Browsing Category

ଦେଶ

ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ଆପ୍‌ ବିଧାୟକ, କାରଣ ଅସ୍ପଷ୍ଟ

ପଞ୍ଜାବ: ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଆପ୍‌ ବିଧାୟକ। ପଶ୍ଚିମ ଲୁଧିଆନାର ଆପ୍‌ ବିଧାୟକ ଗୁରୁପ୍ରୀତ ଗୋଗିଙ୍କ ମୃତ୍ୟୁ। ଗୁରୁତର ବିଧାୟକଙ୍କୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର। ଭୁଲ୍‌ବଶତଃ ନିଜକୁ ନିଜେ…

ଛତିଶଗଡ଼: ସାମ୍ବାଦିକଙ୍କ ସମେତ ପୂରା ପରିବାରକୁ କୁରାଡ଼ିରେ ହାଣି ହତ୍ୟା

ରାୟପୁର: ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କ ହତ୍ୟା ମାମଲାର ସମାଧାନ ହୋଇନଥିବା ବେଳେ ଏବେ ଛତିଶଗଡ଼ରେ ଆଉ ଜଣେ ସାମ୍ବାଦିକଙ୍କ ପୂରା ପରିବାରକୁ ହତ୍ୟା କରାଯାଇଛି। ସୁରଜପୁର ଜିଲ୍ଲାରେ ଜମିଜମା ବିବାଦକୁ କେନ୍ଦ୍ର କରି…

Video: ପ୍ରଥମ ଥର ପାଇଁ ଫିଲ୍ମରେ ଦେଖିବାକୁ ମିଳିବ ବନ୍ଦେ ଭାରତ ଟ୍ରେନ୍, ସୁଟିଂ ଭିଡିଓ ଦେଖି ନିଅନ୍ତୁ ମଜା

ନୂଆଦିଲ୍ଲୀ: ଭାରତର ହାଇସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ପ୍ରଥମ ଥର ପାଇଁ ହିନ୍ଦୀ ସିନେମାର ଅଂଶ ହେବାକୁ ଯାଉଛି। ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ପ୍ରଥମ ଥର ପାଇଁ ଏକ ଚଳଚ୍ଚିତ୍ରରେ ପ୍ରଦର୍ଶିତ…

ଶୀତଦିନେ ପାପୁଲି-ପାଦରୁ ଝାଳ ବାହାରୁଥିଲେ ସାବଧାନ! ଏହା ଏକ ଗମ୍ଭୀର ରୋଗର ଲକ୍ଷଣ

ଓଡ଼ିଶା ଭାସ୍କର: ଆପଣ ଦେଖିଥିବେ କିଛି ଲୋକଙ୍କ ହାତରୁ ସବୁବେଳେ ଝାଳ ବାହାରିଥାଏ। ଯେପରି ଲାଗୁଥିବ ସେମାନେ ସବୁବେଳେ ତାଙ୍କ ହାତକୁ ପାଣିରେ ଧୋଇଲା ପରି। ଆଉ ସେହି ଲୋକମାନେ ବାରମ୍ବାର ତାଙ୍କ ହାତକୁ ପୋଛୁଥିବେ।…

ସି ଜିନ୍‌ପିଙ୍ଗ ମୋତେ ଫୋନ୍ କରି କହିଥିଲେ ତୁମ ସହ ମୋର ଖାସ୍ କନେକ୍ଟ, କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୧୦ା୧: ନିଖିଲ କାମଥଙ୍କ ସହ ଏକ ପଡକାଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପିଲାଦିନଠାରୁ ରାଜନୈତିକ ଯାତ୍ରା ପର୍ଯ୍ୟନ୍ତ ଅନେକ କଥା ପ୍ରକାଶ କରିଛନ୍ତି, ଯାହା ଏପର୍ଯ୍ୟନ୍ତ କେହି ଜାଣି…

ରୋଗ ନା ମହାମାରୀ! ୩ ଦିନରେ ଝଡ଼ି ଯାଉଛି କେଶ, ପିଲାଙ୍କଠୁ ବଡ଼ କେହି ପଡୁନାହାଁନ୍ତି ବାଦ୍

ନୂଆଦିଲ୍ଲୀ: ଗୋଟେପଟେ ଏଚଏମପିଭି ଆତଙ୍କ ରଚିଥିବାବେଳେ, ଅନ୍ୟପଟେ ଡରାଲାଣି ଅଜବ ରୋଗ। କୁଣ୍ତେଇ ହୋଇ ଝଡ଼ି ଯାଉଛି କେଶ। ପିଲାଙ୍କଠୁ ବୁଢ଼ା, ସ୍ତ୍ରୀ ହେଉକି ପୁରୁଷ ସମସ୍ତେ ହୋଇଯାଉଛନ୍ତି ଚନ୍ଦା। ବାସ୍ତବରେ…

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ, ପ୍ରଥମ ଦିନରେ କେତେ ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନ୨୦୨୫ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ନାମାଙ୍କନର ପ୍ରଥମ ଦିନରେ ରାଇଟ ଟୁ ରିକଲ ପାର୍ଟି ଏବଂ ଗରିବ ଆଦମୀ ପାର୍ଟି ସମେତ ୯ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନପତ୍ର…

Breaking: ସାରା ବିଶ୍ୱରେ ଭାରତର ଟେକ ରଖିଛନ୍ତି ପ୍ରବାସୀ ଭାରତୀୟ, NRIଙ୍କ ପାଇଁ ସମ୍ଭବ ହୋଇଛି ବିକଶିତ ଭାରତ

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ଉଦଯାପନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଲେ ଅଭିଭାଷଣ । ପ୍ରବାସୀ ଭାରତୀୟ ବିଶ୍ୱରେ ଦେଶର ନାମ ଟେକ ରଖିଛନ୍ତି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପ୍ରତିଷ୍ଠା…

ଅନଲାଇନ୍ ଗେମିଂ କମ୍ପାନୀକୁ ବଡ଼ ଆଶ୍ୱସ୍ତି, GST ନୋଟିସ୍ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗେମିଂ କମ୍ପାନୀଗୁଡ଼ିକୁ ମିଳିଛି ବଡ଼ ଆଶ୍ୱସ୍ତି । ଅନଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ଜିଏସଟି ବିଭାଗ ଦ୍ୱାରା ଜାରି କରାଯାଇଥିବା ୧.୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର ନୋଟିସ ଉପରେ କୌଣସି…

ମାତ୍ର ୯ ଟଙ୍କାରେ ପୁରିବ ପେଟ, ହସ୍ପିଟାଲରେ ଦୂର ହେଲା ଭୋଜନ ଚିନ୍ତା

ଲକ୍ଷ୍ନୌ: ଏବେ ହସ୍ପିଟାଲରେ ମିଳିବ ପେଟପୁରା ଓ ପୁଷ୍ଟିକର ଭୋଜନ । ଆର୍ଥିକ ସ୍ତରରେ ଦୁର୍ବଳ ବର୍ଗଙ୍କ ସହାୟତା ନିମନ୍ତେ ସେବା ଅନୁଷ୍ଠାନ ପକ୍ଷରୁ ଏହା ଏକ ନିଆରା ପଦକ୍ଷେପ । ମହାକୁମ୍ଭ ମେଳା ଆରମ୍ଭ ହେବା ପୁର୍ବରୁ…