Browsing Category
ଦେଶ
ଅଟୋକୁ ଧକ୍କା ଦେଲା APSRTC ବସ୍, ଲିଭିଗଲା 7 ଶ୍ରମିକଙ୍କ ଜୀବନ ଦୀପ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟାକୁ ଧକ୍କା ଦେଲା ବସ୍ । ଭୟଙ୍କର ସଡକ ଦୁର୍ଘଟଣାରେ 7ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ 4ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ତେବେ ଖବର ପାଇ…
ସାବାସ୍ ପନ୍ତ…. ଦରମରା ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ କରିଥିଲେ ଭର୍ତ୍ତି
ମୁମ୍ବାଇ: ରଜତ କୁମାର ଓ ନିଶୁ କୁମାର ଜାଣି ନ ଥିଲେ ରିଶଭ ପନ୍ତ କିଏ? କିନ୍ତୁ ଦୁଇବର୍ଷ ପୂର୍ବେ ସେ ଯେତେବେଳେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ କାର୍ ଓ ତା’ ଆରୋହିକୁ ଦରମରା ଅବସ୍ଥାରେ ଦେଖିଥିଲେ, ସେମାନେ ତୁରନ୍ତ ଗାଡ଼ି…
Maharashtra-Jharkhand Election Results: ବିଜେପି-ଶିବସେନା-ଜେଏମଏମ.. କିଏ କେତେ ସିଟରେ ବିଜୟୀ ଜାଣନ୍ତୁ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ୨୮୮ଟି ଓ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଥିବା ବେଳେ ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି । କିଏ କେଉଁଠାରେ ବାଜିମାତ୍ କରିଛି ତାହା ସ୍ପଷ୍ଟ ହୋଇଛି । ମହାରାଷ୍ଟ୍ରରେ…
ସମ୍ବିଧାନରେ Waqf Actର କୌଣସି ସ୍ଥାନ ନାହିଁ, ଗୋଟିଏ ସମ୍ପ୍ରଦାୟକୁ ସନ୍ତୁଷ୍ଟ କରିବାକୁ କଂଗ୍ରେସ ଏହାକୁ ଆଣିଥିଲା: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ରର ୨୮୮ଟି ଓ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନର ଫଳାଫଳ ଘୋଷଣା ହୋଇଛି । ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମେଣ୍ଟ ସରକାର ଗଠନ କରିବ । ସେହିପରି…
ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ଉପରେ ଗବେଷଣା କରିବ ମିଳିତ ଜାତିସଂଘ: ଜିରୋ କାଜୁଆଲିଟିର ରହସ୍ୟ ଜାଣିବ ବିଶ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୯୯୯ ମସିହାର ମହାବାତ୍ୟା ପରେ ଦୀର୍ଘ ଦୁଇ ଦଶନ୍ଧିର ଏହି ଅବଧିକ ମଧ୍ୟରେ ଓଡ଼ିଶା ଫାଇଲିନ, ହୁଡହୁଡ, ଫନି ପରି ଏକାଧିକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତେବେ ବନ୍ୟା, ବାତ୍ୟା…
ଝାଡ଼ଖଣ୍ଡରେ ଚାଲିଲାନି ହିମନ୍ତଙ୍କ ଯାଦୁ, JMM ଦୁର୍ଗ ଭାଙ୍ଗିପାରିଲା ନାହିଁ ବିଜେପି, ଜାଣନ୍ତୁ ୫ଟି ପ୍ରମୁଖ କାରଣ
ରାଞ୍ଚି: ଝାଡ଼ଖଣ୍ଡରେ ମୋଟ୍ ୮୧ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି । ଚଳିତ ବର୍ଷ ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ନଭେମ୍ବର ୧୩ ଏବଂ ୨ୟ…
NDA ଏବଂ JMM ଫଳାଫଳକୁ ନେଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ NDA ର ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳକୁ ନେଇ…
ଗୌତମ ଆଦାନୀ ଏବଂ ଭଣଜା ସାଗରଙ୍କୁ ଆମେରିକୀୟ SECର ସମନ ଜାରି, ୨୧ ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଗୌତମ ଆଦାନୀ ଏବଂ ତାଙ୍କ ଭଣଜାଙ୍କ ଉପରେ ଲାଞ୍ଚ ମାମଲାକୁ ନେଇ ସମନ ଜାରି କରାଯାଇଛି । ଆଦାନୀ ଏବଂ ତାଙ୍କ ଭଣଜାଙ୍କ ଉପରେ ଅନୁକୂଳ ସୌର ଶକ୍ତି ଚୁକ୍ତି…
କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଂଝୀଙ୍କ ବୋହୂ ଇମାମଗଞ୍ଜ ଆସନରୁ ହେଲେ ବିଜୟୀ, ୫ ହଜାରରୁ ଉର୍ଦ୍ଧ୍ୱ ଭୋଟରେ RJD ପ୍ରାର୍ଥୀଙ୍କୁ ପରାସ୍ତ କଲେ
ପାଟନା: ବିହାରରେ ୪ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିମଧ୍ୟରେ ଇମାମଗଞ୍ଜ ଆସନକୁ ନେଇ ଚର୍ଚ୍ଚା ଲାଗିରହିଥିଲା । ବର୍ତ୍ତମାନ ଏହାର ଫଳାଫଳ ପ୍ରକାଶ ପାଇଛି । ଇମାମଗଞ୍ଜରୁ ହିନ୍ଦୁସ୍ତାନୀ…
ମହାରାଷ୍ଟ୍ର: ଆଦିତ୍ୟ ଠାକରେ ନିର୍ବାଚନ ଲଢୁଥିବା ୱାର୍ଲିରେ କିଏ ଆଗୁଆ ଅଛନ୍ତି?
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ୱାର୍ଲି ନିର୍ବାଚନ ମଣ୍ଡଳୀରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ୪୬୦୦ରୁ ଅଧିକ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି । ସେ ଏପର୍ଯ୍ୟନ୍ତ ୪୨ ହଜାରରୁ ଅଧିକ ଭୋଟ…