
Browsing Category
ଦେଶ
ପୁଣି ଜନତାଙ୍କୁ ଲାଗିବ RBI ଝଟକା! ଆସନ୍ତା ସପ୍ତାହରେ ବୃଦ୍ଧି ହେବ ସୁଧ ହାର, ମହଙ୍ଗା ହୋଇଯିବ ଆପଣଙ୍କର Loanର EMI
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ କେବଳ ମହଙ୍ଗା ସିଜିନ୍ ଚାଲିଛି । ପନିପରିବା, ତେଲ, ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ବ୍ୟାଙ୍କ ଲୋନ୍ ଇଏମଆଇ ପର୍ଯ୍ୟନ୍ତ ସବୁ କିଛି ମହଙ୍ଗା । ତେବେ ଏହା ମଧ୍ୟରେ…
CORBEVAXକୁ ମିଳିଲା DCGI ମଞ୍ଜୁରୀ, କରୋନାର ବୁଷ୍ଟର ଡୋଜ୍ ଭାବେ ହେବ ଜରୁରୀକାଳୀନ ବ୍ୟବହାର
ନୂଆଦିଲ୍ଲୀ: ବାୟୋଲୋଜିକାଲ ଇ. ଲିମିଟେଡ (ବିଇ) ଦ୍ୱାରା ପ୍ରସ୍ତୁତ କୋଭିଡ୍ ଭ୍ୟାକ୍ସିନ କୋର୍ବେଭାକ୍ସକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଦ୍ୱାରା ଅନୁମତି ମିଳିଛି । ଜରୁରୀକାଳୀନ ସ୍ଥିତିରେ…
ସରକାରୀ କର୍ମଚାରୀଙ୍କର ୫ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ ସର୍ବାଧିକ ବେସିକ ସାଲାରି ଓ ସର୍ବନିମ୍ନ ବେସିକ ସାଲାରି କେତେ ରହିବ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଆସନ୍ତା ଜୁଲାଇ ମାସ ୧ ତାରିଖରୁ ବଢ଼ିବାକୁ ଯାଉଛି ।…
ଗାଜିୟାବାଦର ୫ବର୍ଷର ଝିଅ ନିକଟରେ ମଙ୍କିପକ୍ସର ଲକ୍ଷଣ! ଯାଞ୍ଚ ପାଇଁ ପୁନେ ପଠାଗଲା ନମୁନା
ନୂଆଦିଲ୍ଲୀ: ମଙ୍କିପକ୍ସର ଭୟ ଦିନକୁ ଦିନ ବଢୁଥିବା ବେଳେ ଏବେ ଉତ୍ତରପ୍ରଦେଶର ଗାଜିୟାବାଦଠାରେ ଏକ ୫ ବର୍ଷର ଝିଅ ନିକଟରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏବଂ…
କେମିକାଲ ଫ୍ୟାକ୍ଟ୍ରିରେ ବଡ଼ ଦୁର୍ଘଟଣା, ବଏଲର ଫାଟି ୮ ଶ୍ରମିକ ମୃତ
ଉତ୍ତରପ୍ରଦେଶ ହାପୁଡ଼ ଜିଲ୍ଲାରେ ଏକ କେମିକାଳ ଫ୍ୟାକ୍ଟ୍ରିରେ ବଏଲର ଫାଟିବାରୁ ୮ ଶ୍ରମିକଙ୍କ ମୃତ୍ୟୁ । ଏହା ସହ ଅନେକ ସଂଖ୍ୟାରେ ଲୋକେ ଆହତ ହୋଇଥିବା ନେଇ ମଧ୍ୟ ଖବର ଆସିଛି । ଘଟଣାର ସୂଚନା ମିଳିବା ପରେ ପୋଲିସ ଏବଂ…
ଭାରତୀୟଙ୍କ ପାଇଁ Google Payର ନୂଆ ଉପହାର; ପେମେଣ୍ଟ କରିବା ହୋଇଗଲା ଆହୁରି ସହଜ
ନୁଆଦିଲ୍ଲୀ: ଲୋକପ୍ରିୟ ପେମେଣ୍ଟ ଆପ୍ ଗୁଗଲ ପେ ନିଜର ପ୍ଲାଟଫମରେ ଆଣିଛି ଏକ ନୂଆ ଫିଚର । ଏହି ଫିଚର ହେଉଛି ଏକ ନୂଆ ଭାଷା । ଯାହାର ନାମ ହେଉଛି ହିଂଲିସ । ଏହି ଫିଚର ଦ୍ୱାରା ଗୁଗଲ ପେର ବ୍ୟବହାରକାରୀମାନେ ହିନ୍ଦୀ…
ଟାର୍ଗେଟ୍ କିଲିଂ ମଧ୍ୟରେ ଘାଟିରୁ ୧୭୭ କାଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କ ବଦଳି, ସୁରକ୍ଷିତ ସ୍ଥାନକୁ ପଠାଗଲା
ନୂଆଦିଲ୍ଲୀ: କାଶ୍ମୀରରେ ଟାର୍ଗେଟ୍ କିଲିଂ ମାମଲା ବଢିବାରେ ଲାଗିଛି। ହିନ୍ଦୁ କର୍ମଚାରୀଙ୍କୁ ନିଶାଣ କରି ଆତଙ୍କବାଦୀ ହତ୍ୟା କରୁଛନ୍ତି। ଏଥିରେ ଉପତ୍ୟକାରେ କାଶ୍ମୀରୀ ପଣ୍ଡିତଙ୍କ ମଧ୍ୟରେ ଭୟର ମାହୋଲ ଖେଳି ଯାଇଛି।…
ମର୍ସିଡିଜ ନୁହେଁ,ଇନୋଭାରେ ହୋଇଥିଲା ଦୁଷ୍କର୍ମ ହାଇଦ୍ରାବାଦ ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତ ଗିରଫ
ହାଇଦ୍ରାବାଦ: ସାରା ଦେଶରେ ହଇଚଇ ସୃଷ୍ଟି କରିଛି ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣା । କାର ଭିତରେ ଜଣେ ୧୭ ବର୍ଷୀୟ ନାବାଳିକାକୁ ବଳକ୍ରାର କରିବା ଘଟଣା ଏବେ ସାରା ଦେଶକୁ ଦୋହଲାଇ ଦେଇଛି । ଏହି ଘଟଣାରେ ଜଣେ…
ରାଜସ୍ଥାନରେ କଂଗ୍ରେସକୁ ଝଟକା ଦେବେ ବିଏସପିରୁ ଆସିଥିବା ବିଧାୟକ ? ପହଞ୍ଚି ନାହାନ୍ତି ରିସର୍ଟ
ଜୟପୁର: ରାଜସ୍ଥାନରେ ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସ ପାର୍ଟିର ଚିନ୍ତା କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଜଣେ ମନ୍ତ୍ରୀଙ୍କ ସହିତ ଅତି କମରେ ଛଅ ବିଧାୟକ ପାର୍ଟିର ଆଦେଶ ପାଳନ ନକରି ଏ ପର୍ୟ୍ୟନ୍ତ…
Swiggy One ଗ୍ରାହକଙ୍କ ପାଇଁ ଖୁସି ଖବର,ଖାଇବା ଅର୍ଡର କଲେ ଲାଗିବନି ଡେଲିଭରି ଚାର୍ଜ
ନୂଆଦିଲ୍ଲୀ: ସ୍ୱିଗି ୱାନ ମେମ୍ବରଙ୍କ ପାଇଁ ସ୍ୱିଗି ଆଣି ଦେଇଛି ଖୁସି ଖବର। ଏବେ ସ୍ୱିଗି ୱାନର ଉପଭୋକ୍ତାମାନେ କୌଣସି ରେଷ୍ଟୁରାଣ୍ଟରୁ ଖାଇବା ଅର୍ଡର କଲେ ଆଉ ଦେବାକୁ ପଡ଼ିବନି ଡେଲିଭରି ଚାର୍ଜ। ସୂଚନାଥାଉ କି ସ୍ୱିଗି…