Browsing Category

ଦେଶ

ଆଉ Hallରେ ଚାଲିବନି Pushpa-2: ଅଲ୍ଲୁ ଅର୍ଜୁନଙ୍କ ପରେ ବିବାଦରେ ବ୍ଲକବଷ୍ଟର ଫିଲ୍ମ! ପ୍ରେକ୍ଷାଳୟରୁ ବ୍ୟାନ୍

ନୂଆଦିଲ୍ଲୀ: ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ଇତିହାସ ସୃଷ୍ଟି କରୁଛି ‘ପୁଷ୍ପା-୨: ଦ ରୁଲ୍’ । ୬୦୦ କୋଟିରୁ ଅଧିକ ଟଙ୍କାର କଲେକ୍ସନ କରି ଅଲ୍ ଟାଇମ ବ୍ଲକବଷ୍ଟର ଫିଲ୍ମ ତାଲିକାରେ ସ୍ଥାନ ପାଇଛି ଏହି ଫିଲ୍ମ । କିନ୍ତୁ…

ମଦୁଆଙ୍କୁ ଡରେଇବ ଏହି (Video) ଏକାଥରକେ ଛାଡ଼ିଗଲା ନିଶା… ଗାଲରେ ବସିଲା ଗୋଟେ ପରେ ଗୋଟେ ୨୬ ଚାପୁଡ଼ା, Sorry କହି କହି ଥକିଲେ…

ପୁଣେ: ସୋସିଆଲ ମିଡିଆରେ ପ୍ରତିଦିନ ଲକ୍ଷ ଲକ୍ଷ ଭିଡିଓ ଭାଇରାଲ ହେଉଛି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ଯାହାକୁ ଦେଖିବା ପରେ ମଦୁଆମାନଙ୍କୁ ଡର ଲାଗିବ । ବସ୍ରେ ଯାତ୍ରା କରୁଥିବା ମହିଳା ଜଣେ…

ଓଃ କି ଅମାନବୀୟକାଣ୍ଡ, ଉଧାର ଟଙ୍କା ମାଗି ହସ୍ପିଟାଲରେ ଛଟପଟ ହେଉଛନ୍ତି ମହିଳା…

ନୂଆଦିଲ୍ଲୀ- କି ଯୁଗ ଆସିଲା । ଏଠି ଲୋକଙ୍କୁ ସେମାନଙ୍କ ଅସୁବିଧା ବେଳେ ସାହାଯ୍ୟ କଲେ ଓଲଟା ବିପଦକୁ ଡାକିଆଣିବା କଥା । ଟଙ୍କା ଉଧାର ଦେଇ ଟଙ୍କା ମାଗିଲେ ଜୀବନ ଯିବାର ରହିଛି ସମ୍ଭାବନା । ଏମିତି ଏକ ଭିଡିଓ ସୋସିଆଲ…

ଏମଏସପି ଗ୍ୟାରେଣ୍ଟି ଆଇନ ଆଣିବାକୁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ଚାଷୀ

ନୂଆଦିଲ୍ଲୀ- ଏମଏସପିକୁ ନେଇ ସୁପ୍ରିମ କୋର୍ଟରେ ପହଞ୍ଚିଲେ ଚାଷୀ । ଚାଷୀ ସଂଗଠନ ସଂଯୁକ୍ତ କିସାନ ମୋର୍ଚ୍ଚ ଓ କିସାନ ମଜଦୁର ମୋର୍ଚ୍ଚା ସୁପ୍ରିମ କୋର୍ଟଙ୍କୁ ଚିଠି କରି ଏମଏସପି ଗାରେଣ୍ଟି ଆଇନ କରିବାକୁ ଆଦେଶ ଦେଇଛନ୍ତି…

ପର୍ଯ୍ୟଟନ କ୍ଷେତ୍ରରେ ଆଗୁଆ ଭାରତ, ୧୧୯ ଦେଶ ଭିତରେ ୩୯ତମ ସ୍ଥାନ ଅଧିକାର କଲା …

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଟ୍ରାଭେଲ ଆଣ୍ଡ ଟୁରିଜିମ୍ ଡେଭଲପମେଣ୍ଟ ଇନଡେକ୍ସ (ଟିଟିଡିଆଇ) ରିପୋର୍ଟ ଯେଉଁଥିରେ ଭାରତ ୩୯ତମ ସ୍ଥାନରେ ରହିଛି । ୧୧୯ ଦେଶଙ୍କ ନାମ ଏହି ସୂଚୀରେ ସ୍ଥାନ ପାଇଛି । ୱାର୍ଲ୍ଡ ଇକୋନୋମି ଫୋରମ୍…

ଜଙ୍ଗଲରେ ଆଇଟି ଚଢ଼ାଉ, ଅଜଣା କାର ଭିତରୁ ମିଳିଲା ବିଡ଼ା ବିଡ଼ା ନୋଟ୍

ଭୋପାଲ: ମଧ୍ୟପ୍ରଦେଶ ଭୋପାଲରେ ଆୟକର ବିଭାଗକୁ ବଡ଼ ସଫଳତା ମିଳିଛି । ଭୋପାଲ ନିକଟସ୍ଥ ଏକ ଜଙ୍ଗରେ ଥିବା ଅଜଣା ଗାଡ଼ି ଭିତରୁ ବିଡ଼ା ବିଡ଼ା ନୋଟ୍ ବିଡ଼ା ସହ ସୁନା ଜବତ କରିଛି ବିଭାଗ । ଏତେ ବଡ଼ ଧରଣର ଆୟକର ଚଢ଼ାଉ ବର୍ତ୍ତମାନ…

ବ୍ୟାଗ୍ ରାଜନୀତି : ପ୍ରିୟଙ୍କା ଗାନ୍ଧୀଙ୍କୁ ୧୯୮୪ ଲେଖାଥିବା ବ୍ୟାଗ୍ ଦେଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, Video

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଲଗାତାର ନୂଆ ବ୍ୟାଗ ନେଇ ସଂସଦରେ ପହଞ୍ଚୁଛନ୍ତି । ବେଳେବେଳେ ଆଦାନୀ ବ୍ୟାଗ ତ’ ବେଳେବେଳେ ବାଂଲାଦେଶ ଲେଖା ହୋଇଥିବା…

ଧାର୍ମିକ କାର୍ଯ୍ୟକ୍ରମରେ ହଠାତ୍ ଆରମ୍ଭ ହେଲା ଧାଁ ଦୌଡ

ମେରଟ- ଉତ୍ତର ପ୍ରଦେଶର ମେରଟରେ ଶିବ ମହାପୁରାଣ କଥା ଚାଲିଥିବା ବେଳେ ହେଲା ଦଳାଚକଟା । ଦଳାଚକଟାରେ ଅନେକ ମହିଳାଙ୍କ ସହ ବହୁ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଧାର୍ମିକ…

ପୂର୍ବତନ ସ୍ତ୍ରୀଙ୍କୁ ଭରଣପୋଷଣ ଦେବାର ଅର୍ଥ ଉଭୟଙ୍କ ଆର୍ଥିକ ସ୍ଥିତିକୁ ସମାନ କରିବା ନୁହେଁ: କୋର୍ଟ

ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷା ପାଇଁ ଆଇନକୁ କଠୋର କରାଯାଇଛି । ଏହାର ଫାଇଦା ଉଠାଇ, ସ୍ବାମୀଙ୍କୁ ଧମକାଇବା, ଶୋଷଣ କରିବା କିମ୍ବା ନିର୍ଯାତନା ଦେବା ପାଇଁ ନୁହେଁ । ଆଜି ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମୃତ୍ୟୁ ଘଟଣା…

(Breaking) ନିରଞ୍ଜନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ

ଭୁବନେଶ୍ୱର- କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ । ଖବର ଲେଖା ହେବା ବେଳକୁ ଇଡି ରେଡ ଚାଲିଛି । ଭୁବନେଶ୍ୱରସ୍ଥିତ ନୟାପଲି ବାସଭବନରେ ଇଡି ରେଡ କରୁଛି । ତେବେ କେଉଁ…