Browsing Category

ଦେଶ

Video: ଦପ୍ତରରେ କାର୍ଯ୍ୟ ଛାଡ଼ି ମେଡିକାଲରେ ପହଞ୍ଚିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ, ୧୦ ବର୍ଷର ବାଳକର କଲେ ଅସ୍ତ୍ରୋପଚାର

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାଣିକ ସାହା ତାଙ୍କ ରାଜନୈତିକ ଦାୟିତ୍ୱରୁ ଦୂରେଇ ଯାଇ ବୁଧବାର ଏକ ଭିନ୍ନ ଭୂମିକା ଗ୍ରହଣ କରିଛନ୍ତି । ସେ ତ୍ରିପୁରା ମେଡିକାଲ କଲେଜ (ଟିଏମସି) ରେ ୧୦ ବର୍ଷର ବାଳକ ଉପରେ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି, ଏହି ୧୦ ଦେଶରେ ରହୁଥିବା ଭାରତୀୟମାନେ UPI ମାଧ୍ୟମରେ କରିପାରିବେ ପେମେଣ୍ଟ

ନୁଆଦିଲ୍ଲୀ: ଭାରତରେ ବିପୁଳ ସଫଳତା ପରେ ଏବେ ଅନ୍ୟ ଦେଶରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍‌(ୟୁପିଆଇ) ସେବା ଆରମ୍ଭ ହୋଇସାରିଛି । ଅର୍ଥାତ୍ ଏବେ ବିଦେଶରେ ମଧ୍ୟ ଭାରତର ୟୁପିଆଇ କାର୍ଯ୍ୟ କରିବ । ଯାହା ଫଳରେ ବିଦେଶରେ…

Amrapali Group CMD ଅନିଲ ଶର୍ମାଙ୍କ ବଢ଼ିଲା ମୁସ୍କିଲ: ହତ୍ୟା ମାମଲା ଦାୟର କଲା CBI

ନୂଆଦିଲ୍ଲୀ: ଆମ୍ରପାଲୀ ଗ୍ରୁପ ସିଏମଡିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କମ୍ପାନୀର ସିଏମଡି ଅନିଲ ଶର୍ମାଙ୍କ ବଢ଼ିଛି ମୁସ୍କିଲ । ଅନିଲଙ୍କ ବିରୋଧରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ପକ୍ଷରୁ…

FCI ସ୍କାଣ୍ଡାଲ ପର୍ଦ୍ଦାଫାସ: ୫୦ଟି ସ୍ଥାନରେ CBI ରେଡ୍, ଗିରଫ ହେଲେ DGM

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ରେ ଏକ ବଡ଼ଧରଣର ସ୍କାଣ୍ଡାଲର ପର୍ଦ୍ଦାଫାସ ହୋଇଛି । ଏନେଇ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଣ୍ଟିଗେସନ (ସିବିଆଇ) ପକ୍ଷରୁ ୫୦ଟି ସ୍ଥାନରେ ରେଡ୍ କରାଯାଇଛି । ଏହି ମାମଲାରେ ଜଣେ…

AAP ସାଂସଦଙ୍କୁ ଜେଲ: ୨୧ ବର୍ଷର ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୨୧ ବର୍ଷର ଏକ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମ ଆଦମୀ ପାର୍ଟି (ଆପ)ର ଜଣେ ସାଂସଦ । ଏହି ମାମଲାରେ ତାଙ୍କୁ ୩ ମାସର ଜେଲଦଣ୍ଡାଦେଶ ସହିତ ୧୫୦୦ ଟଙ୍କା ଅର୍ଥଦଣ୍ଡ ଶୁଣାଣି କରାଯାଇଛି । ତେବେ…

ପୁରୁଷ ହକି ବିଶ୍ୱକପ୍‍-୨୦୨୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ଦ୍ୱାରା ଉଦ୍‍ଘାଟିତ

କଟକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‍-୨୦୨୩ର ଉଦ୍‍ଘାଟନୀ ସମାରୋହ କିଛି ସମୟ ପୂର୍ବରୁ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା ଓ ସୂଚନା ଓ ପ୍ରସାରଣ…

UNSCର ସ୍ଥାୟୀ ସଦସ୍ୟ ହେବ ଭାରତ! ସର୍ଭେ ଓ ବିଶେଷଜ୍ଞଙ୍କ ରିପୋର୍ଟ କ’ଣ କହୁଛି

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱରେ ଭାରତର ଶକ୍ତି ବଢ଼ିବାରେ ଲାଗିଛି । କୋଭିଡ ଟିକାକରଣ, ଆତଙ୍କବାଦର ବିଲୋପ ସହିତ ଶାନ୍ତିର ବାର୍ତ୍ତା ପ୍ରଦାନ କ୍ଷେତ୍ରରେ ବିଶ୍ୱର ମହାଶକ୍ତିମାନେ ଭାରତର ସହଯୋଗକୁ ପ୍ରାଧାନ୍ୟ ଦେଉଛନ୍ତି…

COVID-19 XBB.1.5: କରୋନାରେ ନୁଆ ଭାରିଏଣ୍ଟକୁ ନେଇ ଆଲର୍ଟ କଲା WHO, ଏହି ଦେଶ ଯାତ୍ରା କରୁଥିବା ଲୋକେ ପିନ୍ଧନ୍ତୁ ମାସ୍କ

ନୁଆଦିଲ୍ଲୀ: ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ଓମିକ୍ରୋନର ସବଭାରିଏଣ୍ଟ XBB.1.5 ଦ୍ରୁତ ଗତିରେ ବିସ୍ତାର କରି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଚିନ୍ତା ପ୍ରକାଶ କରିଛି । WHO…

ଶେଷ ପର୍ଯ୍ୟାୟରେ ‘ଭାରତ ଯୋଡ଼ ଯାତ୍ରା’, ସାମିଲ ହେବାକୁ ୨୧ ଦଳର ନେତାଙ୍କୁ ଚିଠି ଲେଖିଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ପୁର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା 'ଭାରତ ଯୋଡ଼ ଯାତ୍ରା' ଜାନୁଆରୀ ୩୦ ତାରିଖରେ କାଶ୍ମୀରର ଶ୍ରୀନଗରରେ ଶେଷ ହେବ। 'ଭାରତ ଯୋଡ଼ ଯାତ୍ରା'ର ସମାପ୍ତିରେ ସାମିଲ ହେବା ୨୧…

ଭାରତରେ ଖୋଲିବ ପ୍ରଥମ Apple Store! ଦେଶବାସୀଙ୍କୁ କ’ଣ ଫାଇଦା ମିଳିବ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ । ଭାରତରେ ପ୍ରଥମ ଆପଲ ଷ୍ଟୋର ଖୋଲିବାକୁ ଯାଇଛି । ବର୍ତ୍ତମାନ କମ୍ପାନୀ ପକ୍ଷରୁ ଏନେଇ ଅଫିସିଆଲ ଭାବେ କିଛି ଘୋଷଣା କରାଯାଇ ନାହିଁ । ତେବେ କମ୍ପାନୀ ଭାରତରେ ଦୁଇଟି ଷ୍ଟୋର…