CHARIDHAM
Browsing Category

ଦେଶ

୧୦ରୁ ୧୫ ଟଙ୍କା ପର୍ଯ୍ୟନ୍ତ କମିଲା ଖାଇବା ତେଲ, ଆଗକୁ ହୋଇପାରେ ଅଧିକ ଶସ୍ତା

ନୁଆଦିଲ୍ଲୀ: ଗତକିଛି ମାସ ଧରି ଖାଇବା ତେଲର ଦର ସାଧାରଣ ନାଗରିକଙ୍କ ଚିନ୍ତାର କାରଣ ପାଲଟିଥିଲା। ଏବେ ତେଲର ଦରରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ନିକଟରେ ଆଦାମନୀ-ୱିଲମାର୍ ଖାଇବା ତେଲର ଦର ୧୦ ଟଙ୍କା ପ୍ରତି…

ଫେସବୁକରେ ଭାଙ୍ଗିଲା ବନ୍ଧୁତା: ଘରେ ପଶି ମା’ ଏବଂ ଝିଅଙ୍କ ସହ ଏମିତି କଲା ଯୁବକ

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣକ ଘରେ ପଶି ମା ଏବଂ ଝିଅଙ୍କ ଉପରେ ଅତ୍ୟାଚାର କରିଛି ସରଫିରା ଯୁବକ । ତେବେ କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଫେସବୁକରେ…

୧୬ ବର୍ଷରୁ ଅଧିକ ବୟସର ମୁସଲିମ୍ ଯୁବତୀ ନିଜ ପସନ୍ଦରେ କରିପାରିବେ ବିବାହ: ହାଇକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ-ହରିଆଣା ହାଇକୋର୍ଟ ଏକ ମାମଲାର ଶୁଣାଣି କରି ବଡ଼ ରାୟ ଦେଇଛନ୍ତି । ହାଇକୋର୍ଟଙ୍କ କହିବା ମୁତାବକ, ୧୬ ବର୍ଷରୁ ଅଧିକ ବୟସର ମୁସଲିମ୍ ଯୁବତୀ ନିଜ ପସନ୍ଦର ପୁଅର ସହ ବିବାହ କରିପାରିବେ । ଏହା ସହ ୧୬…

ଜାମ୍ମୁକାଶ୍ମୀରରେ ସୁରକ୍ଷା ବାହିନୀ ପାଇଁ ବଡ ସଫଳତା, କୁପୱାଡା ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ଆଲଆଉଟ୍ ଜାରି ରହିଛି। ଜାମ୍ମୁ-କାଶ୍ମୀର ପୋଲିସ ସୂଚନା ଅନୁସାରେ କୁପୱାଡା ଏବଂ କୁଲଗାମରେ ଚାଲିଥିବା ଦୁଇଟି ଆତଙ୍କବାଦ ବିରୋଧୀ ଅପରେଶନରେ ଦୁଇ ପାକିସ୍ତାନୀ ଆତଙ୍କୀଙ୍କ…

ପେଗାସସ୍‌ ପରେ ହାର୍ମିଟ୍‌ ସ୍ଫାଏୱେୟର ବିପଦ, ଲୋକଙ୍କ ଅଜାଣତରେ ଡାଟା ଓ କଲ୍‌କୁ ଗୁପ୍ତ ଭାବେ ଯାଞ୍ଚ କରୁଛି…

ନୂଆଦିଲ୍ଲୀ: ପେଗାସସ୍‌ ସ୍ପାଏୱେୟର ନାମ ତ ଆପଣ ନିଶ୍ଚିତ ଶୁଣିଥିବେ । ଲୋକଙ୍କ ସ୍ମାର୍ଟଫୋନ୍‌ରେ ଡାଟା, କଲ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବାକୁ ଗୁପ୍ତରେ ତଦନ୍ତ କରିବାକୁ ନେଇ ଭାରତରେ ଖୁବ୍‌ ହଙ୍ଗାମା ହୋଇଛି ।…

ଆକାଶରେ ହୋଇଗଲା ଅଘଟଣ: କାହିଁକି ଅଧାରୁ ଫେରିଲା ଇଣ୍ଡିଗୋ ବିମାନ?

ନୂଆଦିଲ୍ଲୀ: ମଝି ଆକାଶରୁ ପ୍ରତ୍ୟାବର୍ତ୍ତନ କରିଛି ଇଣ୍ଡିଗୋ ବିମାନ । ଦିଲ୍ଲୀ ଯାଉଥିବା ସମୟରେ ଅଘଟଣ ଘଟିଯିବାରୁ ବାଧ୍ୟ ହୋଇ ବିମାନ ଫେରି ଆସିଛି । ବିମାନ ସହ ଏଭଳି ଏକ ଅଘଟଣ ଘଟିବା ପରେ ଦିଲ୍ଲୀ ପରିବର୍ତ୍ତେ…

ଆସାମରେ ବନ୍ୟା ସ୍ଥିତି ସାଂଘାତିକ: ୪୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୨୪ ଘଣ୍ଟାରେ ୯ ମୃତ

ନୂଆଦିଲ୍ଲୀ: ଆସାମରେ ବନ୍ୟା ପରିସ୍ଥିତି ରବିବାର ଦିନ ଆହୁରି ବିଗିଡ଼ିଯାଇଛି, ଫଳରେ ୩୩ ଜିଲ୍ଲାରେ ପ୍ରାୟ ୪୨.୨୮ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ସବୁଆଡ଼େ ହାହାକାର ପଡ଼ିଯାଇଛି । ସାରା ରାଜ୍ୟକୁ ବର୍ଷା ଓ ବନ୍ୟା…

ଅଗ୍ନିବୀରଙ୍କ ପାଇଁ ଶିକ୍ଷା ଦିଗରେ ଦୃଷ୍ଟି: ମନ୍ତ୍ରାଳୟ ତରଫରୁ ହେଲା ଘୋଷଣା

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାରେ ଭାରତୀୟ ସେନାରେ ଯୋଗ ଦେବାକୁ ଯାଉଥିବା ଅଗ୍ନିବୀରମାନଙ୍କ ପାଇଁ ଲଗାତାର ଘୋଷଣା ଜାରି ରଖିଛନ୍ତି କେନ୍ଦ୍ର ସରକାର । ସେମାନଙ୍କ ବିଭିନ୍ନ ସୁବିଧା ଏବଂ ସହାୟତା ପାଇଁ କେନ୍ଦ୍ର ସରକାର…

ଡିଏଲରୁ ମିଳିଲା ଛୁଟି: ଯୁଆଡେ ବୁଲୁଛ ବୁଲ, ଲାଗିବନି ଫାଇନ୍!

ନୂଆଦିଲ୍ଲୀ: କାର ଓ ବାଇକ୍ ଚାଳକଙ୍କ ପାଇଁ ବଡ଼ ଖବର । ଏଣିକି ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲେ ବି କାର୍ ବା ବାଇକ୍ ଚଳାଇପାରିବେ । ଡିଏଲ ନଥିଲେ ବି ପୋଲିସ ଚାଲାଣ କାଟିବ ନାହିଁ । ତେବେ ଅନେକଥର ଆପଣଙ୍କର…

ଅଗ୍ନିବୀରଙ୍କୁ ଜବରଦସ୍ତ ଅଫର ଦେଲେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ: କଲେ ଏହି ଘୋଷଣା

ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ପାଇଁ ନୂଆ ଏକ ଅପର ଘୋଷଣା କରିଛନ୍ତି ମହିନ୍ଦ୍ରା ଗ୍ରୁପର ଅଧକ୍ଷ ଆନନ୍ଦ ମହିନ୍ଦ୍ରା । ୪ ବର୍ଷ ପରେ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ମହିନ୍ଦ୍ରା ଗ୍ରୁପ ତରଫରୁ ଘୋଷଣା କରାଯାଇଛି । ଏ ନେଇ…