Browsing Category

ଦେଶ

ଭାରତର ୧୫ଟି ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍: ପ୍ରଧାନମନ୍ତ୍ରୀ ଡାକିଲେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ଭାରିଆଣ୍ଟ ଲଗାତାର ଭାବେ ବଢ଼ି ଚାଲିଛି । ଏହାକୁ ନେଇ ବିପଦ ବଢ଼ୁଥିବା ବେଳେ ଆଜି ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ ଓମିକ୍ରନ୍ ସ୍ଥିତି ଓ କରୋନା…

ନବୋଦୟ ସ୍କୁଲରେ କରୋନା ବିସ୍ଫୋରଣ: ୨୯ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍

କୋଲକାତା: ପୁଣିଥରେ ଦେଶକୁ କୋଭିଡ୍ ର ଭୟାବହ ପରିସ୍ଥିତି ଦେଖାଦେବା ଆରମ୍ଭ ହୋଇଛି । କୋଭିଡ୍ ଭାଇରସ୍ ର ଡେଲଟା ଭାରିଆଣ୍ଟ ଯୋଗୁଁ ସ୍ଥିତି ଜଟିଳ ହେବା ପରେ ଏବେ ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସବୁଠି ଭୟର ବାତାବରଣ…

ଏଣିକି ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କୁ ମିଳିବ କମ୍ବଳ, ଟୁଥ୍ ପେଷ୍ଟ ସହିତ ମାସ୍କ ଓ ସାନିଟାଇଜର

ନୂଆଦିଲ୍ଲୀ: ପ୍ରବଳ ଥଣ୍ଡା ଯୋଗୁଁ ଟ୍ରେନରେ ଯାତ୍ରା କରିବା କଷ୍ଟଦାୟକ ହୋଇପଡିଛି । ଅନ୍ୟପଟେ କରୋନା ସଂକ୍ରମଣ ପରେ ଟ୍ରେନରେ କମ୍ବଳ ତକିଆ ମିଳିବା ବନ୍ଦ ‌ହୋଇଯାଇଥିଲା । ହେଲେ ବର୍ତ୍ତମାନ କରୋନା ସ୍ଥିତିରେ ସାମାନ୍ୟ…

ଜାତୀୟ ଗଣିତ ଦିବସରେ ଶ୍ରୀନିବାସ ରାମାନୁଜନଙ୍କୁ ଚିତ୍ରକଳାରେ ଶ୍ରଦ୍ଧାଞ୍ଜଳି: ଜାଣନ୍ତୁ ଗଣିତଜ୍ଞଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ପ୍ରଖ୍ୟାତ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମବାର୍ଷିକୀରେ ପାଳିତ ହୋଇ ଯାଇଛି ଜାତୀୟ ଗଣିତ ଦିବସ । ଏହି ଅବସରରେ ଚିତ୍ରକଳା ଜରିଆରେ ରାମାନୁଜନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ…

ଓମିକ୍ରନ ଭୟ: ରାଜଧାନୀରେ ଖ୍ରୀଷ୍ଟମାସ୍ ପାଳନ ଉପରେ ଲାଗିଲା ରୋକ୍, କଟକଣା ଜାରି କଲେ ମୁଖ୍ୟମନ୍ତ୍ରୀ

ଓମିକ୍ରନ ପାଇଁ ଫିକା ପଡ଼ିବ ଖ୍ରୀଷ୍ଟମାସ । ଓମିକ୍ରନକୁ ଲକ୍ଷ୍ୟରେ ରଖି ଦିଲ୍ଲୀରେ ଖ୍ରୀଷ୍ଟମାସ  ପାଳନ ଉପରେ ରୋକ୍ ଲଗାଯାଇଛି । ଖ୍ରୀଷ୍ଟମାସ ଓ ନୂତନ ବର୍ଷ ଉତ୍ସବ ପାଳନ ପାଇଁ ଦିଲ୍ଲୀର ଏନ୍ସିଟି ପକ୍ଷରୁ ବାରଣ ହୋଇଛି …

ଓମିକ୍ରନ ଭୟ: ଚତୁର୍ଥ ବୁଷ୍ଟର ଡୋଜକୁ ଅନୁମତି ଦେଲା ଏହି ରାଷ୍ଟ୍ର

ନୂଆଦିଲ୍ଳୀ:ଓମିକ୍ରନକୁ ନେଇ ଇସ୍ରାଏଲର ଏକ ନୂଆ ଘୋଷଣା । ଓମିକ୍ରନ ଭାଇରସ୍କୁ ରକିବା ପାଇଁ ଚତୁର୍ଥ ବୁଷ୍ଟର୍ ଡୋଜ ଟିକା ନେବାକୁ ପଡିବ । ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରୀ ଗତ ମଙ୍ଗଳବାର କହିଛନ୍ତି ଯେ, ସମସ୍ତ କର୍ମଚାରୀ…

ଓସ୍କାର ଦୌଡରେ ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ‘Writing with Fire’: ବାଦ ପଡିଲା ଭାରତର ଅଫିସିଆଲ ଏଣ୍ଟ୍ରି କୁଝାଙ୍ଗାଲ

ନୂଆଦିଲ୍ଳୀ: ଏକାଡେମୀ ଅଫ୍ ମୋସନ ପିକଚର୍ସ ପକ୍ଷରୁ ୯୪ ତମ ଓସ୍କାର ପୁରସ୍କାର ପାଇଁ ଫିଲ୍ମ ଗୁଡିକୁ ଶର୍ଟ ଲିଷ୍ଟ କରାଯାଇଛି । ଏହି ତାଲିକାରୁ ଭାରତର ଅଫିସିଆଲ ଓସ୍କାର ଏଣ୍ଟ୍ରି କୁଝାଙ୍ଗାଲ(ପେବେଲ୍ସ) ବାଦ ପଡିଥିଲେ…

ଭର୍ଚୁଆଲ ଶୁଣାଣି ସମୟରେ ଆପତ୍ତିଜନକ ଅବସ୍ଥାରେ ଓକିଲ: ଭିଡିଓ ଭାଇରାଲ ହେବା ପରେ କୋର୍ଟ ନେଲେ ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ସମୟରେ ସବୁକିଛି ଭର୍ଚୁଆଲ ହୋଇ ଯାଇଥିବା ବେଳେ ଏଣିକି କୋର୍ଟର ଶୁଣାଣି ମଧ୍ୟ ଭର୍ଚୁଆଲ ହେବାରେ ଲାଗିଲାଣି । ତେବେ ଏମିତି ଏକ ଭର୍ଚୁଆଲ ଶୁଣାଣି ସମୟରେ ଜଣେ ଓକିଲ ଆପତ୍ତି ଜନକ ଅବସ୍ଥାରେ ନଜର…

୨୦୦ କୋଟି ଠକେଇ ମାମଲା: ED ପାଇଁ ରାଜସାକ୍ଷୀ ହେବେ ନୋରା ଫତେହୀ

ନୂଆଦିଲ୍ଲୀ: କନମ୍ୟାନ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଦୁର୍ନୀତି ମାମଲାରେ ଇଡି ପାଇଁ ରାଜସାକ୍ଷୀ ପାଲଟିବେ ନୋରା ଫତେହୀ । ବୁଧବାର ମିଳିଥିବା ସୂଚନା ଅନୁଯାୟୀ ନୋରା ଏହି ମାମଲାରେ ରାଜସାକ୍ଷୀ ପାଲଟିବାକୁ ଯାଉଛନ୍ତି ।…

କ୍ରିମିନାଲ ରେକର୍ଡଧାରୀ ବ୍ୟକ୍ତି ନିର୍ବାଚନରେ ପ୍ରାର୍ଥୀ ହେଲେ ରାଜନୈତିକ ଦଳ ସମସ୍ତ ତଥ୍ୟ ଗଣମାଧ୍ୟମରେ ପ୍ରକାଶ କରିବ: CEC

ନୂଆଦିଲ୍ଲୀ: ନିର୍ବାଚନରେ ଅଂଶଗ୍ରହଣ କରୁଥିବା ଅପରାଧିକ ଶ୍ରେଣୀର ବ୍ୟକ୍ତିମାନେ ଆଉ ଖସି ପାରିବେନି ନାହିଁ । କ୍ରିମିନାଲ ଶ୍ରେଣୀର ଯଦି କୌଣସି ବ୍ୟକ୍ତି ନିର୍ବାଚନରେ ପ୍ରାର୍ଥୀ ହୁଏ, ତେବେ ଏନେଇ ସମସ୍ତ ତଥ୍ୟ ପ୍ରଦାନ…