Browsing Category
ଦେଶ
ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେନି ପାଇଲଟ କ୍ୟାମ୍ପ, ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ପରେ ବର୍ତ୍ତମାନ ରାଜସ୍ଥାନକୁ ନେଇ ଝଡ଼ ଉଠିଛି । ରାଜସ୍ଥାନରେ ବର୍ତ୍ତମାନ ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ଶୀତଳଯୁଦ୍ଧ ଜାରି ରହିଛି ।…
ଆର୍ଯ୍ୟନ ଖାନ ଗିରଫ: ବିଳମ୍ବିତ ରାତିରେ ମନ୍ନତରେ ପହଞ୍ଚିଲେ ସଲମାନ୍, ମୁମ୍ବାଇର ଭିନ୍ନ ଭିନ୍ନ ଜାଗାରେ ଚଢ଼ାଉ
ମୁମ୍ବାଇ: କ୍ରୁଜରେ ରେଭ୍ ପାର୍ଟି କରୁଥିବା ବେଳେ ଏନସିବି ହାତରେ ଧରାପଡ଼ିଥିବା ସୁପରଷ୍ଟାର୍ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ରବିବାର ଦିନ ଏନସିବି ଗିରଫ କରିଛ୍ରି । ଏହା ଏବେ ଚର୍ଚ୍ଚାରେ ରହିଛି । ମୁମ୍ବାଇରୁ…
ଲକ୍ଷ୍ମୀପୁର ହିଂସା: କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ବିରୋଧରେ ଅଭିଯୋଗ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରର ଖିରୀରେ ୮ଜଣ ଚାଷୀଙ୍କ ମୃତ୍ୟୁ ପରେ ସେଠାରେ ବର୍ତ୍ତମାନ ହଙ୍ଗାମା ଦେଖିବାକୁ ମିଳିଛି । ତେବେ ଏହି ଲକ୍ଷ୍ମୀପୁର କାଣ୍ଡରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ…
ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡି ଚଢ଼ାଇଦେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ, ୮ କୃଷକଙ୍କ ମୃତ୍ୟୁ
ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ରବିବାର କେନ୍ଦ୍ର ସାରକାରଙ୍କର ନୂତନ କୃଷିନୀତିକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଉପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଗାଡ଼ି ଚଢ଼ାଇଦେବା…
ଚାଷୀଙ୍କ ଉପରେ ଚଢ଼ିଗଲା କାର୍, ଘଟଣାସ୍ଥଳରେ ୮ ମୃତ
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ଉପରେ କାର୍ ମାଡ଼ିଯାଇଛି । କାର୍ ଚଢ଼ିଯାଇଥିବା ନେଇ ସଂପୃକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ଅଣାଯାଇଛି । ଏଥିରେ ୪ ଜଣ ଆନ୍ଦୋଳନକାରୀଙ୍କ ସହିତ କାର୍ ଭିତରେ…
ପୋଲିସ ହେପାଜତରେ ପ୍ରିୟଙ୍କା ଗାନ୍ଧୀ, ଲକ୍ଷ୍ମୀପୁର କାଣ୍ଡରେ ଜୀବନ ହରାଇଥିବା ଚାଷୀଙ୍କ ପରିବାରକୁ ଯାଉଥିଲେ ଭେଟିବାକୁ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖୀରୀରେ ରବିବାର ହୋଇଥିବା ଘଟଣାକୁ ନେଇ ଉତ୍ତେଜନା ତେଜିଛି । କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଳମ୍ବିତ ରାତି ଲକ୍ଷ୍ନୌ ପହଞ୍ଚି ଲକ୍ଷ୍ମୀପୁର ଖୀରୀ…
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ଅସୁସ୍ଥ, ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ଡାକ୍ତରୀ…
ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ତୁରନ୍ତ…
୨୦୨୨ରୁ ସିକିମ୍ରେ ବ୍ୟାନ୍ ହେବ ‘ପ୍ୟାକେଜଡ୍ ମିନେରାଲ ୱାଟର’, ସମସ୍ତ ବ୍ୟବସାୟୀଙ୍କୁ ୩ ମାସର ଡେଡଲାଇନ୍ ଦେଲେ ସରକାର
ନୂଆଦିଲ୍ଲୀ : ପ୍ରଦୂଷଣ ଓ ପ୍ରାକୃତିକ ପରିବେଶକୁ କ୍ଷତି ପହଞ୍ଚାଉଥିବାରୁ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ସିକିମ୍ରେ ସମ୍ପୂର୍ଣ୍ଣ ଭାବରେ ପ୍ୟାକେଜଡ୍ ମିନେରାଲ ୱାଟର ବ୍ୟାନ୍ କରିବା ପାଇଁ ସିକିମ୍ ସରକାର…
ଆର୍ୟନ ଖାନଙ୍କ ସହ ସେଲ୍ଫି ନେଉଥିବା ବ୍ୟକ୍ତି ଏନସିବି ଅଫିସର ନୁହେଁ: ସ୍ପଷ୍ଟ କଲା ଏନସିବି
ରବିବାର ନାର୍କୋଟିକ୍ସ କଣ୍ଟୋଲ ବ୍ୟୁରୋ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସହ ୮ ଜଣଙ୍କୁ ଗିରଫ କରିଛି । ସମସ୍ତେ କ୍ରୁଜରେ ରେଭ୍ ପାର୍ଟିରେ ଡ୍ରଗ୍ସ ସେବନ କରି ଚୁର ହୋଇଥିବା ଅଭିଯୋଗରେ ଗିରଫ କରିଛି…
ଲଖୀମପୁର ମାମଲାରେ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ-ପ୍ରିୟଙ୍କା ଗାନ୍ଧୀ, କହିଲେ ବ୍ୟର୍ଥ ଯିବନି ବଳିଦାନ
ଉତ୍ତରପ୍ରଦେଶ ଲଖୀମପୁର ଖେରିରେ ଘଟିଥିବା ଘଟଣାକୁ ନେଇ ଏବେ ଜୋର ଧରିଛି ରାଜନୀତି । ବିରୋଧୀ ଦଳ ଉତ୍ତରପ୍ରଦେଶ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ସେପଟେ ଘଟଣାକୁ ନେଇ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ…