Browsing Category
ବିଦେଶ
ଇତିହାସ ରଚିଲେ ଜୋକୋଭିକ୍: ନାଡାଲଙ୍କୁ ହରାଇ ପହଞ୍ଚିଲେ ଫାଇନାଲରେ
ପ୍ୟାରିସ୍: ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ଫେଞ୍ଚ ଓପନ ଫାଇନାଲରେ ପହଞ୍ଚିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କ୍ଲେ କୋର୍ଟର ବାଦଶାହ ସ୍ପେନର ରାଫେଲ ନାଡାଲଙ୍କୁ ୩-୬, ୬-୩, ୭-୬(୪), ୬-୨ରେ ହରାଇ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୭୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୬୦ ଲକ୍ଷ ୨୫ ହଜାର ୮୨୮କୁ…
କୋଭାକ୍ସିନ୍ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଲାନି ଆମେରିକା
ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର) : ଆମେରିକାରେ ଜରୁରୀକାଳୀନ ବ୍ୟବହାର ପାଇଁ ସ୍ୱଦେଶୀ ଟିକା ନିର୍ମାତା ଭାରତ ବାୟୋଟେକକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ…
ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଲା ନ୍ୟୁଡ୍ ଫଟୋଶୁଟ୍, ଜାଣନ୍ତୁ ସେ କିଏ…
ମୁମ୍ବାଇ: ଫଟୋଶୁଟ୍ ନେଇ ଅନେକ ଅଭିନେତ୍ରୀ ଚର୍ଚ୍ଚାରେ ରହିଆସିଛନ୍ତି । ନିଜ ଫ୍ୟାନ୍ସଙ୍କୁ ଆକର୍ଷିତ କରିବାକୁ ଅନେକ ଏଭଳି କରିଥାନ୍ତି ବୋଲି ମଧ୍ୟ କୁହାଯାଏ । ପ୍ରାୟତଃ ସମସ୍ତ ନିଜର ବୋଲ୍ଡନେସ୍ ଫଟୋକୁ ନେଇ ଲୋକଙ୍କୁ…
୧୦୦ଟି ଗରିବ ରାଷ୍ଟ୍ରକୁ ଫାଇଜର ଟିକା ମାଗଣାରେ ଯୋଗାଇବ ଆମେରିକା, ଖର୍ଚ୍ଚ ହେବ ୩୫୦ କୋଟି ଡଲାର
ୱାଶିଂଟନ: କରୋନା କାଳରେ ଟିକାକରଣ କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ବିଭିନ୍ନ ଦେଶ ଏବେ ଟିକା ପ୍ରସ୍ତୁତି ଏବଂ ବିତରଣରେ ଲାଗିପଡିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଟିକା ନେବା ପାଇଁ ଆହ୍ୱାନ ଦିଆଯିବା…
ଆଇସିଜେ ନିଷ୍ପତ୍ତି ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ: କୁଳଭୂଷଣ ନ୍ୟାୟ ପାଇବାର ବାଟ ଫିଟିଲା
ନୂଆଦିଲ୍ଲୀ: ଶେଷରେ ଇଣ୍ଟରନ୍ୟାସନାଲ କୋର୍ଟ (ଆଇସିଜେ)ର ନିଷ୍ପତ୍ତି ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି ପାକିସ୍ତାନ । ପାକିସ୍ତାନର ସଂସଦ କୁଳଭୂଷଣ ଯାଦବଙ୍କୁ ଅପିଲ କରିବାର ଅଧିକାର ପ୍ରଦାନ କରିଛି । ପାକିସ୍ତାନ…
କରୋନା ଟିକା ନ ନେଲେ ବ୍ଲକ୍ କରାଯିବ ସିମ୍ କାର୍ଡ, ଏମିତି ନିଷ୍ପତ୍ତି ନେଲେ ସରକାର
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଟିକାକରଣ ଅଭିଯାନକୁ ପ୍ରୋତ୍ସାହନ ଦେବା ପାଇଁ ଲୋକଙ୍କୁ ଅନେକ ପ୍ରକାରର ପ୍ରଲୋଭନ ଦିଆଯାଉଛି । ଏପରିକି ଟିକା ନେଲେ ମାଗଣାରେ ବିୟର ଦିଆଯିବା ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ…
କରୋନା ପରେ ଆସିଲା ଆଉ ଏକ ରହସ୍ୟମୟ ରୋଗ: ଅନିଦ୍ରା, ମତିଭ୍ରମ ଭଳି ଦେଖାଦେଉଛି ଲକ୍ଷଣ, ମୋବାଇଲ୍ ଦ୍ୱାରା ବ୍ୟାପୁଛି ସଂକ୍ରମଣ, ଜାଣନ୍ତୁ କ’ଣ…
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଦେଶବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି । ଏହା ମଧ୍ୟରେ ଏକ ନୂଆ ରହସ୍ୟମୟ ରୋଗର ସନ୍ଧାନ ମିଳିଛି । ଏହି ରହସ୍ୟମୟ ରୋଗ…
ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ସମସ୍ତ ଆଥ୍ଲେଟ୍ଙ୍କୁ ଦିଆଯିବ ଟିକା: ବାତ୍ରା
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଭାରତୀୟ ଅଲିମ୍ପିକ୍ ଆସୋସିଏସନ ସଭାପତି ନରିନ୍ଦର ବାତ୍ରା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟତା ହାସଲ କରିଥିବା ସମସ୍ତ…
ମେହୁଲ ଚୋକସିଙ୍କ ପତ୍ନୀଙ୍କ ବଡ ଅଭିଯୋଗ, ସ୍ୱାମୀଙ୍କ ଗାଏବ ପଛରେ ରହିଛି ସରକାରଙ୍କ ହାତ
ନୂଆଦିଲ୍ଲୀ : ପିଏନବି ବ୍ୟାଙ୍କ ମହାଦୁର୍ନୀତିର ଅଭିଯୁକ୍ତ ମେହୁଲ ଚୋକସିଙ୍କ ଗିରଫଦାରୀ ପରେ ତାଙ୍କୁ ଅପହରଣ କରାଯାଇଥିବା ମାମଲା ସାମ୍ନାକୁ ଆସିଥିଲା। ଏବେ ତାଙ୍କ ପତ୍ନୀ ଗୁରୁବାର ତାଙ୍କ ସ୍ୱାମୀଙ୍କ ଅପହରଣକୁ ନେଇ ବଡ…