
Browsing Category
ଦେଶ
ଶ୍ରୀମନ୍ଦିର ପରିକ୍ରମା ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ: ଜାଣନ୍ତୁ ପିଟିସନରଙ୍କ ଉପରେ କେତେ ଲାଗିଲା ଜରିମାନା ?
ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ ପାଇଁ ହୋଇଥିବା ଆବେଦନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଉଭୟ ଆବେଦନକାରୀଙ୍କ ୨ଟି ସ୍ୱତନ୍ତ୍ର ଲିଭ୍ ପିଟିସନକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଲକ୍ଷ…
ଉତ୍ତରାଖଣ୍ଡ: ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଧାମୀଙ୍କର ଐତିହାସିକ ବିଜୟ
ନୁଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମୀ ଚମ୍ପାବତ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି । ସେ କଂଗ୍ରେସର ନିର୍ମଳା ଗହତୋଡ଼ିଙ୍କୁ ୫୪,୧୨୧ ଭୋଟରେ ପରାଜିତ କରିଛନ୍ତି । ପୁସ୍କର…
ବର୍ତ୍ତମାନ ପର୍ଯ୍ୟନ୍ତ ୧୮୦୦ ନାଗରିକଙ୍କ ସମେତ ୩ ହଜାର କର୍ମଚାରୀ ଛାଡ଼ିଲେଣି ଉପତ୍ୟାକା
କାଶ୍ମୀର: ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ୪୮ ଘଣ୍ଟାରେ ଦ୍ୱିତୀୟ ଟାର୍ଗେଟ୍ ହତ୍ୟା ପରେ ସାମୁହିକ ଭାବରେ ଘାଟି ଛାଡ଼ିବାକୁ କାଶ୍ମୀରୀ ପଣ୍ଡିତ ନିଷ୍ପତ୍ତି ନେଇଛନ୍ତି। ଏପର୍ଯ୍ୟନ୍ତ ୧୮୦୦ କାଶ୍ମୀରୀ ପଣ୍ଡିତ ସମେତ…
ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବୟାନ, ପ୍ରତ୍ୟେକ ମସଜିଦରେ ଶିବଲିଙ୍ଗ କାହିଁକି ଖୋଜୁଛ
ନାଗପୁର: ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ ଜ୍ଞାନବ୍ୟାପୀ ପ୍ରସଙ୍ଗ, ମସଜିଦରେ ଶିବଲିଙ୍ଗଙ୍କ ଖୋଜା ଏବଂ ମନ୍ଦିର ଆନ୍ଦୋଳନ ଭଳି ଅନେକ ବିଷୟ ଉପରେ ନିଜର ମତ ରଖିଛନ୍ତି।
ନାଗପୁରରେ ଏକ ସମାରୋହରେ…
ମନ୍ଦିର ପାଇଁ ଆନ୍ଦୋଳନ କରିବ ନାହିଁ ଆର୍ଏସ୍ଏସ୍-ମୋହନ ଭାଗତ୍
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍ଏସ୍ଏସ୍)ଆଗକୁ କୌଣସି ମନ୍ଦିର ପାଇଁ ଆନ୍ଦୋଳନ କରିବ ନାହିଁ। ସଂଘ ନିଜ ମୂଳ ପ୍ରବୃତ୍ତିର ବିରୋଧରେ ଯାଇ
ଆର୍ଏସ୍ଏସ୍ ରାମମନ୍ଦିର ଆନ୍ଦୋଳନରେ ଭାଗ ନେଇଥିଲା । ଭବିଷ୍ୟତରେ ଏଭଳି…
ମଙ୍କିପକ୍ସ ମୁକାବିଲା ନେଇ୨ ପ୍ରକାରର ସର୍ଭିଲାନ୍ସ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ବ୍ୟାପିବାରେ ଲାଗିଛି । ଅବଶ୍ୟ ଭାରତରେ ମଙ୍କିପକ୍ସ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନି । କିନ୍ତୁ ଏଥିପାଇଁ ସରକାର ସଜାଗ ଅଛନ୍ତି । ଯଦି ମଙ୍କି ପକ୍ସ…
ମୁମ୍ବାଇରେ ବଢିପାରେ କରୋନା ସଂକ୍ରମଣ: ମୌସୁମୀ ପୂର୍ବରୁ ଚେତାବନୀ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ
ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ବଢୁଛି ମହାମାରୀ କରୋନା । ସେପଟେ ମୌସୁମୀର ଆଗମନରେ ସଂକ୍ରମଣ ଆହୁରି ବଢିପାରେ । ଏ ନେଇ ରାଜ୍ୟର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଆଶଙ୍କା କରିଛନ୍ତି । ମେ ୧ ତାରିଖରେ ୧୬୯ ଟି ନୂଆ ମାମଲା…
ଜାମ୍ମୁ କାଶ୍ମୀରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ;ଦୁଇଜଣ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଲେ, ଜଣେ ମୃତ
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର କୁଲଗାମରେ ବ୍ୟାଙ୍କର ବିଜୟ କୁମାରଙ୍କ ହତ୍ୟା ପରେ ଆଜି ଆତଙ୍କବାଦୀମାନେ ବୁଦ୍ଧଗାମର ଚାଡୋରା ଅଞ୍ଚଳରେ ଦୁଇଜଣ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଉଭୟ ଶ୍ରମିକଙ୍କୁ ଡାକ୍ତରଖାନାରେ…
ପେଟ୍ରୋଲ-ଡିଜେଲ ଦାମକୁ ନେଇ ଚିନ୍ତାରେ ତୈଳ କମ୍ପାନୀ: କଲେ ଏମିତି ଦାବି
ନୂଆଦିଲ୍ଲୀ: ତୈଳଦର ବୃଦ୍ଧି ପରେ ମଧ୍ୟ ଇନ୍ଧନର ମୂଲ୍ୟ ସ୍ତିର ରହିବା ଏବେ ପେଟ୍ରୋଲିୟମ କମ୍ପାନୀଗୁଡିକ ପାଇଁ ଚିନ୍ତାର କାରଣ ପାଲଟିଛି । ଯାହା ଫଳରେ ଏମାନେ କ୍ଷତି ହେଉଥିବା ନେଇ ଦାବି ମଧ୍ୟ କରିବା ଆରମ୍ଭ କଲେଣି ।…
(Vedio)ଭଦୋଦରା ରାସାୟନିକ କାରଖାନାରେ ବିସ୍ଫୋରଣ ପରେ ବ୍ୟାପକ ଅଗ୍ନିକାଣ୍ଡ, ୧୫ ଆହତ
ନୂଆଦିଲ୍ଲୀ(ଓଡିଶା ଭାସ୍କର): ଭଦୋଦରା, ନନ୍ଦେସରୀ GIDC ଠାରେ ଥିବା ଦୀପକ ନାଇଟ୍ରାଇଟ୍ କମ୍ପାନୀରେ ବିସ୍ଫୋରଣ ପରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡର ଖବର ଆସିଛି। ନିଆଁ ଲାଗିବା ମାତ୍ରେ ୧୫ ଟି ଅଗ୍ନିଶମ ବାହନୀ ଗାଡି…