Browsing Category

ବିଦେଶ

‘ସାପମାନେ ବି ସୁଇସାଇଡ୍’ କରିଥାନ୍ତି, ଆପଣ ଏକଥା ଜାଣିଛନ୍ତି କି ?

ସାଧାରଣତଃ ମଣିଷମାନେ ଅନେକ ସମୟରେ କଠିନ ପରିସ୍ଥିତିକୁ ସହ୍ୟ କରିନପାରି ଆତ୍ମହତ୍ୟା କରିଥାନ୍ତି । ମାତ୍ର ଆପଣମାନେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାପମାନେ ମଧ୍ୟ ଆତ୍ମହତ୍ୟା କରିଥାନ୍ତି । ନିକଟରେ ଅଷ୍ଟ୍ରେଲିଆର ଏକ…

ବିଲେଇର ମୃତ୍ୟୁ: ଅବହେଳା ପାଇଁ ଡାକ୍ତରଙ୍କୁ ୨.୫ କୋଟିର କ୍ଷତିପୂରଣ ମାଗିଲେ ମହିଳା

ଆଜିକାଲିର ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘଟଣା ସବୁ ଘଟୁଛି । ଏପରି ଏକ ଖବର ପାକିସ୍ତାନରେ ଘଟିଛି । ଗୋଟିଏ ପୋଷା ବିଲେଇର ମୃତ୍ୟୁକୁ ନେଇ ଜଣେ ମହିଳା ଡାକ୍ତରଙ୍କ ଉପରେ ୨.୫ କୋଟିର ମୋକଦ୍ଦମା ଦାୟର…

ୟେ କି ଜନ୍ତୁ , ଟିକେ ଦେଖିକି କହିଲେ। ଗୋଜିଆ ମୁଣ୍ଡ, ଗୋଲ୍ ଗୋଲ୍ ଆଖି ବେକରୁ ତଳକୁ ମାଛ ପରି । କଣ ଭାବୁଛନ୍ତି କଣ ହେଇ ପାରେ ଏ ଜୀବଟି ?

ଗୋଜିଆ ମୁଣ୍ଡ, ଗୋଲ୍ ଗୋଲ୍ ଆଖି ବେକରୁ ତଳକୁ ମାଛ ପରି । କଣ ଭାବୁଛନ୍ତି କଣ ହେଇ ପାରେ ଏ ଜୀବଟି ? ଇଣ୍ଡୋନେସିଆର ଜଣେ ମତ୍ସ୍ୟଜୀବୀ ଦାବି କରିଛନ୍ତି ଯେ ସେ ଏକ ସାର୍କ ଧରିଛନ୍ତି ଯାହା ର 'ମାନବ ଚେହେରା' ରହିଛି -…

ଦୁଇ ମିନିଟରେ ଯୁବକ ଖାଇଦେଲେ ଅଢ଼େଇ କେଜି ଲଙ୍କା

ବେଜିଂ, ୨୭ା୨: ଆଜିକାଲି ଦୁନିଆରେ ସମସ୍ତେ କିଛି ଭିନ୍ନ କରି ଦେଖାଇବାର ପ୍ରୟାସରେ ରହିଥାନ୍ତି । ସେହିପରି ପ୍ରସିଦ୍ଧି ଲାଭ କରିବା ପାଇଁ ବେଜିଂର ଜଣେ ଯୁବକ ମାତ୍ର ଦୁଇ ମିନିଟ ମଧ୍ୟରେ ଅଢ଼େଇ କିଲୋ ଲଙ୍କା ଖାଇ…

୩୦୦ ସ୍କୁଲ ଛାତ୍ରୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ

ଆବୁଜା, ୨୭ା୨: ନାଇଜେରିଆରେ ୩୦୦ ଜଣ ସ୍କୁଲ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଛନ୍ତି । ଏକ ବିଦ୍ୟାଳୟରେ ଏକ ବଡ଼ ବନ୍ଧୁକଧାରୀ ଗ୍ୟାଙ୍ଗ ଚଢ଼ାଉ କରି ଏହି କାଣ୍ଡ ଘଟାଇଛନ୍ତି । ତେବେ ସେନାର ହସ୍ତକ୍ଷେପକୁ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫.୨୮ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୨୭ା୨: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୫ ଲକ୍ଷ ୨୮ ହଜାର ୧୦୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୩୯ ଲକ୍ଷ ୬୧ ହଜାର ୫୫୧କୁ…