ଷୟିତ୍ରୀଙ୍କ ସଫଳତାର କାହାଣୀ

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ବିଭିନ୍ନ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରି ଦେଇଛି । ଅତ୍ୟନ୍ତ କମ ନିବେଶରୁ ଏହା କୋଟିପତି ବନାଇବାରେ ସହାୟକ ହୋଇଥାଏ । ଏମିତି ଏକ କାହାଣୀ ହେଉଛି ଜଣେ ଶିକ୍ଷୟିତ୍ରୀଙ୍କର । ସାମାନ୍ୟ…

ଯୁଦ୍ଧ ହେବ ଜାଣିଥିଲା ୟୁକ୍ରେନ! ଭାଇରାଲ ହେଉଛି ୟୁକ୍ରେନ ସେନାର ବିଜ୍ଞାପନ ଭିଡିଓ…

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖାଯାଇଛି କିପରି ୟୁକ୍ରେନର ନାଗରିକମାନେ ସେନାବାହିନୀରେ ଯୋଗ ଦେଇଛନ୍ତି  । ବିଭିନ୍ନ ପ୍ରକାର ବୃତ୍ତିରେ ରହିଥିବା ୟୁକ୍ରେନୀୟମାନେ…

ରୁଷ ବିରୋଧରେ ଏକାଠି ହେଲେ ୨୧ ଦେଶ, ୟୁକ୍ରେନକୁ ପଠାଇଲେ ଯୁଦ୍ଧାସ୍ତ୍ର

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ସମଗ୍ର ଦୁନିଆକୁ ଦୁଇ ଭାଗରେ ବିଭକ୍ତ କରିଛି। ଗୋଟିଏ ପଟେ ଭାରତ ପରି ଦେଶ ନିରବ ରହିବାକୁ ଉଦ୍ୟମ କରୁଥିବା ବେଳେ ଚୀନ ଏବଂ ପାକିସ୍ତାନ ଏଥିରୁ ଦୂରେଇ ରହିଛନ୍ତି। ଅନ୍ୟପଟେ…

ଜିଡିପିରେ ପଛରେ ପଡିଲା ଚୀନ୍: ଜାତୀୟ ପରିସଂଖ୍ୟାନ ବିଭାଗରୁ ମିଳିଲା ସୂଚନା

ନୂଆଦିଲ୍ଳୀ: ଡ୍ରାଗନକୁ ପରାସ୍ତ କଲା ବାଘ । ଭାରତୀୟ ଅର୍ଥନୀତି ପୁଣି ଥରେ ସଫଳତାର ଦିଗରେ ଏହାର ଯାତ୍ରା ଆରମ୍ଭ କରିଛି । କରୋନାରେ ଭାରତୀୟ ଅର୍ଥନୀତିର ମେରୁହାଡ ଭାଙ୍ଗି ଯାଇଥିବା ବେଳେ ଧୀରେଧୀରେ ଏହା ଅଣ୍ଟା ସଳଖୁଛି…