CHARIDHAM
Browsing Category

ଦେଶ

ନରମିଲେ ଉଦ୍ଧବ ଠାକରେ, କଥାବାର୍ତ୍ତା ପାଇଁ ବିଦ୍ରୋହୀ ବିଧାୟକଙ୍କୁ ଦେଲେ ପ୍ରସ୍ତାବ

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାକୁ ନେଇ ଚାଲିଥିବା ରାଜନୈତିକ ଝଡ଼ ମଧ୍ୟରେ ଉଦ୍ଧବ ଠାକରେ ପୁଣି ଥରେ ବିଦ୍ରୋହୀ ବିଧାୟକଙ୍କୁ ମନାଇବାକୁ ଚେଷ୍ଟା କରିଛନ୍ତି । ସେ ଭାବପ୍ରବଣପୂର୍ବକ ବିଦ୍ରୋହୀ ବିଧାୟକଙ୍କ ଆହ୍ୱାନ କରି…

ମଝି ସମୁଦ୍ରରେ ଖସିପଡ଼ିଲା ଓଏନଜିସି ହେଲିକପ୍ଟର, ୪ କର୍ମଚାରୀଙ୍କ ମୃତ୍ୟୁ

ମୁମ୍ବାଇ ନିକଟରେ ମଙ୍ଗଳବାର ଓଏନଜିସି ହେଲିକପ୍ଟର ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏମାନେ ଓଏନଜିସିର କର୍ମଚାରୀ ଥିଲେ । ହେଲିକପ୍ଟରରେ ୯ ଜଣ ସବାର ଥିଲେ । ସମସ୍ତଙ୍କୁ ବାହାରକୁ ବାହାର କରାଯାଇଛି । ଦୁର୍ଘଟଣା…

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେବ ବାୟୋପିକ୍, ଆସନ୍ତାବର୍ଷ ଖ୍ରୀଷ୍ଟମାସରେ ହେବ ରିଲିଜ୍

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀକୁ ନେଇ ଆସିବ ଏକ ବାୟୋପିକ୍ । ଆସନ୍ତା ବର୍ଷ ଖ୍ରୀଷ୍ଟମାସ ଅବସରରେ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଅବସରରେ ତାହା ରିଲିଜ୍ ହେବ । ଫିଲ୍ମକୁ…

ଓଲଟିଲା ବସ୍, ୨୨ କଲେଜ ଛାତ୍ର ଆହତ

ଗ୍ୟାଙ୍ଗଟୋକ୍:  ସିକ୍କିମର ଗ୍ୟାଙ୍ଗଟୋକ୍ ନିକଟସ୍ଥ ରାଣୀପୁଲଠାରେ କଲେଜ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସ୍ ରେ ୨୨ ଜଣ କଲେଜ ଛାତ୍ରଛାତ୍ରୀ ରହିଥିଲେ । ତେବେ ସୌଭାଗ୍ୟବସତଃ କେହି…

Reliance Jioରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ, ଆକାଶ ହେଲେ ନୂଆ ଚେୟାରମ୍ୟାନ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓର ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି । ମୁକେଶଙ୍କ ପୁତ୍ର ଆକାଶ ଅମ୍ବାନୀ ରିଲାଏନ୍ସ ଜିଓର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି…

ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନଙ୍କ ଘୋଷଣା, ଅଗ୍ନିପଥ ଯୋଜନା ବିରୋଧରେ ବିଧାନସଭାରେ ଅଣାଯିବ ପ୍ରସ୍ତାବ

ଚଣ୍ଡିଗଡ: ଅଗ୍ନିପଥ ଯୋଜନାକୁ ନେଇ ନିକଟରେ ଦେଶର ଅନେକ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଏବେ ବିଜେପି ଅଣଶାସିତ ରାଜ୍ୟ ନିଜର ବିଧାନସଭାରେ ଅଗ୍ନିପଥ ଯୋଜନା ବିରୋଧରେ ବିଧେୟକ ଆଣିବାକୁ ଯୋଜନା…

ଭାରତରେ ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟ ବ୍ୟାନ୍, ବିଚଳିତ ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନକୁ ଝଟକା ଦେଲା ଭାରତ। ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କଲା ଟୁଇଟର ଇଣ୍ଡିଆ। ଏହି ଟୁଇଟର ହ୍ୟାଣ୍ଡେଲ୍ ଜରିଆରେ ମିଥ୍ୟା ଖବର ଏବଂ ଗୁଜବ ପ୍ରଚାର କରାଯାଉଥିବା…

ବ୍ୟାଙ୍କର ଘରୋଇକରଣ ଉପରେ ମୌସୁମୀ ଅଧିବେଶନରେ ବିଲ୍ ଆଣିବେ କେନ୍ଦ୍ର ସରକାର, ଏମିତି ରହିଛି ରୂପରେଖ

ନୂଆଦିଲ୍ଲୀ: ଚଳିତ ବର୍ଷ ସଂସଦର ମୌସୁମୀ ଅଧିବେଶନରେ ମୋଦୀ ସରକାର ସାର୍ବଜନୀନ ବ୍ୟାଙ୍କର ଘରୋଇକରଣ ପାଇଁ ବିଧେୟକ ଆଣିବାକୁ ପ୍ରସ୍ତୁତି କରୁଛନ୍ତି। ବିଧେୟକର ପ୍ରାବଧାନ ଅନୁସାରେ ଯେଉଁ ବ୍ୟାଙ୍କରେ ଘରୋଇ ସେକ୍ଟରର…

ରାଷ୍ଟ୍ରପତି ପଦରୁ ହଟିବା ପରେ ରାମନାଥ କୋବିନ୍ଦଙ୍କୁ କେତେ ପେନସନ୍ ଓ କେଉଁ କେଉଁ ସୁବିଧା ମିଳିବ? ଜାଣନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେବାକୁ ଯାଉଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ପରବର୍ତ୍ତୀ ରାଷ୍ଟ୍ରପତି ନିଯୁକ୍ତ ହେବେ ।…

ଉତ୍ତରାଖଣ୍ଡରେ ‘ନିର୍ଭୟା’ କାଣ୍ଡର ପୁନରାବୃତ୍ତି: ଚଳନ୍ତା କାର୍‌ରେ ମା’,ନାବାଳିକା ଝିଅକୁ ଗଣଦୁଷ୍କର୍ମ, କେନାଲ୍ କଡ଼ରେ ଫିଙ୍ଗି ଚାଲିଗଲେ…

ରୁର୍‌କୀ : ଗତ କିଛି ବର୍ଷ ତଳେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଘଟିଥିବା ‘ନିର୍ଭୟା’ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା ଲୋକଙ୍କ ମନରୁ ଲିଭିନଥିବାବେଳେ ଉତ୍ତରାଖଣ୍ଡରେ ପୁଣି ସେହି ଧରଣର ଏକ ଲଜ୍ଜାଜନକ ଘଟଣା ଲୋକଲୋଚନକୁ…