Browsing Category
ଦେଶ
କରୋନାରେ ଆକ୍ରାନ୍ତ ହୋଇ ନଥିବା ବ୍ୟକ୍ତିଙ୍କ ପାଇଁ ମହାମାରୀ ହେବ ବେଶୀ ଭୟଙ୍କର
ନୂଆଦିଲ୍ଲୀ: ଏବେ ବି ସାରା ବିଶ୍ୱ ପାଇଁ ବିପଦ ପାଲଟିଛି ମହାମାରୀ କରୋନା । ଏହି ସମୟରେ ବେଜ୍ଞାନିକଙ୍କ ଗୋଟିଏ ମତ ଏହି ଭୟକୁ ଆହୁରି ବଢାଇ ଦେଇଛି । କରୋନାର ଭାରିଆଣ୍ଟ ବିଏ.୧ ବିପକ୍ଷରେ କୋଭିସିଲ୍ଡ ଟୀକା କିଛିଟା…
ଶଣ୍ଢ ଆକ୍ରମଣରେ ଆହତ ହେଲେ ସବ୍ ଇନସ୍ପେକ୍ଟର, କହିଲେ ମୋର କୌଣସି ପାପ କାରଣରୁ ଶଣ୍ଢ ମୋ ଉପରେ ଆକ୍ରମଣ କଲା
ଉତ୍ତରପ୍ରେଦେଶ ଔରଙ୍ଗାବାଦ ଥାନାରେ ଏକ ଶଣ୍ଢ ପଶି ଥାନା ସବ୍ ଇନସ୍ପେକ୍ଟରଙ୍କ ଉପରେ ମାରଣାନ୍ତକ ଆକ୍ରମଣ କରିଛି । ମୁନେନ୍ଦ୍ର ସିଂହ ନାମକ ଅଧିକାରୀ ଯେଉଁ ସମୟରେ ଥାନାରୁ ବାହାରକୁ ବାହାରୁଥିଲେ ସେହି ସମୟରେ ଶଣ୍ଢଟି…
୨ଦିନ ପୁର୍ବେ ଜନ୍ମ ଝିଅକୁ ଡ୍ରେନ୍ ରେ ଫିଙ୍ଗିଦେଲେ, ପିମ୍ପୁଡ଼ି କାମୁଡ଼ା ଆଉ ଭୋକରେ ଚାଲିଗଲା ଜୀବନ
ମଧ୍ୟପ୍ରଦେଶ: ଦୁଇ ଦିନ ପୁର୍ବେ ଦୁନିଆକୁ ଆସିଥିଲା । ଜୀବନ କଣ ଜାଣିବା ଆଗରୁ ସବୁଦିନ ପାଇଁ ଆଖି ବୁଜିଦେଇଛି ସେ । ସମାଜରେ ପୁଣି ଅଲୋଡ଼ା ହୋଇଛି ଶିଶୁ କନ୍ୟା । କି ଭୁଲ୍ କରିଥିଲା କେଜାଣି ଦୁଇ ଦିନ ପୁର୍ବରୁ ଜନ୍ମ…
ଏକା ସାଥୀରେ ୩୨ ଜଣ କରିପାରିବେ ଭଏସ୍ କଲ୍: ନୂଆ ଫିଚର୍ ଆଣୁଛି ହ୍ୱାଟ୍ସଅପ୍
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ ମେସେଜିଂ ଆପ୍ ହ୍ୱାଟ୍ସଆପରେ ଆସିବାକୁ ଯାଉଛି ଏକ ବଡ ପରିବର୍ତ୍ତନ । ହ୍ୱାଟ୍ସଆପରେ ଆସିବାକୁ ଯାଉଥିବା ଏହି ପରିବର୍ତ୍ତନ କାରଣରୁ ଏଣିକି ସମ୍ଭବ ହେବ ଗ୍ରୁପ୍ କଲ୍ ।…
ଏହି ସହରରେ ଲିଟର ପିଛା ୧ ଟଙ୍କାରେ ମିଳୁଛି ପେଟ୍ରୋଲ, ଭରିବାକୁ ଲାଗିଛି ଲମ୍ବା ଲାଇନ୍
ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାରି ମଧ୍ୟରେ ମୁମ୍ବାଇ ଥାନେରେ ଲିଟର ପିଛା ୧ ଟଙ୍କାରେ ମିଳୁଛି ପେଟ୍ରୋଲ ।…
ଇଣ୍ଡିଆନ କୋଷ୍ଟଗାର୍ଡରେ ବମ୍ପର ନିଯୁକ୍ତି: ଭଲ ବେତନ ସାଙ୍ଗକୁ ମିଳିବ ଅନ୍ୟାନ୍ୟ ସୁବିଧା, ଏମିତି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଭାରତୀୟ କୋଷ୍ଟଗାର୍ଡରେ ସୃଷ୍ଟି ହୋଇଛି ଖାଲି ପଦ । ସ୍ନାତକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଥିବା ବେଳେ ସର୍ବାଧିକ ବୟସ ସୀମା ୩୦ ବର୍ଷ ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଏହି ପଦରେ ଆବେଦନ କରିବା…
CBSE ପରୀକ୍ଷା ଗାଇଡଲାଇନ୍: ଜାଣନ୍ତୁ କରୋନା କାଳରେ କ’ଣ ରହିଛି ପ୍ରୋଟୋକଲ ?
ନୂଆଦିଲ୍ଲୀ: CBSE ବୋର୍ଡ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ । ଏଥର ପରୀକ୍ଷା ଦୁଇଟି ଟର୍ମରେ ଆୟୋଜିତ କରାଯାଉଛି । ମଙ୍ଗଳବାର ଠାରୁ ଆରମ୍ଭ ହୋଇ ପରୀକ୍ଷା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଏଥର ବି…
ପ୍ରାରମ୍ଭିକ ଟ୍ରେଡରେ ୬୦୦ ପଏଣ୍ଟ ଖସିଲା ଶେୟାର ବଜାର: ନିବେଶକଙ୍କ ୨ ଲକ୍ଷ କୋଟି କ୍ଷତି
ନୂଆଦିଲ୍ଳୀ: ଭାରତୀୟ ଶେୟାର ବଜାର ତଳୁଆ ରହିଥିବା ବେଳେ ନିବେଶକଙ୍କୁ ଲାଗିଛି ବହୁତ ବଡ କ୍ଷତି । ଦିନର ପ୍ରାରମ୍ଭିକ ଟ୍ରେଡରେ ଷ୍ଟକ୍ ମାର୍କେଟ୍ ୬୦୦ ପଏଣ୍ଟ ତଳକୁ ଖସିଥିବା ବେଳେ ଦଲାଲ୍ ଷ୍ଟ୍ରିଟରେ ହୋଇଛି ରକ୍ତପାତ ।…
କିଣିଥାନ୍ତେ କଳା ଘୋଡ଼ା: ପଞ୍ଜାବୀ ବ୍ୟକ୍ତିଙ୍କୁ ୨୩ ଲକ୍ଷର ଚୂନ ଲଗେଇଦେଲେ ବିକ୍ରେତା
ନୂଆଦିଲ୍ଲୀ: ଓଡ଼ିଆରେ ଗୋଟିଏ ଢଗ ଅଛି ଘୋଡା ଛ ଟଙ୍କା ଦାନା ନ ଟଙ୍କା । ହେଲେ ୬ କି ୯ ଟଙ୍କା ନୁହେଁ ଏଠାରେ ଘୋଡା କିଣି ୨୩ ଲକ୍ଷ ଟଙ୍କାର ଠକାମୀର ଶିକାର ହୋଇଛନ୍ତି ଜଣେ ପଞ୍ଜାବୀ ବ୍ୟକ୍ତି । ଏକ କଳା ମାରୱାଡୀ ଘୋଡ଼ା…
ଏକ ସପ୍ତାହରେ ଦେଶରେ ଦୁଇଗୁଣା ହେଲା କରୋନା ରୋଗୀ ସଂଖ୍ୟା, ୧୨ଟି ରାଜ୍ୟରେ ଲଗାତାର ବଢ଼ିବାରେ ଲାଗିଛି କୋଭିଡ୍ ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନାର ଲହର ଆରମ୍ଭ ହୋଇଗଲାଣି । ଭାରତରେ ଏକ ସପ୍ତାହରେ ଦୁଇଗୁଣ ରୋଗୀଙ୍କର ଚିହ୍ନଟ ହୋଇଛନ୍ତି । ଦେଶର ୧୨ଟି ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ରାଷ୍ଟ୍ରୀୟ…