Browsing Category

ଦେଶ

କାହିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ ଦେଇଥିଲେ ହତ୍ୟା ଧମକ, ଜଣାପଡ଼ିଲା କାରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ନେଇ ନିକଟରେ ମୁମ୍ବାଇ ପୋଲିସକୁ ଏକ ଧମକପୂର୍ଣ୍ଣ ମେସେଜ୍ ମିଳିଥିଲା । ଏହି ଖବର ମିିଳିବା ପରେ ମୁମ୍ବାଇ ପୋଲିସ ହାଇ ଆଲର୍ଟ ମୋଡକୁ ଆସିଥିଲା । ପରେ…

ବର ବଦଳରେ କନିଆଁ ଘୋଡ଼ାରେ ବସି ଗଲେ ବାହାହେବାକୁ , ରାସ୍ତାରେ ଭିଡ଼ କହିଲେ ନ ସରେ

ମହାରାଜଗଞ୍ଜ: ଦେଶର କୋଣ ଅନୁକୋଣରେ ପୂଜା ପାଠ ହେଉ ଅବା ବିବାହ, ବ୍ରତଘର, ଏ ସବୁ ପାଳନ କରିବାର ଅଲଗା ରୀତିନିତି ରହିଛି । ସବୁ ସ୍ଥାରେ ଅଳ୍ପେବହୁତେ କିଛିଟା ଭିନ୍ନ ଜିନିଷ ଦେଖିବାକୁ ମିଳେ । ବେଳେବେଳେ ଏମିତି କିଛି…

ସକାଳୁ ସକାଳୁ ରାଜଧାନୀର ୪୦ ସ୍କୁଲକୁ ବୋମାରେ ଉଡାଇଦେବାର ଧମକ, ଛାତ୍ରଛାତ୍ରୀଙ୍କୁ ଘରକୁ ପଠେଇଦେଲେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ୪୦ ଟି ସ୍କୁଲକୁ ବୋମା ଧମକ ମିଳିଛି । ଡିପିଏସ୍ ଆରକେ ପୁରମ, ଜିଡି ଗୋଏଙ୍କା ସ୍କୁଲ ସମେତ ୪୦ ସ୍କୁଲକୁ ସକାଳୁ ସକାଳୁ ଧମକପୂର୍ଣ୍ଣ ମେଲ୍ ପଠାଇଛି ଦୁର୍ବୃତ୍ତ । ମେଲରେ ସ୍କୁଲକୁ ବୋମାରେ…

‘ରାକ୍ଷୀ’ର ମାନ ରଖିବାକୁ ଭଉଣୀର ଅଗ୍ନିପରୀକ୍ଷା! ଅର୍ଥାଭାବ କାରଣରୁ ଛୋଟ ଭାଇର ଶବକୁ ଟ୍ୟାକ୍ସିର ଛାତ ଉପରେ ବାନ୍ଧି ୧୯୫ କିମି ପର୍ଯ୍ୟନ୍ତ…

ନୂଆଦିଲ୍ଲୀ: ଭାଇ-ଭଉଣୀଙ୍କର ରାକ୍ଷୀର ଅତୁଟ ବନ୍ଧନ ଯୁଗ ଯୁଗ ଧର ରହି ଆସିଛି । ପବିତ୍ର ‘ରକ୍ଷା ବନ୍ଧନ’ରେ ଭଉଣୀ ତା’ର ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ । ଏହାର ବଦଳରେ ଭାଇ ସାରା ଜୀବନ ପାଇଁ ଭଉଣୀର ସୁରକ୍ଷା କରିବାକୁ…

ଫଡନବିସଙ୍କ ଶପଥ କାର୍ଯ୍ୟକ୍ରମରେ ୧୨ ଲକ୍ଷ ଟଙ୍କାର ଚୋରୀ, ଲୁଟେରାଙ୍କୁ ଖୋଜୁଛି କ୍ରାଇମ ବ୍ରାଞ୍ଚ

ମୁମ୍ବାଇ: ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭାଜପାର ଦେବେନ୍ଦ୍ର ଫଡନବିସ । ରାଜ୍ୟରେ ମହାୟୁତି ସରକାର ପକ୍ଷରୁ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହ ଗତ ୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ଗଣମାଧ୍ୟମ…

ଓଃ କି କଷ୍ଟ…… ଖେଳଛୁଟିରେ ଖେଳିଲାବେଳେ ପିଲର ମଝିରେ ଫସିଲା ବେକ ଆଉ ବାହାରିଲାନି, ତା’ ପରେ…..

ନାଗାରକୁର୍ନୁଲ: ୨ ଖମ୍ବ ମଝିରେ ଫସିଲା କୁନି ଝିଅର ଗଳା, ଯାହାପାଇଁ କୁନ ଝିଅକୁ ହଟହଟା ହେବାକୁ ପଡ଼ିଛି । ଶିକ୍ଷକ ଓ ଅଭିଭାବକ କୌଶଳ ଲଗେଇ ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଅଛମପେଟ ମଣ୍ଡଳ ପୁଲଜଲା…

ନାସନାଲ କ୍ରସରୁ ହଟିଲେ ତ୍ରିପ୍ତି, ସାମିଲ ହେଲା ନୂଆ ନାଁ, ଅଭିନୟ ନୁହେଁ ବ୍ୟବସାୟରେ ତାଙ୍କ ରୁଚି…..

ମୁମ୍ବାଇ: ବଦଳିଛନ୍ତି ନାସନାଲ କ୍ରସ । ରଶ୍ମିକା ମନ୍ଦନାଙ୍କ ଓ ତ୍ରିପ୍ତି ଡିମରିଙ୍କ ପରେ ଆଉଜଣେ ନୂଆ ସୁନ୍ଦରୀ ଏ ଟାଇଟଲ ହାତେଇଛନ୍ତି । ନିକଟରେ ଦୁବାଇରେ ଶେଷ ହୋଇଥିବା ଆଇପିଏଲ୍‌ ନିଲାମୀ ପରଠୁ ଏହି ସୁନ୍ଦରୀ ଯୁବତୀ…

ଭାରତର ବଡ଼ ବିଜୟ: ଡିସେମ୍ବର ୨୧ରେ ସାରା ଦୁନିଆରେ ‘ବିଶ୍ୱ ଧ୍ୟାନ ଦିବସ’ ପାଳନ କରାଯିବ, ପ୍ରସ୍ତାବକୁ ଜାତିସଂଘର ମଞ୍ଜୁରୀ

ନୂଆଦିଲ୍ଲୀ: ଡିସେମ୍ବର ୨୧ରେ ସାରା ଦୁନିଆରେ ‘ବିଶ୍ୱ ଧ୍ୟାନ ଦିବସ’ ଭାବେ ପାଳନ କରାଯିବ । ମିଳିତ ଜାତିସଂଘ ମହାସଭାରେ ଭାରତ ଦ୍ୱାରା ସହ-ପ୍ରାୟୋଜିତ ଏକ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ମଞ୍ଜୁରୀ ମିଳିଛି । ଏହାଫଳରେ…

ଝିମିଟି ଖେଳରୁ ମହାଭାରତ………କଦଳୀ ପାଇଁ ମାଡ଼ଗୋଳ ହେଲେ ମାଙ୍କଡ, ଅଟକିଲା ଏକ୍ସପ୍ରେସ୍

ପାଟନା: ବିହାର ସମଷ୍ଟିପୁରା ଜଙ୍କଶନରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଘଟଣା । ୪ ନମ୍ବର ପ୍ଲାଟଫର୍ମରେ ଦୁଇ ମାଙ୍କଡ଼ ଗୋଟିଏ କଦଳୀ ପାଇଁ ମାଡ଼ଗୋଳ ହେଉଥିଲେ । ଏତିକି ବେଳେ ଗୋଟିଏ ମାଙ୍କଡ଼ ରବର ଭଳି କିଛି ଜିନିଷକୁ ଅନ୍ୟ…

Indian Railwaysର ଅଜଣା କଥା: ମାଗଣାରେ ଖାଦ୍ୟ ଯୋଗାଇବ ଭାରତୀୟ ରେଳ, ମିଳିବ ଏହିସବୁ ସୁବିଧା

ନୂଆଦିଲ୍ଲୀ: ଅନେକ ସମୟରେ ଟ୍ରେନରେ ଯାତ୍ରା କରିବା ସମୟରେ ଟ୍ରେନ ବିଳମ୍ବ ହୋଇଥାଏ । ଅନେକ ଯାତ୍ରୀ ବହୁତ ଦୂରକୁ ମଧ୍ୟ ଟ୍ରେନ୍ ରେ ଯାତ୍ରା କରନ୍ତି । କିନ୍ତୁ ଭାରତୀୟ ରେଳଯାତ୍ରାରେ ଏକ ଅସୁବିଧା ଥାଏ । ମରାମତି ବା…