Browsing Category
ଦେଶ
ସୋନୁ ସୁଦଙ୍କ ଘରେ ଆଜି ପୁଣି ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ, କାଲି ଅନେକ ଘଣ୍ଟା ଧରି କରିଥିଲା ସର୍ଭେ
ମୁମ୍ବାଇ : ବଲିଉଡ କଳାକାର ଏବଂ କରୋନା କାଳରେ ଲୋକଙ୍କ ପାଇଁ ଦେବଦୂତ ପାଲଟିଥିବା ସୋନୁ ସୁଦଙ୍କ ଘର ଏବଂ ଦପ୍ତରରେ ଆଜି ପୁଣି ଆୟକର ବିଭାଗର ସର୍ଭେ ଜାରି ରହିଛି । ବୁଧବାର ୨୦ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ସର୍ଭେ…
ସେଣ୍ଟ୍ରାଲ ଭିଷ୍ଟାକୁ ନେଇ ବିରୋଧୀଙ୍କୁ ମୋଦୀଙ୍କ ଜବାବ- ଯେଉଁ କାମ ସ୍ୱାଧୀନତା ପରେ ହେବାର ଥିଲା, ତାହା ଆଜି ଆମେ କରୁଛୁ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଆଧାରରେ ନିର୍ମିତ ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ ପରିସରର ଉଦଘାଟନ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସେଣ୍ଟ୍ରାଲ…
ଗୁଜରାଟ କ୍ୟାବିନେଟ୍ ବିସ୍ତାର: ନୂତନ ସରକାରରେ ରୂପାନୀଙ୍କ ଟିମ୍ ବାହାର, ବିଜେପି ଖେଳିଲା ‘ନୋ ରିପିଟ୍’ କାର୍ଡ
ନୂଆଦିଲ୍ଲୀ : ଗୁଜରାଟର ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱାଧୀନ ସରକାରର ନୂତନ ମନ୍ତ୍ରୀ ଆଉ କିଛି ସମୟ ପରେ ଗାନ୍ଧିନଗର ସ୍ଥିତ ରାଜଭବନରେ ଶପଥ ନେବେ । କ୍ୟାବିନେଟ ଗଠନକୁ ନେଇ ଏ ପର୍ଯ୍ୟନ୍ତ ଯେଉଁ ଚିତ୍ର ସାମ୍ନାକୁ ଆସିଛି,…
ଦୁଷ୍କର୍ମ ମାମଲାରେ ଶୀର୍ଷରେ ରାଜସ୍ଥାନ, ଦ୍ୱିତୀୟରେ ଯୋଗୀଙ୍କ ରାଜ୍ୟ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ପକ୍ଷରୁ ବୁଧବାର ଦିନ ୨୦୨୦ର ତଥ୍ୟ ପ୍ରକାଶ କରିଛି । ଏହି ଆକଳନ ଅନୁସାରେ, ସବୁଠାରୁ ଅଧିକ ଦୁଷ୍କର୍ମ ମାମଲାରେ ରାଜସ୍ଥାନ ଟପ୍ ରେ ରହିଛି ।…
ଅଚାନକ୍ ୨ ଛାତ୍ରଙ୍କ ଆକାଉଣ୍ଟକୁ ଆସିଲା ୯୬୦ କୋଟି, ବ୍ୟାଙ୍କ କର୍ମଚାରୀ ବି ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଯଦି ଆପଣଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଚାଲିଆସେ, ତେବେ ଆପଣଙ୍କ ପ୍ରତିକ୍ରିୟା କିପରି ରହିବ? ସେହିପରି ଏକ ଘଟଣା ବିହାର କୋଟିହାରରେ ଘଟିଛି, ଯେଉଁଠାରେ ୨ ସ୍କୁଲ ଛାତ୍ରଙ୍କ ଆକାଉଣ୍ଟରକୁ ଅଚାନକ୍ ୯୬୦…
ଗାନ୍ଧୀଙ୍କ ଚତୁଃପାଶ୍ୱର୍ରେ ୨-୩ ଜଣ ମହିଳା ରହୁଥିଲେ; ମୋହନ ଭାଗବତଙ୍କ ସହ କେବେ ମହିଳା ଦେଖିଛ? କାହିଁକି ଏମିତି କହିଲେ ରାହୁଲ
ନୂଆଦିଲ୍ଲୀ: ମହିଳା ସଶକ୍ତୀକରଣକୁ ନେଇ ବିଜେପି ଏବଂ ଆରଏସଏସକୁ ସମାଲୋଚନା କରିଛନ୍ତି ୱାୟନାଡ ସାଂସଦ ରାହୁଲ ଗାନ୍ଧୀ । ଉଭୟ ବିଜେପି ଏବଂ ଆରଏସଏସକୁ ଧର୍ମର ଦଲାଲ ବୋଲି ଅଭିହିତ କରିଛନ୍ତି ରାହୁଲ ଗାନ୍ଧୀ । ଆରଏସଏସର…
ଟାଇମ ମାଗାଜିନ୍ ପ୍ରଭାବଶାଳୀ ବ୍ୟକ୍ତିତ୍ୱରେ ମୋଦୀ, ମମତା ଓ ଆଦର ପୁନାୱାଲା; ତାଲିବାନ ପ୍ରତିଷ୍ଠାତାଙ୍କୁ ମଧ୍ୟ ମିଳିଲା ସ୍ଥାନ
ନୂଆଦିଲ୍ଲୀ: ଟାଇମ ମାଗାଜିନ ପକ୍ଷରୁ ୨୦୨୧ରେ ବିଶ୍ୱର ଶ୍ରେଷ୍ଠ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାର ଟପ୍-୧୦୦ରେ ତିନି ଜଣ ଭାରତୀୟ ସ୍ଥାନ ପାଇଛନ୍ତି । ଭାରତୀୟ ପ୍ରଧାନମନ୍ତ୍ରୀ…
ଆଜି ବିଶ୍ୱ ଓଜୋନ୍ ଦିବସ, ଓଜୋନ୍ସ୍ତରର ସୁରକ୍ଷା ପାଇଁ ଜନସଚେତନ ନିତ୍ୟନ୍ତ ଆବଶ୍ୟକ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଜି ବିଶ୍ୱ ଓଜୋନ୍ ଦିବସ । ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖଟିକୁ ସମଗ୍ର ବିଶ୍ୱ ଓଜୋନ୍ ଦିବସ ରୂପେ ପାଳନ କରିଥାଏ । ସମ୍ପ୍ରତି ପୃଥିବୀ ପୃଷ୍ଠରେ ବୃଦ୍ଧି ପାଉଥିବା ବିଷାକ୍ତ…
ସଂସଦ ଟିଭିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୫ା୯: ଉପରାଷ୍ଟ୍ର ପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍.ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବୁଧବାର ମିଳିତଭାବେ ସଂସଦ ଟିଭିର ଶୁଭାରମ୍ଭ କରିଛନ୍ତି ।…
ଏୟାର ଇଣ୍ଡିଆ ବିନିବେଶ: ଦୌଡରେ ଆଗୁଆ ଟାଟା ଗ୍ରୁପ୍
ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ଦୌଡରେ ଆଗୁଆ ରହିଛି ଟାଟା ଗ୍ରୁପସ ଓ ସ୍ପାଇସ ଜେଟ୍ । ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏହି ବିନିବେଶ ଶେଷ କରିବା…