Browsing Category
ଦେଶ
ଅଗଷ୍ଟ ୨୮ରେ JEE (ଆଡଭାନ୍ସଡ): ୨ଟି ସିଟିଂରେ ହେବ ପରୀକ୍ଷା
ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସଡ ୨୦୨୨ର ପରୀକ୍ଷା ସମୟ ପରିବର୍ତ୍ତନ କରାଯାଇଛି । ଲବେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବମ୍ବେ ଅଗଷ୍ଟ ୨୮ରେ ଜେଇଇ ଆଡଭାନ୍ସଡ ୨୦୨୨…
ମଝି ଆକାଶରେ ବିମାନରେ ଅଘଟଣ: ପାସେଞ୍ଜରଙ୍କ ମୋବାଇଲରେ ଲାଗିଲା ନିଆଁ, ଆଉ ତା ପରେ…
ନୂଆଦିଲ୍ଲୀ: ଆଜିକା ପିଢୀରେ ସ୍ମାର୍ଟ ଫୋନ ମଣିଷର ଜୀବନଯାପନ ପ୍ରଣାଳୀକୁ ଖୁବ ସହଜ କରି ଦେଇଛି । କିନ୍ତୁ ଡିବ୍ରୁଗଡରୁ ଦିଲ୍ଲୀ ଯାଉଥିବା ଏକ ବିମାନରେ ଘଟିଯାଇଛି ଏକ ବଡ ଅଘଟଣ । ବିମାନ ମଝି ଆକାଶରେ ଥିବା ବେଳେ ଜଣେ…
ଆଖି ପାଇଁ ବିପଦ ହୋଇପାରେ କରୋନାର ଚତୁର୍ଥ ଲହର: ଜାଣନ୍ତୁ ଏହାର ୩ଟି ଲକ୍ଷଣ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଏବେ କରୋନା ମହାମାରୀର ଚତୁର୍ଥ ଲହର ସଂକ୍ରମଣ ବ୍ୟାପିବାରେ ଲାଗିଛି । ବିଭିନ୍ନ ସ୍ଥାନରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ ବିଶେଷଜ୍ଞମାନେ କରୋନାର ଏହି ଭାଇରସ ପାଇଁ…
ପ୍ରଶାସନିକ ସ୍ତରରେ ଅଦଳବଦଳ: ୯ଟି ଜିଲ୍ଲାର ଏସପି ସମେତ ବଦଳିଲେ ୧୨ IPS ଅଧିକାରୀ
ଲଖନଉ: ଉତ୍ତରପ୍ରଦେଶରେ ପୁଣିଥରେ ନୂଆ ସରକାର ଗଢ଼ିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ପ୍ରାୟ ୧୨ ଆଇପିଏସ୍ ଅଧିକାରୀଙ୍କୁ ବଦଳି…
ରାଜଧାନୀର ସ୍କୁଲରେ ପଶିଲା କରୋନା: ସରକାର ଜାରି କଲେ ନୂଆ ଗାଇଡଲାଇନ୍
ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ କରୋନାର ବଢ଼ୁଥିବା ମାମଲା ମଧ୍ୟରେ ନୋଏଡ଼ା, ଗାଜିଆବାଦର ସ୍କୁଲରେ ଛାତ୍ରଛାତ୍ରମାନେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ଏବେ ଦିଲ୍ଲୀର ସ୍କୁଲରେ କରୋନା ମହାମାରୀ ଏଣ୍ଟ୍ରି…
(ଭିଡିଓ)ଅକ୍ଷରଧାମ ମେଟ୍ରୋ ଷ୍ଟେସନରୁ ଡେଇଁପଡ଼ିଥିଲେ ଯୁବତୀ: ମେଡିକାଲରେ ଚାଲିଗଲା ଜୀବନ
ନୂଆଦିଲ୍ଲୀ: ଦିଲ୍ଲୀର ଅକ୍ଷରଧାମ ମେଟ୍ରୋ ଷ୍ଟେସନରେ ଗୁରୁବାର ଦିନ ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଆପଣଙ୍କର ବି ଲୋମ ଟାଙ୍କୁରି ଯିବ । ମେଟ୍ରୋ ଷ୍ଟେସନର୨ ନମ୍ବର ପ୍ଲାଟଫର୍ମରେ ଚଢି ଜଣେ ଯୁବତୀ ୫୦…
ସକାଳୁ ସକାଳୁ ଭୂମିକମ୍ପରେ ଥରି ଉଠିଲା ସାରା ରାଜ୍ୟ: ରିକ୍ଟର ସ୍କେଲରେ ୫.୩ ତୀବ୍ରତା ରେକର୍ଡ
ନୂଆଦିଲ୍ଲୀ: ସକାଳୁ ସକାଳୁ ଅରୁଣାଚଳ ପ୍ରଦେଶରୁ ଆସିଛି ଏକ ବଡ ଖବର । ରାଜ୍ୟରେ ସୂର୍ଯ୍ୟୋାଦୟ ସାଙ୍ଗକୁ ଆସିଛି ଏକ ବଡ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି ।…
ବଡ଼ ନିଷ୍ପତି: କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ, ଜିଲ୍ଲାପାଳ ଏବଂ କେନ୍ଦ୍ରମନ୍ତ୍ରୀଙ୍କ କୋଟାରେ ଆଉ ମିଳିବନି ଆଡମିଶନ
କେନ୍ଦ୍ରୀୟ ବିଦ୍ୟାଳୟରେ ଆଉ ମନ୍ତ୍ରୀ କିମ୍ବା ଜିଲ୍ଲାଧିକାରୀ କୋଟାରୁ ମିଳିବନି ଆଡମିସନ । ସାଂସଦ, ଜିଲ୍ଲାଧୀକାରୀ ଏବଂ ସ୍ୱତନ୍ତ୍ର ସୁବିଧା ବାବଦରେ ମନ୍ତ୍ରୀ କୋଟାରେ ମିଳୁଥିବା ନାମ ଲେଖା ପ୍ରାବଧାନକୁ ପରବର୍ତ୍ତୀ…
(Video) ଉଚ୍ଚତା କମ୍ ଥବାରୁ ମିଳୁନଥିଲା ଚାକିରି, ବିଧାୟକ ନିଜେ କଲେ ପୋଷ୍ଟ: ଏହାପରେ ହେଲା ଏମିତି…
କେବେ କେବେ ସୋସିଆଲ ମିଡିଆ କେବଳ ଚର୍ଚ୍ଚାର ମାଧ୍ୟମ ନ ସାଜି ଅନେକଙ୍କ ଜୀବନ ପରିବର୍ତ୍ତନ କରିଦିଏ । ସୋସିଆଲ ମିଡିଆ ଯୋଗୁଁ ଅନେକ ରାତାରାତି ପାଲଟିଯାନ୍ତି ଚର୍ଚ୍ଚିତ ଚେହେରା । ସେହିଭଳି ଏକ ଘଟଣା ଏବେ ସାମ୍ନାକୁ…
ଜୀବନ ବଞ୍ଚାଇଦେଲେ CISF : ଅକ୍ଷରଧାମ ମେଟ୍ରୋ ଷ୍ଟେସନରୁ ଡେଇଁ ପଡିଲେ ଯୁବତୀ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଅକ୍ଷରଧାମ ମେଟ୍ରୋ ଷ୍ଟେସନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ୨ ନମ୍ବର ପ୍ଲାଟଫର୍ମରେ ଚଢି ଜଣେ ଯୁବତୀ ୫୦ ଫୁଟକୁ ତଳକୁ ଡେଇଁ ପଡିଛନ୍ତି । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା CISF ଯବାନ ମହିଳାଙ୍କୁ…