Browsing Category
ଦେଶ
ତିଲକ ଲଗାଇ ସ୍କୁଲ ଯିବାରୁ ପିଟିଲେ ଶିକ୍ଷକ: ଘଟଣା ଜଣାପଡ଼ିବା ପରେ ହେଲା ଏମିତି…
ମଥାରେ ତିଲକ ଲଗାଇବା ହେଉଛି ହିନ୍ଦ୍ୁ ଧର୍ମର ଏକ ପରମ୍ପରା । ହିନ୍ଦୁ ଧର୍ମରେ ଯେ କୌଣସି ପୂଜା ହେଉ କିମ୍ବା କୌଣସି ଶୁଭ କାର୍ଯ୍ୟ ସବୁଥିରେ ଖୋଜା ପଡ଼େ ଏହି ତିଲକ । ତିଲକ ହିନ୍ଦୁଙ୍କୁ ଦିଏ ଏକ ସ୍ୱତନ୍ତ୍ର ପରିଚୟ ।…
ବିବାଦରେ IOA ସଭାପତି ନରିନ୍ଦର ବତ୍ରା: ସିବିଆଇ ଆରମ୍ଭ କଲା ପ୍ରାଥମିକ ତଦନ୍ତ
ନୂଆଦିଲ୍ଲୀ: ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ(IOA)ର ସଭାପତି ନରିନ୍ଦର ବତ୍ରା ଏବଂ ହକି ଇଣ୍ଡିଆର କିଛି ଅଧିକାରୀଙ୍କ ବିରୋଧରେ ସିବିଆଇ ପ୍ରାଥମିକ ତଦନ୍ତ ନିର୍ଦ୍ଦେଶ ଦେଇଛି । ପୂର୍ବତନ ହକି ଇଣ୍ଡିଆ ସଭାପତି ତଥା…
ବଢ଼ିଛି ଭାରତୀୟଙ୍କ ହାରହାରି ବୟସ, ୧୯୭୦ରେ ବଞ୍ଚୁଥିଲେ ୪୭ ବର୍ଷ, ଏବେ ରହିଛି ଏତିକି ବର୍ଷ…
ନୂଆଦିଲ୍ଲୀ: ଭାରତରେ ବଢ଼ିଛି ଲୋକଙ୍କ ହାରାହାରି ଜୀବନ କାଳ । ବଢ଼ିଛି ରୋଗ ସହ ଲଢ଼ିବା କ୍ଷମତା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ଦ୍ୱାରା ନିକଟରେ ଜାରି କରାଯାଇଥିବା ଏକ ରିପୋର୍ଟରେ ଦାବି କରାଯାଇଛି ଯେ ବଡ଼ ଧରଣର ରୋଗ…
ହଳଦୀରାମ ପ୍ୟାକେଟରେ ଦେଖିବାକୁ ମିଳିଲା କିଛି ଏପରି ଜିନିଷ: ସୋଶିଆଲ ମିଡିଆରେ ହେଉଛି ଭାଇରାଲ
ନୂଆଦିଲ୍ଲୀ: ସ୍ନାକ୍ସ ତିଆରି କରୁଥିବା କମ୍ପାନୀ ହଳଦୀରାମ ଏବେ ସୋଶିଆଲ ମିଡିଆରେ କୁବ ଭାଇରାଲ ହେବାରେ ଲାଗିଛି । ତେବେ ନିଜର ଖାଦ୍ୟର କ୍ୱାଲିଟିକୁ ନେଇ ନୁହେଁ, ବରଂ ପ୍ୟାକେଟକୁ ନେଇ । ହଳଦୀରାମ ପ୍ୟାକେଟ ଉପରେ…
ପ୍ରେମିକଙ୍କ କମ୍ପ୍ୟୁଟର ଦେଖି ଚମକି ପଡିଲେ ମହିଳା: ନିର୍ବନ୍ଧ ପରେ ଯୁବକଙ୍କ ସହ ଭାଙ୍ଗି ଦେଲେ ବିବାହ
ନୂଆଦିଲ୍ଲୀ: ପ୍ରେମିକଙ୍କ କମ୍ପ୍ୟୁଟର ଦେଖୁଥିବା ସମୟରେ ସେଥିରେ ମହିଳା ଯାହା ଦେଖିଛନ୍ତି, ଏହାପରେ ବିବାହ କରିବାକୁ ସେ ସିଧା ମନା କରି ଦେଇଛନ୍ତି । ଏ ନେଇ ନିଜେ ମହିଳା ଜଣକ ସୋଶିଆଲ ମିଡିଆରେ ପ୍ରକାଶ କରିଛନ୍ତି ।…
ରାଜଧାନୀର ରାସ୍ତାରେ ହେଲା ଅଗ୍ନିବର୍ଷା: ଡିଟିସି ବସରେ ଅଚାନକ ଲାଗିଗଲା ନିଆଁ
ଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଏବଂ ଛାତିଥରା ଦୃଶ୍ୟ । ରାସ୍ତାରେ ଯାଉଥିବା ସମୟରେ ଅଚାନକ ଏକ ବସରେ ନିଆଁ ଲାଗିଯାଇଥିବା ଏହି ଭିଡିଓରେ ଦେଖାଯାଇଛି । ଘଟଣା ସମ୍ପର୍କରେ କେହି କିଛି…
ଭାରତରେ ଏଣ୍ଟ୍ରି କଲା କରୋନାର ନୂଆ ଲହର: ଚିହ୍ନଟ ହେଲା କୋଭିଡ ଭାରିଆଣ୍ଟ XEର ପ୍ରଥମ କେସ
ମୁମ୍ବାଇ: ଚୀନ ଏବଂ ବ୍ରିଟେନ ପରେ ଏବେ ଭାରତରେ ପଶିଛି କରୋନା ନୂଆ ଭାରିଆଣ୍ଟର ନୂଆ ଲହର । ମାୟାନଗରୀ ମୁମ୍ବାଇରେ କୋଭିଡ ଭାରିଆଣ୍ଟ XEର ପ୍ରଥମ କେସ ଚିହ୍ନଟ ହୋଇଛି । ଏଥିସହିତ କପ୍ପା ଭାରିଆଣ୍ଟର ଜଣେ ଆକ୍ରାନ୍ତ ମଧ୍ୟ…
ଜମ୍ମୁ-କାଶ୍ମୀରରେ ହିନ୍ଦୁଙ୍କ ଜୀବନ ପ୍ରତି କମିଲା ବିପଦ: ୫ ବର୍ଷରେ ହୋଇଛି ମୋଟ ୩୪ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ବିଗତ କିଛି ଦିନରେ ଜମ୍ମୁ-କାଶ୍ମୀରରେ ହିନ୍ଦୁଙ୍କ ପ୍ରତି ଆକ୍ରମଣ ଏବଂ ହିଂସା ଘଟଣା କମିଥିବା ଲକ୍ଷ୍ୟ କରାଯାଇଛି । ଗତ ୫ ବର୍ଷରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟସଭାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ…
BSF ଉପରେ ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ: କମିଲା ଏୟାର ୱିଙ୍ଗ ଉହାଣର ସମୟ, ଗୃହ ମନ୍ତ୍ରଣାଳୟରେ ମାମଲା
ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳିଛି । ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ବିଶ୍ୱର ବିଭିନ୍ନ ଦେଶ ଏବେ ଭୋଗୁଛି ଯୁଦ୍ଧର ପରିଣାମ । ଏମିତିକି ଭାରତର ଅର୍ଦ୍ଦସୈନିକ ବଳ…
ମନ୍ଦିରରୁ ଚୋରି କରିବାକୁ ଖୋଳିଦେଲେ ସୁଡଙ୍ଗ: ହେଲେ ଭିତରେ ଫସି ରହି ହେଲା ଏମିତି ଅବସ୍ଥା,ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ:ମନ୍ଦିରରୁ ଚୋରି କରିବାକୁ ଚୋର ଖୋଳିଦେଲା ସୁଡଙ୍ଗ । ହେଲେ ଏହା ମଧ୍ୟରୁ ବାହାରି ପରିନଥିଲା । ସୁଡଙ୍ଗର ଦୈର୍ଘ୍ୟ ସାମାନ୍ୟ ଛୋଟ ହୋଇ ଯାଇଥିବା କାରଣରୁ ଏହା ଭିତରୁ ବାହାରି ପାରିନଥିଲା । ସାହାଯ୍ୟ ପାଇଁ…