Browsing Category

ଦେଶ

Breaking: ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ତଳେ ଫସିଛନ୍ତି ଡ଼ଜନେ ଶ୍ରମିକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଦୁର୍ଘଟଣା । କନୌଜ ରେଳ ଷ୍ଟେସନରେ ଭୁଶୁଡିଲା ନିର୍ମାଣଧୀନ କୋଠା । ଅନେକ ଶ୍ରମିକ ଚାପି ହୋଇ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା 12 ଜଣଙ୍କୁ ଉଦ୍ଧାର କରାଯାଇଛି । କାମ ଚାଲିଥିବା ବେଳେ…

ମହାକାଶରେ ଦୌଡିବେ ଶନି-ଶୁକ୍ର, କେଉଁଠି ଏହି ପରେଡ ଦେଖିହେବ ଜାଣନ୍ତୁ

ନୂଆଦିଲ୍ଲୀ: ମହାକାଶରେ ଶୁକ୍ର ଏବଂ ଶନିର ହେବ ମହାମିଳନ । ଶୁକ୍ର ଏବଂ ଶନିଙ୍କ ମଧ୍ୟରେ ହେବ ଦୌଡ ପ୍ରତିଯୋଗିତା । ଶୁକ୍ରକୁ ଟପି ଆଗକୁ ବଢିବ ଶନିଗ୍ରହ । ଜାନୁଆରୀ 18 ତାରିଖରେ ଏହି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ ।…

Breaking: ରୋଜଗାର ପାଇଁ ଯାଇଥିଲେ ତାମିଲନାଡ଼ୁ ହେଲେ ଶବ ହୋଇ ଫେରିଲେ ୨ ଯୁବକ, ହତ୍ୟା ଅଭିଯୋଗ ଆଣିଲା ପରିବାର

ବଲାଙ୍ଗିର: ତାମିଲନାଡ଼ୁ ଦାଦନ ଖଟିବାକୁ ଯାଇ ୨ ଯୁବକଙ୍କୁ ହତ୍ୟା । ଚେନ୍ନାଇ ସେଣ୍ଟ୍ରାଲ ନିକଟ ପେରାମ୍ବର ଷ୍ଟେଶନରୁ ମୃତଦେହ ଉଦ୍ଧାର କରାଯାଇଛି । ୨ ମୃତଦେହ ମିଳିବା ନେଇ ସୂଚନା ଦେଇଛି ତାମିଲନାଡୁ ପୋଲିସ । ମୃତକ ୨…

ଆଜି ଶେଷ ହୋଇଯିବ Jioର ୨୦୦ ଦିନିଆ ପ୍ଲାନ, ଏହି ଅଫର ପରେ ଖର୍ଚ୍ଚ ହେବ ଅଧିକ ଟଙ୍କା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ହେଉଛି ଦେଶର ନମ୍ବର ୱାନ ଟେଲିକମ୍ କମ୍ପାନୀ। ଟେଲିକମ୍ ସେକ୍ଟରରେ ଜିଓର ସର୍ବାଧିକ ଗ୍ରାହକ ଅଛନ୍ତି। Jio ନିଜ ଗ୍ରାହକମାନଙ୍କ ପାଇଁ ବଢିଆ ପ୍ଲାନ ଜାରି ରଖିଛି। ରିଲାଏନ୍ସ ଜିଓ ମଧ୍ୟ…

ଗଞ୍ଜାମର ଓଡିଆ ସଂସ୍କୃତ ପଣ୍ଡିତଙ୍କ ନିଆରା ପ୍ରୟାସ, ନରେନ୍ଦ୍ର ମୋଦୀଙ୍କ ଉପରେ 1200ଟି ଶ୍ଲୋକରେ ଲେଖିଲେ ମହାକାବ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ମହାକାବ୍ୟ ଲେଖିଲେ ଓଡିଆ ସଂସ୍କୃତ ପଣ୍ଡିତ । ଓଡ଼ିଶାର ଗଞ୍ଜାମ ଜିଲ୍ଲାର ସଂସ୍କୃତ ବିଦ୍ୱାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଏବଂ କାର୍ଯ୍ୟ ଉପରେ…

(Video) ରୁଟିରେ ଛେପ ପକାଇ ସେକୁଥିବାର ଭିଡିଓ ଭାଇରାଲ, ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ପୁଣି ଏକ ରୁଟିରେ ଛେପ ପକାଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଉତ୍ତର ପ୍ରଦେଶର ଗାଜିଆବାଦରୁ ଏହି ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି। କିପରି…

ନାବାଳିକା ଦୁଷ୍କର୍ମ ମାମଲା: ୬ ଗିରଫ, ୬୦ରୁ ଅଧିକ ଲୋକଙ୍କ ନାଁ’ରେ ଅଭିଯୋଗ

ତିରୁଅନନ୍ତପୁରମ୍: କେରଳର ପଠାନମଥିଟ୍ଟାରେ ଚାଞ୍ଚଲ୍ୟକର ଘଟଣା। ନାବାଳିକା ଦୁଷ୍କର୍ମ ମାମଲାରେ ୪ଟି ଏଫ୍ଆଇଆର୍ ରୁଜୁ କରିବା ସହ ୬ ଜଣଙ୍କୁ ଗିରଫ କରିଛି କେରଳ ପୋଲିସ। ସୂଚନାଅନୁସାରେ ୧୬ ବର୍ଷ ବୟସରୁ ଲଗାତାର…

BSEB D.EL.Ed 2025: ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା, ଜାଣନ୍ତୁ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ବୟସ ସୀମା

ନୂଆଦିଲ୍ଲୀ: ଶିକ୍ଷକତାରେ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ବିହାର D.EL.Ed ୨୦୨୫ ପାଇଁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା । ବିହାର ସ୍କୁଲ ଆଡମିସନ ବୋର୍ଡ଼ ଜାନୁଆରୀ ୧୧ ତାରିଖରୁ ଆବେଦନ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର! ଏବେ ଆପଣ ୪୨ ଦିନର ‘ଅତିରିକ୍ତ’ ଛୁଟି ନେଇପାରିବେ, କେବଳ କରିବାକୁ ପଡିବ ଏହି ‘କାମ’

ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଚାକିରି କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଆପଣ ୪୨ ଦିନର ଛୁଟି ପାଇପାରିବ । ଏଥିପାଇଁ ଦୁଇଟି ଜିନିଷ ଅତ୍ୟନ୍ତ ଜରୁରୀ । ପ୍ରଥମତଃ, ଆପଣଙ୍କ ପାଇଁ ଜଣେ କେନ୍ଦ୍ର…

Video: ଚଳନ୍ତା ବାଇକରେ ରୋମାନ୍ସ, ରୋଡ୍‌ରେ ଅଶ୍ଳୀଳତାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କାନପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଦମ୍ପତି ଚଳନ୍ତା ବାଇକରେ ରୋମାନ୍ସ କରୁଥିବାର ଭିଡିଓ ତିଆରି କରିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସହରର…