Browsing Category
ଦେଶ
ଭାରତକୁ ଋଷ ଦେଲା ଏଭଳି ଯୁଦ୍ଧ ଜାହାଜ, ଦେଖିଲେ ଶତ୍ରୁ ଦେଶର ନିଦ ହଜିଯିବ
ନୂଆଦିଲ୍ଲୀ: ଭାରତୀୟ ନୌସେନା ପାଇଁ ରୁଷନିର୍ମିତ ଯୁଦ୍ଧ ଜାହାଜ ଆଇଏନଏସ ତୁଶିଲ ସୋମବାର (୯ ଡିସେମ୍ବର ୨୦୨୪) ଋଷର ଉପକୂଳବର୍ତ୍ତୀ ସହର କାଲିନିନଗ୍ରାଡରେ କାର୍ଯ୍ୟକ୍ଷମ ହୋଇଛି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ…
ସିରିଆର ସାମ୍ପ୍ରତିକ ସ୍ଥିତି ଉପରେ କ’ଣ କହିଲା ଭାରତ ?
ନୂଆଦିଲ୍ଲୀ: ସିରିଆର ସାମ୍ପ୍ରତିକ ସ୍ଥିତିକୁ ନେଇ ସୋମବାର ଭାରତ ପ୍ରତିକ୍ରିୟା ରଖିଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆମେ ସିରିଆର ଗତିବିଧି ଉପରେ ନଜର ରଖିଛୁ । ସିରିଆର ଏକତା, ସାର୍ବଭୌମତ୍ୱ ଏବଂ…
ଜାରି ହେଲା UPSC CSE ମେନ ପରୀକ୍ଷାର ଫଳାଫଳ, ଏହି ଲିଙ୍କକୁ ଯାଇ ଚେକ୍ କରନ୍ତୁ
ନୂଆଦିଲ୍ଲୀ: ସଂଘୀୟ ଲୋକ ସେବା ଆୟୋଗ(ୟୁପିଏସସି) ସିଭିଲ ସେବା ମୁଖ୍ୟ ପରୀକ୍ଷା ୨୦୨୪ର ଫଳାଫଳ ଘୋଷଣା କରାଯାଇଛି। ରେଜଲ୍ଟ ଅଫିସିଆଲ ୱେବସାଇଟରେ ଜାରି ହୋଇଛି। ଯେଉଁ ପ୍ରାର୍ଥୀ ସିଭିଲ ସେବାର ମୁଖ୍ୟ ପରୀକ୍ଷା ୨୦୨୪…
ଏହି କାରଣ ପାଇଁ ବିଗିଡିଥିଲା ଖାନ ସାରଙ୍କ ସ୍ୱାସ୍ଥ୍ୟ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ପାଟନାର ବହୁଚର୍ଚ୍ଚିତ ଖାନ ସାରଙ୍କର ଅଚାନକ ସ୍ୱାସ୍ଥ୍ୟ ଖରାପ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଛାତ୍ରମାନଙ୍କ…
(Video) ଖାଲି ପାଦରେ ପହଞ୍ଚିଲେ ବିଧାନସଭା, ପ୍ରବେଶ ପୂର୍ବରୁ ମାରିଲେ ମୁଣ୍ଡିଆ, ବିଧାୟକଙ୍କ ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ନୂଆ ସରକାର ଗଠନ ପରେ ଝାଡ଼ଖଣ୍ଡ ବିଧାନସଭାର ବିଶେଷ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିନ ସମସ୍ତ ନବନିର୍ବାଚିତ ବିଧାୟକମାନେ ଶପଥ ନେଇଛନ୍ତି। ଏହି ଅବସରରେ ଜେକେଏଲଏମର ଅଧ୍ୟକ୍ଷ ଜୟରାମ କୁମାର କହତୋ…
CUET UG-PG 2025 ନିୟମରେ ହେବ ବଡ଼ ପରିବର୍ତ୍ତନ: ଖୁବଶୀଘ୍ର ଗାଇଡଲାଇନ୍ ଜାରି ହେବ, UGC ଅଧ୍ୟକ୍ଷଙ୍କ ସୂଚନା
ନୂଆଦିଲ୍ଲୀ: କମ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ୟୁଜି-ପିଜି ୨୦୨୫କୁ ନେଇ ଆସିଛି ଏକ ବଡ଼ ଖବର । ସିୟୁଇଟି ୟୁଜି-ପିଜି ୨୦୨୫ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଖୁବଶୀଘ୍ର ଏନେଇ ଗାଇଡଲାଇନ୍…
ମହିଳା ସଶକ୍ତିକରଣ ଦିଗରେ ସବୁଠାରୁ ବଡ ଯୋଜନାର ଶୁଭାରମ୍ଭ, ଟ୍ରେନିଂ ବେଳେ ବି ମିଳିବ ଦରମା
ନୂଆଦିଲ୍ଲୀ- ମହିଳାଙ୍କୁ ସଶକ୍ତି କରଣ କରିବା ଦିଗରେ ମୋଦି ସରକାରଙ୍କ ଆଉ ଏକ ବଡ ପଦକ୍ଷେପ । ଆଜିଠାରୁ ଆରମ୍ଭ ହେଲା ଏଲଆଇସିର ବୀମା ସଖୀ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହରିଆଣା ଗସ୍ତ କାଳରେ ଏହି ନୂଆ…
ବାଙ୍ଗଲାଦେଶ: ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ବନ୍ଦ କରିବାକୁ ଭାରତୀୟ ବିଦେଶ ସଚିବଙ୍କ ପରାମର୍ଶ
ନୂଆଦିଲ୍ଲୀ- ବାଙ୍ଗଲାଦେଶରେ ଜାରି ହିଂସା ଭିତରେ ଭାରତୀୟ ବିଦେଶ ସଚିବ ବିକ୍ରମ ମିଶ୍ରି ଢାକାରେ ପହଞ୍ଚିଛନ୍ତି । ସେଠାରେ ହିନ୍ଦୁ ସମୁଦାୟ ଓ ଧର୍ମସ୍ଥଳୀ ଉପରେ ହେଉଥିବା ଆକ୍ରମଣକୁ ନେଇ ଦୁଃଖ ବ୍ୟକ୍ତ କରିବା ସହ ଏହାକୁ…
Big Breaking: ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ହେଲେ ସଞ୍ଜୟ ମଲହୋତ୍ରା
ନୂଆଦିଲ୍ଲୀ: ଭାରତର ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ସଞ୍ଜୟ ମଲହୋତ୍ରା ନିଯୁକ୍ତ ହୋଇଛନ୍ତି । ସଞ୍ଜୟ ମଲହୋତ୍ରା ନିଜର ଚମତ୍କାର ନେତୃତ୍ୱ ଏବଂ ଆର୍ଥିକ ମାମଲାରେ ଗଭୀର ଜ୍ଞାନ ପାଇଁ ପରିଚିତ । ସଞ୍ଜୟ ୧୯୯୦…
ଝିଅ ଦୁଆଙ୍କ ସହ ବେଙ୍ଗଲୁରୁରୁ ମୁମ୍ବାଇ ଆସିଲେ ଦୀପିକା ପାଦୁକୋନ, ଦେଖନ୍ତୁ ଫଟୋ
ମୁମ୍ବାଇ: ଦୀପିକା ପାଦୁକୋନ ଶିଶୁ କନ୍ୟାଙ୍କ ମାଆ ହୋଇଛନ୍ତି । ଦୀପିକା ଝିଅ ଦୁଆଙ୍କୁ ନେଇ ବେଙ୍ଗଲୁରୁ ଯାଇଥିଲେ । ବର୍ତ୍ତମାନ ସେ ମୁମ୍ବାଇ ଫେରିଛନ୍ତି । ବେଙ୍ଗଲୁରୁରେ ସେ ଦିଲଜିତଙ୍କ କନସର୍ଟରେ ନଜର ଆସିଥିଲେ ।…