Browsing Category
ଦେଶ
ବିଜେପିକୁ ବଡ଼ ଝଟକା, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମନହାନୀ ମାମଲାରେ କୋର୍ଟ ଲଗାଇଲେ ରୋକ୍
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ରାଉସ୍ ଆଭେନ୍ୟୁ ସେସନ୍ସ କୋର୍ଟରେ ବିଜେପି ଆତିଶୀଙ୍କ ବିରୋଧରେ କରିଥିବା ମାନହାନୀ ମାମଲାକୁ ସେସନ୍ କୋର୍ଟ…
ନୂତନ ଅଧ୍ୟକ୍ଷଙ୍କ ନାଁ ଘୋଷଣା କଲା ଆପ୍, ଏହି କ୍ୟାବିନେଟ ମନ୍ତ୍ରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଚଣ୍ଡିଗଡ଼: ଆମ ଆଦମୀ ପାର୍ଟି(ଆପ୍) ପଞ୍ଜାବ ପାଇଁ ଏହାର ନୂତନ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛି । ଏହା ବ୍ୟତୀତ ନୂତନ ଉପାଧ୍ୟକ୍ଷ ଭାବରେ ନିକଟତମ ବିଧାୟକଙ୍କୁ ବଡ଼ ଦାୟିତ୍ୱ ଦେଇଛି ଆପ୍ । ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ…
ଔଷଧ ତିଆରି ଚାଲିଥିଲା, ହେଲା ଗ୍ୟାସ ଲିକ ସହ ବିସ୍ଫୋରଣ, ଚାଲିଗଲା ୩ ଜୀବନ
ସାଙ୍ଗଲା- ମହାରାଷ୍ଟ୍ରର ସାଙ୍ଗଲାରେ ଥିବା ଏକ ଫାର୍ମାସିଟିକାଲ କମ୍ପାନୀରେ ଗ୍ୟାସ ଲିକ ହେବାରୁ ୩ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ମୃତକକଙ୍କ ମଧ୍ୟରେ କମ୍ପାନୀର ୨ ମହିଳା କର୍ମଚାରୀଙ୍କ ସହ…
ସାବଧାନ! କାର୍ ହେଉ କି ବାଇକ୍, ଏବେ ୧୦ ହଜାର କଟିବ ଚାଲାଣ, ବଦଳିଗଲା ନିୟମ
ନୂଆଦିଲ୍ଲୀ: ଟୁ-ହ୍ୱିଲର, ଥ୍ରୀ-ହ୍ୱିଲର ଏବଂ ୪-ହ୍ୱିଲର ଚାଳକଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ । ବଢୁଥିବା ପ୍ରଦୂଷଣର କାରଣରୁ ବର୍ତ୍ତମାନ ଟ୍ରାଫିକ ପୋଲିସ ବଡ଼ ପଦକ୍ଷେପ ଉଠାଇ ଟ୍ରାଫିକ ନିୟମରେ ବଡ଼ ପରିବର୍ତ୍ତନ…
ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ପରି ମୋଦିଙ୍କ ସ୍ମରଣ ଶକ୍ତି କମିଲାଣି: ରାହୁଲ
ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେତେବେଳେ କ’ଣ କହି ଦିଅନ୍ତି ସେ ବିଷୟରେ ହୁଏତ ସେ ନିଜେ ଜାଣି ନ ଥିବେ । ସବୁବେଳେ ନିଜ ବୟାନ ପାଇଁ ବିବାଦରେ ରହୁଥିବା ରାହୁଲ ପୁଣିଥରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି ।…
Vivo ଲଞ୍ଚ କଲା ଦମଦାର କ୍ୟାମେରାର ଶସ୍ତା 5G Smartphone, ଫିଚର୍ସ ଦେଖିଲେ କହିବେ ଆରେ ବାଃ..
ନୂଆଦିଲ୍ଲୀ: ଭିଭୋ ଭାରତରେ ନିଜ ମିଡ-ରେଞ୍ଜ ସ୍ମାର୍ଟଫୋନ ଭିଭୋ Y300 ଲଞ୍ଚ କରିଛି । କମ୍ପାନୀ କ୍ୱାଲକମ qualcomm snapdragon ୪ ଜେନ ଏବଂ୨ ଏବଂ ଆଣ୍ଡ୍ରଏଡ ୧୪ ସହ Y300କୁ ଜାରି କରିଛି । ଖାସ କଥା ହେଉଛି, ଏହି…
ଜ୍ଞାନବ୍ୟାପୀ ମାମଲାରେ ମୁସଲିମ ପକ୍ଷଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ୨ ସପ୍ତାହରେ ମାଗିଲେ ଜବାବ
ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ଜ୍ଞାନବ୍ୟାପୀ ପରିସରରେ ଶିବଲିଙ୍ଗର ଏଏସଆଇ ସର୍ଭେ କରିବା ଦାବିର ପିଟିସନ ଉପରେ ସୁପ୍ରିମକୋର୍ଟ ମୁସଲିମ ପକ୍ଷଙ୍କୁ ନୋଟିସ…
ଆଖୁ କିଆରିରେ ଲୁଚି କରୁଥିଲେ ଖେଳ, ପୋଲିସ ଖବର ପାଇ ପହଞ୍ଚି…
ଚଣ୍ଡିଗଡ- ଆଖୁ କିଆରିରେ ପୋଲିସର ଏନକାଉଣ୍ଟର । ଲାଣ୍ଡା ଗ୍ୟାଙ୍ଗର ଦୁଇ ସାଥୀଙ୍କୁ ଆଖୁ କିଆରିରେ କାବୁ କରିବାରେ ସଫଳ ହୋଇଛି ଓ ପୋଲିସ ଗୁଳିରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ପୁରା ୫୦ ରାଉଣ୍ଡ ଗୁଳି ଆଖୁ କିଆରିରେ ଉଭୟ…
ଜାନୁଆରୀ ୧ରୁ ବଦଳିଯିବ ଟେଲିକମର ଏହି ନିୟମ, Jio, Airtel, BSNL, Vi ଉପରେ ପଡିବ ସିଧା ପ୍ରଭାବ
ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ବେଳେ ବେଳେ ଟେଲିକମ ନିୟମରେ ପରିବର୍ତ୍ତନ କରାଯାଇଥାଏ । ଟେଲିକମ ଆକ୍ଟରେ କିଛି ନିୟମକୁ ସାମିଲ କରାଯାଇଥିଲା, ଯାହାକୁ ସମସ୍ତ ରାଜ୍ୟକୁ ଫଲୋ କରିବା ପାଇଁ କୁହାଯାଇଥିଲା । ଏହି ରାଇଟ ଅଫ…
ମଦୁଆ ମାଷ୍ଟରଙ୍କୁ ଗିରଫ କରିବା ପାଇଁ ଆସିଥିଲେ ମଦୁଆ ପୋଲିସ, ଘେରିଗଲେ ଗାଁ ଲୋକେ ଛାନିଆ ହୋଇ ପଳେଇଲେ ପୋଲିସ ବାବୁ
ପାଟନା: ବିହାର ନାଳନ୍ଦାରୁ ଏକ ଆଶ୍ଚର୍ୟ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ମଦ ପିଇ ପିଲାଙ୍କୁ ପାଠ ପଢ଼େଇବାକୁ ଆସିଥିବା ଶିକ୍ଷକଙ୍କୁ ବାନ୍ଧିଛି ପୋଲିସ । କିଛିଦିନ ର୍ପୂବର ଏ ଘଟଣା, ସ୍କୁଲର ହେଡ୍ ମାଷ୍ଟର…