CHARIDHAM
Browsing Category

ଦେଶ

ଆଜି ଦୁବାଇରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌, ନିବେଶକଙ୍କ ସହ ଆଲୋଚନା କରିବେ ନବୀନ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଗତ ୨୦ ତାରିଖରୁ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦୁବାଇରେ ଅଛନ୍ତି ।  ଆଜି ସେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇ ପୁଞ୍ଜି ନିବେଶକାରୀଙ୍କ ସହ…

୭ ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭୋଭାକ୍ସ ଟିକା, ମିଳିଲା ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ: ଏଣିକି ୭ ରୁ ୧୨ ବର୍ଷରୁ ପିଲାଙ୍କୁ ଦିଆଯିବ କରୋନା ଟିକା । ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ୭ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର…

ମହାରାଷ୍ଟ୍ର ରାଜନୀତି: ରାଜ୍ୟପାଳଙ୍କୁ ଭେଟିଲେ ଫଡନବିସ୍, ଫ୍ଲୋର ଟେଷ୍ଟ ପାଇଁ ଦାବିକଲା BJP

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଅବସରରେ ବିଜେପି…

ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ୨୫ ଲକ୍ଷ ସହାୟତା ପ୍ରଦାନ କଲେ ଅମୀର ଖାନ୍, ଧନ୍ୟବାଦ ଦେଲେ ଅସମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ଅମିର ଖାନ୍ ନିକଟରେ ଅସମ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍ କୁ ସହାୟତା କରିଛନ୍ତି । ବର୍ତ୍ତମାନ ଅସମରେ ବର୍ଷର ସବୁଠୁ ବଡ଼ ବନ୍ୟାର ଶିକାର ହୋଇଛି । ବନ୍ୟାଯୋଗୁଁ ୨୧ ଲକ୍ଷରୁ ଅଧିକ ଲୋକ…

ନୁପୂରଙ୍କୁ ସମର୍ଥନ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କଲା ୮ ବର୍ଷର ବାଳକ, ପିତାଙ୍କୁ ଖଣ୍ଡାରେ ହାଣି ହତ୍ୟାକଲେ ଉତ୍ତ୍ୟକ୍ତ ଲୋକେ

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ ପରିସ୍ଥିତି ଏବେ ଉତ୍ତେଜନାପୂର୍ଣ୍ଣ ରହିଛି । ଜଣେ ଆଠବର୍ଷର ବାଳକ ନୁପୂର ଶର୍ମାଙ୍କୁ ସମର୍ଥନ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ତେବେ ଏହାପରେ କିଛି ବ୍ୟକ୍ତି କ୍ରୋଧାନ୍ୱିତ…

ଜି ୭ ସମ୍ମିଳନୀରେ ନେତାଙ୍କୁ ଗିଫ୍ଟ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ବାଇଡେନଙ୍କୁ ଦେଲେ ଏହି ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀରେ ହେଉଥିବା ଜି୭ ସମ୍ମିଳନୀରେ ଯୋଗ ଦେଇଛନ୍ତି । ସମ୍ମିଳନୀରେ ବିଶ୍ୱର ଅନେକ ତୁଙ୍ଗ ନେତାଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ…

(Video) ବାହାଘରରେ ଭଉଣୀକୁ ଭାଇର ନିଆରା ଉପହାର, ଦେଲେ ଏମିତି ଗିଫ୍ଟ…

ନୂଆଦିଲ୍ଳୀ: କୁହାଯାଏ ଝିଅମାନେ ବାପାଙ୍କର ବେଶି ଗେହ୍ଲା ହୋଇଥାନ୍ତି । ଝିଅମାନେ ନିଜ ବାପାଙ୍କୁ ଅଧିକ ଭଲପାଇଥାନ୍ତି, ସବୁ କଥା କହିଥାନ୍ତି । ଏମିତିରେ ଯଦି ସେହି ବାପାହିଁ ଝିଅଙ୍କୁ ଛାଡ଼ିଚାଲିଯାଆନ୍ତି ତାହା ଅତ୍ୟନ୍ତ…

ଇଏ ପୋଲିସ ନା ଗୁଣ୍ଡା, ସାମାନ୍ୟ କଥାକୁ ନେଇ ଜଣେ ଲୋକ ଉପରକୁ ଗୁଳି ଚଳାଇଲେ SI, ଦେଖନ୍ତୁ Video

ନୂଆଦିଲ୍ଲୀ: ଦିନକୁ ଦିନ ପୋଲିସର ବର୍ବରତା ବଢ଼ିବାରେ ଲାଗିଛି । ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ ତ ଦୂରର କଥା, ସେମାନଙ୍କ ଉପରକୁ କଥା କଥାକେ ଗୁଳି ଚଳାଇ ଦେଉଛି ପୋଲିସ । ତେବେ ଏଭଳି ଏକ ଭୟଙ୍କର ଘଟଣା ଘଟିଛି…

ପୁଣି ବଢିଲା ସୁନା ଦର, ୬୦ ହଜାରକୁ ବୃଦ୍ଧି ପାଇଲା ରୂପା

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ି ଚାଲିଛି ସୁନା ଦର । ବଢୁଥିବା ସୁନା ଦରକୁ ଦେଖି ଚିନ୍ତାରେ ଗ୍ରାହକ । ୧୦ ଗ୍ରାମ ସୁନା ଦର ୫୧ ହଜାରକୁ ବୃଦ୍ଧି ପାଇଥିଲା ବେଳେ ରୂପା ପ୍ରତି କେଜି ୬୦ହଜାର ଉପରେ ବିକ୍ରି ହେଉଥିବା…

ଯୁବତୀଙ୍କ ସହିତ କେବଳ ବନ୍ଧୁତା ରହିଥିଲେ ଶାରୀରିକ ସମ୍ପର୍କ ପାଇଁ ସହମତି ଅଛି ଭାବିବା ଠିକ୍ ନୁହେଁ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ଜଣେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଓ ଯୌନ ସମ୍ବନ୍ଧ ସ୍ଥାପନ ସହମତିକୁ ନେଇ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି । ଜଣେ ଯୁବତୀ ଅନ୍ୟ ଜଣେ ଯୁବକଙ୍କ ସହିତ ବନ୍ଧୁତା ସ୍ଥାପନ…