Browsing Category
ଦେଶ
ମାତ୍ର ୬୦ ହଜାର ଜମା କଲେ, ଏତିକି ବର୍ଷ ପରେ ମିଳିବ ୧୫,୭୭,୮୨୦ ଟଙ୍କା
ନୂଆଦିଲ୍ଲୀ: ପିପିଏଫ ଯୋଜନାରେ ୫୦୦ ଟଙ୍କା ନିବେଶରୁ ଆରମ୍ଭ କରାଯାଉଛି, ୧୫ ବର୍ଷରେ କମ୍ପାଉଡିଙ୍ଗ ସହ ଏହି ଟଙ୍କା ବଡ଼ ରାଶିରେ ପରିଣତ ହୋଇଯାଉଛି। ତେବେ ଏହି ଯୋଜନା ପ୍ରତି ନିବେଶକଙ୍କ ପାଇଁ ଏକ ଉତ୍ତମ ନିବେଶ ଯୋଜନା।…
Video: ପ୍ରଥମେ ‘ପୁଷ୍ପା’ ପରେ ‘ବାହୁବଳୀ’ ଷ୍ଟାଇଲ୍ ଦେଖାଇଲେ ନୀତୀଶ, ସେଲିବ୍ରେସନରେ ହୁଲସ୍ତୁଲ ହେଲା ମେଲବର୍ଣ୍ଣ…
ନୂଆଦିଲ୍ଲୀ: ନୀତୀଶ କୁମାର ରେଡ୍ଡୀ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ୮୩ ହଜାର ଦର୍ଶକଙ୍କ ସାମ୍ନାରେ ହଇଚଇ ସୃଷ୍ଟି କରିଥିଲେ। ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ରେ ସେ ଚମତ୍କାର ଶତକ ହାସଲ…
ସାଇ ପାରଞ୍ଜପିଙ୍କୁ ପ୍ରଦାନ କରାଯିବ ପଦ୍ମପାଣି ଆଜୀବନ ଆଚିଭମେଣ୍ଟ ଆୱାର୍ଡ
ନୂଆଦିଲ୍ଲୀ: ଭାରତ ଏବଂ ବିଶ୍ୱର ଅନନ୍ୟ ଚଳଚ୍ଚିତ୍ରର ବାର୍ଷିକ ଉତ୍ସବ, ଦଶମ ଅଜନ୍ତା-ଏଲୋରା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (AIFF ୨୦୨୫) ୨୦୨୫ ଜାନୁୟାରୀ ୨୦ ରୁ ୨୦୨୫ ପର୍ଯ୍ୟନ୍ତ ଛତ୍ରପତି ସମ୍ୱୀନଗରରେ ଅନୁଷ୍ଠିତ…
Jioର କୋଟି କୋଟି ୟୁଜର୍ସଙ୍କ ପାଇଁ ବଡ଼ ଖବର, ଦୁଇଟି ଶସ୍ତା ରିଚାର୍ଜ ପ୍ଲାନରେ କମ୍ପାନୀ କଲା ପରିବର୍ତ୍ତନ
ନୂଆଦିଲ୍ଲୀ: ଜିଓ ପାଖରେ ନିଜ ଗ୍ରାହକଙ୍କ ପାଇଁ ରିଚାର୍ଜ ପ୍ଲାନର ଲମ୍ବା ଚଉଡ଼ା ପୋର୍ଟଫୋଲିୟୋ ରହିଛି। କମ୍ପାନୀ ଗ୍ରାହକଙ୍କୁ ଶସ୍ତା ଏବଂ ମହଙ୍ଗା ଦୁଇ ପ୍ରକାରର ପ୍ଲାନ୍ସ ଅଫର କରୁଛି। ଏହିଭଳି ଜିଓ ପାଖରେ ସର୍ଟ…
ଖେଳ ରତ୍ନ ନ ମିଳିବାରୁ ରାଗିଗଲେ ଏହି ଷ୍ଟାର୍ ଖେଳାଳି, କହିଲେ- ମୁଁ ହାଇକୋର୍ଟ ଯିବି, ଲିଖିତ ଉତ୍ତର ମାଗିବି
ନୂଆଦିଲ୍ଲୀ: ଦୁଇ ଥର ପାରାଲିମ୍ପିକ୍ ପଦକ ବିଜେତା ଯୋଗେଶ କାଥୁନିଆ କହିଛନ୍ତି ଯେ ଏହି ସମ୍ମାନଜନକ ସମ୍ମାନ ର ମାନଦଣ୍ଡ ପୂରଣ କରିବା ସତ୍ତ୍ୱେ ତାଙ୍କୁ କାହିଁକି ଖେଳ ରତ୍ନ ପୁରସ୍କାର ପାଇଁ ଯୋଗ୍ୟ କରାଗଲା ନାହିଁ ସେ…
(Video) ସଲମାନଙ୍କ ‘ସିକନ୍ଦର’ ଟିଜର ରିଲିଜ, ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ
ନୂଆଦିଲ୍ଲୀ: ସଲମାନ ଖାନଙ୍କ ଅପକମିଙ୍ଗ ଫିଲ୍ମ ‘ସିକନ୍ଦର’ ବହୁ ସମୟରୁ ଚର୍ଚ୍ଚାରେ ଥିଲା। ଫ୍ୟାନ୍ସ ଏହି ଫିଲ୍ମକୁ ଖୁବ ଉତ୍ସାହର ସହ ଚାହିଁ ବସିଛନ୍ତି। ବର୍ତ୍ତମାନ ସଲମାନ ଖାନ ଫ୍ୟାନ୍ସଙ୍କ ପାଇଁ ଏକ ଦମଦାର ଟିଜର…
ପିତାଙ୍କ ସହ ଝଗଡା ହେବାରୁ ସେଭିଂ ରେଜର୍ ଓ ବ୍ଲେଡ ଗିଳିଦେଲେ ଯୁବକ, ସର୍ଜରୀ କରି ଜୀବନ ବଞ୍ଚାଇଲେ ଡାକ୍ତର
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ମାମଲା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜଣେ ୨୦ ବର୍ଷ ବୟସ୍କ ଯୁବକ ଏଠାରେ ଥିବା ସାର୍ ଗଙ୍ଗା ରାମ ହସ୍ପିଟାଲରେ ପହଞ୍ଚିଥିଲେ । ଯୁବକ ଜଣକ ତାଙ୍କ ପେଟରେ ଏକ…
Cremation Process in Sikh Community : ଶିଖ ଧର୍ମରେ ଅନ୍ତିମ ସଂସ୍କାର କିପରି ହୋଇଥାଏ ?
ନୂଆଦିଲ୍ଲୀ: ଶିଖ ଧର୍ମରେ ଅନ୍ତିମ ସଂସ୍କାରକୁ “ଅନ୍ତିମ ଅରଦାସ’ କୁହାଯାଏ। ଏହି ପ୍ରକ୍ରିୟା ଶିଖ ପରମ୍ପରା ଉପରେ ଆଧାରିତ। ଏହି ଧର୍ମରେ ମୃତ୍ୟୁକୁ ଆତ୍ମା ସହ ପରମାତ୍ମାର ମିଳନ ବୋଲି ବିଶ୍ବାସ ରହିଛି। ତେଣୁ ସେମାନେ…
ବେଲୁନ୍ ଭିତରେ ପଶି ବେଦିରେ ଉଭା ହେଲେ କନିଆଁ: ବର ତାଟକା, ଦେଖନ୍ତୁ Video
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ବାହାଘର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । କେଉଁଠି ବରଯାତ୍ରୀ ନାଗିନ୍ ଡାନ୍ସ କରୁଛନ୍ତି ତ ଆଉ କେଉଁଠି ବର, କନିଆଁ ମିଶି ନାଚୁଛନ୍ତି । ବାହାଘରକୁ ନେଇ ଭଳି…
ଦିଲ୍ଲୀରେ ସବୁଠୁ ଅଧିକ ଭୋକିଲା, ବର୍ଷକରେ ୯ କୋଟି ବିରିୟାନି, ୫ କୋଟି ପିଜା ବିକ୍ରିକରିଛି ଜୋମାଟୋ
ବେଙ୍ଗାଲୁରୁ: ଜଣେ ବ୍ୟକ୍ତି ୧୨ ମାସରେ ଖାଇଛନ୍ତି ୫,୧୩,୭୩୩ ଟଙ୍କାର ଖାଦ୍ୟ । ଆମ ଦେଶରେ ଖାଦ୍ୟପ୍ରେମୀଙ୍କ ସଂଖ୍ୟା ଅଧିକ । କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ଅନଲାଇନରେ ଅର୍ଡର କରି ବେଙ୍ଗାଲୁରୁର ଜଣେ ବ୍ୟକ୍ତି…