Browsing Category

ଦେଶ

‘ମୁଁ ବଞ୍ଚିବାକୁ ଚାହୁଁଛି, ଭାରତ ସରକାର ମୋତେ ଏଠାରୁ ବାହାର କରନ୍ତୁ’: ଗୁଳିମାଡ଼ରେ ଶିକାର ହୋଇଥିବା ଛାତ୍ର, ଦେଖନ୍ତୁ Video

କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୧୦ମ ଦିନ । କିଭରୁ ବାହାରୁଥିବା ବେଳେ ଗୁଳିମାଡ଼ର ଶିକାର ହୋଇଥିବା ଭାରତୀୟ ଛାତ୍ର ହରଜୋତ ସିଂହ ଏବେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ତାଙ୍କ…

ସର୍ଟସ୍ ପିନ୍ଧି ବୁଲିବାରୁ ମହିଳାଙ୍କୁ ଚପଲରେ ମାଡ଼, ମାମଲା ରୁଜୁ

ପୁଣେ: କିଛି ଲୋକ ସର୍ଟସ୍ ପିନ୍ଧିବା କାରଣରୁ ମହିଳାଙ୍କୁ ଚପଲରେ ମାଡ଼ ମାରିଛନ୍ତି । ଏହି ଭଳି ଏକ ଘଟଣା ମହାରାଷ୍ଟ୍ରର ପୁନେରୁ ସାମନାକୁ ଆସିଛି । ଏହି ମାମଲାରେ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମିଳିଥିବା…

ପ୍ରେମ ବ୍ୟାପାରକୁ ନେଇ ଦୁଇ ଯୁବକ ହାତାହାତି: ଜଣେ ଅନ୍ୟ ଜଣଙ୍କୁ କାରରେ ଘୋଷାଡ଼ି ନେଲା, ଦେଖନ୍ତୁ Video

ନୂଆଦିଲ୍ଲୀ: ପ୍ରେମ ବ୍ୟାପାରକୁ ନେଇ ଆଜିକାଲି ବିଭିନ୍ନ ପ୍ରକାର ଅପରାଧମୂଳକ ଘଟଣା ଘଟୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ପ୍ରେମ ବ୍ୟପାରଙ୍କୁ ନେଇ ଦୁଇ ଜଣଙ୍କ ମଧ୍ୟରେ ରାସ୍ତା ମଝିରେ ବିବାଦ…

ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ-ରୋମାନିଆ ମେୟର ମୁହାଁମୁହିଁ, ଭିଡିଓ ଭାଇରାଲ

ରୋମାନିଆ: ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ ‘ଅପରେସନ ଗଙ୍ଗା’ରେ ଯୋଡ଼ି ହୋଇଥିବା ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରୋମାନିଆର ମେୟର ମୁହାଁମୁହିଁ ହୋଇଛନ୍ତି ।…

ଭାରତୀୟ ବଜାରରେ ଆଉ ଏକ ସ୍ୱଦେଶୀ ଟିକା: ୧୨-୧୭ ବର୍ଷଙ୍କ ପାଇଁ ଜରୁରୀକାଳୀନ ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି ଆଉ ଏକ ସ୍ୱଦେଶୀ ଟିକା । ଶୁକ୍ରବାର ଭାରତୀୟ ଟିକା କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମଗାଯାଇଛି । ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଡିସିଜିଆଇଙ୍କ…

ସ୍ତ୍ରୀକୁ ବ୍ୟକ୍ତିଗତ ସମ୍ପତ୍ତି ଭାବନ୍ତି ୧୦ରୁ ୯ ଜଣ ପୁରୁଷ: ସର୍ଭେରୁ ହେଲା ବଡ ଖୁଲାସା

ନୂଆଦିଲ୍ଳୀ: ସମାଜ ବିଂଶ ଶତାବ୍ଦୀରେ ପାଦ ଦେଇଥିଲେ ହେଁ ସମାଜରେ ରହିଥିବା ପିତୃସତ୍ତାତ୍ମକ ଚିନ୍ତାଧାରାରେ କୌଣସିୁ ପରିବର୍ତ୍ତନ ଘଟୁନାହିଁ । ନିକଟରେ ହୋଇଥିବା ଏକ ସର୍ଭେରୁ ଚମକାଇ ଦେବା ଭଳି ସୂଚନା ସାମ୍ନାକୁ ଆସିଛି…

ଆଉ ହେଇପାରିବନି ଧର୍ମାନ୍ତରୀକରଣ: ବିଲ୍ ପାଶ କଲେ ହରିୟାଣା ସରକାର

ନୂଆଦିଲ୍ଳୀ: ହଙ୍ଗାମା ଓ ହୋ ହଲ୍ଲା ମଧ୍ୟରେ ପାରିତ ହୋଇଯାଇଛି ଧର୍ମାନ୍ତରୀକରଣ ବିଲ୍ । ବିଜେପି ଶାସିତ ରାଜ୍ୟ ହରିୟାଣାରେ ପାରିତ ହୋଇଛି ଏହି ବିଲ୍ । ହରିୟାଣା ସରକାରଙ୍କ ପକ୍ଷରୁ ଶୁକ୍ରବାର ଏହି ନିୟମ ଲାଗୁ କରାଯାଇଛି…

ଟ୍ରାଫିକ୍ ଶୃଙ୍ଖଳା ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ: ବିଦେଶ ନୁହେଁ ଭାରତର ଏହି ଦୃଶ୍ୟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ବିକଟ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି । ଟ୍ରାଫିକ୍ ଜାମ୍ ଯୋଗୁଁ ଅନେକ ସମୟରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଫସିରହୁଥିବା ଦେଖିବାକୁ ମିଳିଥାଏ…

ୟୁକ୍ରେନ ସଂକଟକୁ ନେଇ ଭୋଟିଙ୍ଗ: ଏଥର ବି ଚୁପ ରହିଲା ଭାରତ, ଋଷ ବିରୋଧରେ କଲାନି ଅଂଶଗ୍ରହଣ

ନୂଆଦିଲ୍ଳୀ: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ପୁଣି ଅନୁଷ୍ଠିତ ହୋଇଛି ଭୋଟିଂ କାର୍ଯ୍ୟକ୍ରମ । ମିଳିତ ଜାତିସଂଘର ଏହି କାର୍ଯ୍ୟକ୍ରମରେ ପୁଣି ନୀରବ ରହିଛି ଭାରତ । ୟୁକ୍ରେନ ସଙ୍କଟକୁ ନେଇ ହୋଇଥିବା ଏହି ଭୋଟିଂରେ ଭାରତ ପୁଣି…

ପୁଣି ପେଟ୍ରୋଲ ଚିନ୍ତା: ଗାଡି ଚାଳକଙ୍କ ପାଇଁ ମହଙ୍ଗା ହୋଇପାରେ ଆସନ୍ତା ୧୧ ଦିନ, ପକେଟକୁ ହେବ ଆକ୍ରମଣ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଗତ ୪ ମାସରେ ସ୍ଥିର ରହିଛି ପେଟ୍ରୋଲ ଏବଂ ଡିଜେଲ ଦର । ତେଣୁ ଆସନ୍ତା ୧୧ ଦିନ ମଧ୍ୟରେ ଗାଡି ଚାଳକଙ୍କ ପକେଟକୁ ଆକ୍ରମଣ ହୋଇପାରେ ବୋଲି…