Browsing Category

ଦେଶ

୫ଦିନ ପରେ ବିପଦଜନକ ଦ୍ୱିପହର! ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଉଲକାପିଣ୍ଡ

ନୂଆଦିଲ୍ଲୀ: ଫେବୃଆରୀ ୨୨ ତାରିଖ ଦ୍ୱିପହର ୧ଟା ୨୪ ମିନିଟ୍ ରେ ପୃଥିବୀ ଠାରୁ ପ୍ରାୟ ୫୩.୬୬ ଲକ୍ଷ କିଲୋମିଟର୍ ଦୂରରୁ ଏକ ବଡ଼ ଉଲକା ପିଣ୍ଡ ଗତି କରିବ । ନାସା ଏହାକୁ ସମ୍ଭାବିତ ବିପଦଜନକ ଉଲକା ପିଣ୍ଡ ଶ୍ରେଣୀରେ ରଖିଛି…

ଆଇନ ଅନୁସାରେ ପ୍ରଥମ ବିବାହ ଶେଷ ନକରିବା ପର୍ଯ୍ୟନ୍ତ ୨ୟ ସ୍ୱାମୀ କିମ୍ବା ସ୍ତ୍ରୀ ପେନସନ୍ ର ହକଦାର୍ ହେବେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ବୁଧବାର ଦିନ କହିଛନ୍ତି ଯେ, ଦ୍ୱିତୀୟ ପତ୍ନୀ ନିଜର ମୃତ ସ୍ୱାମୀଙ୍କର ପେନସନ୍ ର ହକଦାର୍ ନୁହେଁ । ଏହି ନିଷ୍ପତ୍ତି ପ୍ରଥମ ବିବାହର ଆଇନଗତ ପୃଥକତା ବିନା ଦ୍ୱିତୀୟ ବିବାହ ଘଟିଥିବା…

ହିଜାବ ହେଉଛି ମହିଳାଙ୍କ ପ୍ରତି ଅତ୍ୟାଚାରର ପ୍ରତୀକ: ଲେଖିକା ତସଲିମା ନସରିନ୍‌

ନୂଆଦିଲ୍ଲୀ: ହିଜାବକୁ ନେଇ ବିବାଦ ଜାରି ରହିଛି । କର୍ଣ୍ଣାଟକରେ ଏହାକୁ ଶିକ୍ଷାନୁଷ୍ଠାନ ମାନଙ୍କରେ ଅନୁମତି ନେଇ ଦାବି ଜୋର ଧରିଥିବା ବେଳେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବାଂଲାଦେଶୀ ଲେଖିକା ତସଲିମା…

ବାପା-ମାଆ ଅଫଲାଇନ୍ କ୍ଲାସ୍ କରିବାକୁ ବାଧ୍ୟ କରିବାରୁ ଫୀଶୀ ଲଗାଇ ଆତ୍ମହତ୍ୟା କରିଦେଲା ଝିଅ

ହାଇଦ୍ରାବାଦ୍: ବାପା-ମାଆ ଅଫଲାଇନ୍ କ୍ଲାସ୍ କରିବାକୁ ବାଧ୍ୟ କରିବାରୁ ଜଣେ ନାବାଳିକା ହଷ୍ଟେଲରେ ଫୀଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ଏହି ଘଟଣା ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ର ଏକ କଲେଜ୍ ରେ ଘଟିଛି । ଆଇଆଇଟି…

Infosys ଦେବ ବଡ଼ ନିଯୁକ୍ତି: ୫୫ ହଜାରରୁ ଅଧିକ ଫ୍ରେସର୍ସ ପାଇବେ ଭର୍ତ୍ତି ସୁଯୋଗ, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ଆଇଟି କମ୍ପାନୀ ଇନଫୋସିସ୍ ବଡ଼ ଧରଣର ନିଯୁକ୍ତି ସୁଯୋଗ ଦେବାକୁ ଯାଉଛି । କମ୍ପାନୀ ତରଫରୁ କୁହାଯାଇଛି ଯେ, ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୨-୨୩ରେ ରିକଭରି ଦ୍ରୁତ ହେବା ସହିତ ଆଗାମୀ ଦିନ ମାନଙ୍କରେ…

ଜମ୍ମୁ-କାଶ୍ମୀରରେ ଲଗାତର ଦ୍ୱିତୀୟ ଦିନ ଭୁକମ୍ପ ଝଟକା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଲଗାତର ଦ୍ୱିତୀୟ ଦିନ ଭୁକମ୍ପ ଅନୁଭୂତ ହୋଇଛି । ଗୁରୁବାର ଦିନ ୩ଟା ୨ ମିନିଟ୍ ରେ ଜମ୍ମୁର କଟରାରୁ ୮୪ କିମି ପୂର୍ବରେ ଭୁକମ୍ପ ଝଟକା ଅନୁଭୂତ କରାଯାଇଛି । ନ୍ୟାସନାଲ୍ ସେଣ୍ଟର୍ ଫର୍…

ଅଡୁଆରେ ଆସାମ ମୁଖ୍ୟମନ୍ତ୍ରୀ, ହିମନ୍ତ ବିଶ୍ୱଶର୍ମାଙ୍କ ନାଁରେ ରୁଜୁ ହେଲା ମାମଲା

ହାଇଦ୍ରାବାଦ: ଅଡ଼ୁଆରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବାରୁ ହାଇଦ୍ରାବାଦ ପୁଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରିଛି । ଶ୍ରୀ…

୫ ଦିନ ଧରି ଏହିସବୁ ରାଜ୍ୟରେ ହେବ ପ୍ରବଳ ବର୍ଷା, ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ଆଲର୍ଟ

ନୂଆଦିଲ୍ଲୀ: ଦେଶର ଅଧିକାଂଶ ଅଞ୍ଚଳରେ ଶୀତ ଲହରୀ ଜାରି ରହିଛି । ଦିନ ବେଳା ତାପମାତ୍ରା ଆଂଶିକ ଅଧିକ ରହୁଥିବା ବେଳେ ରାତିର ତାପମାତ୍ରା ବୃଦ୍ଧି ପାଉଛି । ଦିନର ତାପମାତ୍ରା ଆଂଶିକ ଅଧିକ ରହୁଥିବାରୁ ଶୀତର ପ୍ରକୋପରୁ…

ଏଣିକି ନାମ ପୂର୍ବରୁ ବ୍ୟବହାର ହେବନି ଭାରତରତ୍ନ ଓ ପଦ୍ମ ସମ୍ମାନ, ନହେଲେ ପ୍ରତ୍ୟାହାର ହେବ ସମ୍ମାନ

ନୂଆଦିଲ୍ଲୀ : ଭାରତ ରତ୍ନ ଏବଂ ପଦ୍ମ ସମ୍ମାନ ଏକ ସମ୍ମାନ ତେଣୁ ଏହାକୁ ନାମ ପୂର୍ବରୁ କିମ୍ବା ପରେ ବ୍ୟବହାର କରିହେବନି । ଯଦି ଏହାର ଅପବ୍ୟବହାର କରାଯାଏ ତେବେ ଏହା ପ୍ରତ୍ୟାହାର କରାଯିବ ବୋଲି ସରକାର କହିଛନ୍ତି ।…

ବିବାହ ଉତ୍ସବରେ ଶୋକର ଛାୟା: ସ୍ଲାବ ଖସିବାରୁ କୂଅରେ ପଡ଼ିଗଲେ ୨୨ ମହିଳା, ୧୩ ମୃତ

ନୂଆଦିଲ୍ଲୀ: କୂଅରେ ଖସିପଡ଼ି ୧୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ବୁଧବାର ଦିନ ବିଳମ୍ବିତ ରାତିରେ ଏହି ବଡ଼ ଧରଣ ଅଘଟଣ ଘଟିଯାଇଛି । ଉତ୍ତରପ୍ରଦେଶର କୁଶୀନଗର ଠାରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ…