Browsing Category
ଦେଶ
ବାଳିକା ବିଦ୍ୟାଳୟରେ ଅଶ୍ଲୀଳ ଭିଡିଓ ଦେଖୁଥିଲା କର୍ମଚାରୀ: ଏପରି ଆକ୍ସନ ନେଲା ପ୍ରଶାସନ
ଇନ୍ଦୋର: କାମରେ ଅବହେଳା ଓ ଅଶ୍ଳୀଳ ଭିଡିଓ ଦେଖିବା ଅଭିଯୋଗରେ ଇନ୍ଦୋରର ଏକ ବାଳିକା ବିଦ୍ୟାଳୟର ୪୦ ବର୍ଷୀୟ ସହାୟକଙ୍କୁ ନିଲମ୍ବିତ କରାଯାଇଛି । ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ବୁଧବାର ଦିନ ଏହି ସୂଚନା…
ସତରେ କ’ଣ UPରେ ପୁଣି ଥରେ ସରକାର ଗଢ଼ିବ ଭାଜପା: ଏହି ୫ଟି କାରଣ ପାଇଁ BJP ଜିତିବ
ନୂଆଦିଲ୍ଲୀ: ଆସନ୍ତାକାଲି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁର ଆଦି ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆସିବ । ତେବେ ସମସ୍ତଙ୍କର ନଜର ରହିଛି ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶ…
ୟୁପି ନିର୍ବାଚନ: ଇଭିମଏ ପ୍ରୋଟୋକଲକୁ ନେଇ ତ୍ରୁଟି ହୋଇଥିଲା, ସ୍ଵୀକାର କଲେ ବାରାଣସୀ କମିଶନର
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଠିକ୍ ପୂର୍ବରୁ ବାରଣାସୀ ସମେତ ଅନ୍ୟ ଜିଲ୍ଲାରେ ଇଭିଏମର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଥିଲା। ଏପରିକି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ…
ପ୍ରତିରକ୍ଷାରେ ‘ଆତ୍ମ ନିର୍ଭର’ ହେବା ପାଇଁ ସରକାର ନେଲେ ବଡ ପଦକ୍ଷେପ
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ଯୁଦ୍ଧାସ୍ତ୍ର ନିର୍ମାଣ ଏବଂ ପରୀକ୍ଷଣ ମାମଲାରେ ‘ଆତ୍ମ ନିର୍ଭର’ ହେବା ଦିଗରେ ବଡ ପଦକ୍ଷେପ ଗ୍ରହଣ କରିଛି। ମନ୍ତ୍ରଣାଳୟ କେନ୍ଦ୍ର କ୍ୟାବିନେଟକୁ ଏକ ସ୍ଵତନ୍ତ୍ର ଏଜେନ୍ସି ଗଠନ…
୫ରୁ ୧୨ ବର୍ଷ ପିଲାଙ୍କୁ କୋର୍ବେଭାକ୍ସ ଟିକା!
ନୂଆଦିଲ୍ଲୀ: ୫ରୁ ୧୨ ବର୍ଷ ପିଲାଙ୍କ ପାଇଁ ପ୍ରସ୍ତୁତ ହେଲା କୋଭିଡ ଟିକା । ହାଇଦ୍ରାବାଦ ବାୟୋଲୋଜିକାଲ-ଇ କମ୍ପାନୀ ପ୍ରସ୍ତୁତ କରିଛି କୋଭିଡ ଟିକା । ବାୟୋଲୋଜିକାଲ-ଇ କମ୍ପାନୀ ପ୍ରସ୍ତୁତ କରିଛି କୋର୍ବେଭାକ୍ସ ଟିକା…
ଦୁଇଦେଶ ଯୁଦ୍ଧରେ ମାତିଲେ, ଫଳ ଭୋଗିବେ ସମଗ୍ର ବିଶ୍ୱବାସୀ: ଭାରତରେ ମାସକ ମଧ୍ୟରେ ୧୫୦ ଟପିପାରେ ପେଟ୍ରୋଲ ଲିଟର
ନୂଆଦିଲ୍ଲୀ: ଆଜି ରୁଷିଆ-ୟୁକ୍ରେନ ଯୁଦ୍ଧ ୧୪ ଦିନରେ ପହଞ୍ଚିଥିବା ବେଳେ ଏନେଇ ଏକ ଆଶ୍ୱସ୍ତିକରଣ ଖବର ଆସିଛି । ଏହି ଯୁଦ୍ଧର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିଛି ସମଗ୍ର ବିଶ୍ୱବାସୀଙ୍କୁ । ଏହା ମଧ୍ୟରେ ବିଭିନ୍ନ…
EPFO ଟ୍ରାନ୍ସଫର କରିବ ୧୦୦ କୋଟିର ଫଣ୍ଡ, ଜାଣନ୍ତୁ କେଉଁମାନେ ଏଥିରେ ହେବେ ଉପକୃତ
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି । ଏହାଦ୍ୱାରା ଲକ୍ଷ ଲକ୍ଷ ଭାରତୀୟ ନାଗରିକ ବିଶେଷ ଭାବେ ଉପକୃତ ହେବେ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ବର୍ତ୍ତମାନ ଇପିଏଫଓ…
ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ପାକିସ୍ତାନୀ ଛାତ୍ରୀ: ୟୁକ୍ରେନରୁ ବାହାରିବାକୁ ନେଇ କହିଲେ ଏପରି(Video)
ନୂଆଦିଲ୍ଲୀ: ଗତ ୧୪ ଦିନ ହେବ ୟୁକ୍ରେନ ଓ ରୁଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିରହିଛି । ୧୪ ଦିନ ପରେ ବି ୟୁକ୍ରେନ ଉପାରେ ରୁଷର ଆକ୍ରମଣ କମ୍ ହୋଇନି । ରାଜଧାନୀ କିଭ ସମେତ ଅନେକ ସହର ଧ୍ୱଂସ ହେବାରେ ଲାଗିଛି । ଯୁକ୍ରେନ…
ପଦ ଖାଲି ହେବାରୁ ମିଳିଯାଏନି ପ୍ରମୋସନ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନିଯୁକ୍ତି ସମୟରେ ପ୍ରମୋସନକୁ ନେଇ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରମକୋର୍ଟ । ପୂର୍ବରୁ ପଦ ଖାଲି ଅଛି, କେବଳ ଏହି ଆଧାରରେ ଜଣଙ୍କୁ ପ୍ରମୋସନ ଦିଆଯାଇପାରିବ ନାହିଁ । ପ୍ରମୋସନ ବା ପଦନ୍ନୋତି ମାମଲାରେ ଶୁଣାଣି…
ପିଲାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ଖବର, ଦେଶର ୨୦ଟି ରାଜ୍ୟରେ ୫ ବର୍ଷରୁ କମ୍ ପିଲା ମେଦବହୁଳତାର ଶିକାର
ନୂଆଦିଲ୍ଲୀ: ଦେଶର ଛୋଟ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଛି ଆଶ୍ଚର୍ଯ୍ୟଜନକ ଖବର ଆସିଛି । ୨୨ ରାଜ୍ୟରେ ନ୍ୟାଶନାଲ ଫ୍ୟାମିଲି ହେଲ୍ଥ-୫ (ଏନ୍ଏଫ୍ଏଚ୍ଏସ୍) ଏକ ସର୍ଭେ କରିଛି । ଯେଉଁଥିରେ ୨୦ଟି ରାଜ୍ୟରେ ୫…