Browsing Category

ଦେଶ

କାବୁଲରୁ ଫେରିଲେ ୧୬୮ ଯାତ୍ରୀ, ଏଥିରେ ଅଫଗାନ୍ ନାଗରିକ ବି ରହିଥିବା ସୂଚନା

ନୂଆଦିଲ୍ଲୀ: କାବୁଲରୁ ୧୬୮ ଯାତ୍ରୀଙ୍କୁ ଧରି ବାୟୁସେନାରେ ସି-୧୭ ବିମାନ ଜରିଆରେ ଫେରାଇ ଆଣିଛି । ବିମାନଟି ଆଜି ଗାଜିଆବାଦ୍ ସ୍ଥିତ ହିଣ୍ଡନ୍ ଆଇଏଏଫ୍ ବେସରେ ପହଞ୍ଚିଛି । ବିମାନରେ ୧୦୭ ଭାରତୀୟ ଥିବା ବୈଦେଶିକ…

ଚାକିରି ଗଲେ ବି ୨୦୨୨ ଯାଏଁ ମିଳିବ PF ଟଙ୍କା; ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା। କରୋନା ସମୟରେ ଚାକିରୀ ହରାଇଥିବା ଲୋକଙ୍କ ପାଇଁ ଖୁସି ଖବର। ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କୋରୋନା ରେ ଚାକିରି ହରାଇଥିବା…

ତାଲିବାନର ଉଦାହରଣ ଦେଇ ମୋଦୀଙ୍କୁ ଚେତାବନୀ ଦେଲେ ମେହବୁବା ମୁଫତି, କହିଲେ…     

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଆଫଗାନିସ୍ତାନରେ ତାଲିବାନ ଯୁଗ ଆରମ୍ଭ ହେବା ପରେ ଉତ୍ସାହିତ  ହୋଇ ପଡ଼ିଛନ୍ତି  ଆତଙ୍କୀ ସଂଗଠନ। ପଡ଼ୋଶୀ ଦେଶରେ ତାଲିବାନର ଶାସନ ଆରମ୍ଭ ହେବାର ପ୍ରଭାବ ସମ୍ପ୍ରତି ଜମ୍ମୁ-କଶ୍ମୀରରେ…

ଟ୍ରେଣ୍ଡିଂରେ ‘ଟାଇଗର୍‌-୩’, ସୋସିଆଲ୍ ସାଇଟ୍‌ରେ ଭାଇରାଲ୍‌ ହେଉଛି…

ଓଡ଼ିଶା ଭାସ୍କର ବ୍ୟୁରୋ: ୟଶ୍‌ ରାଜ୍‌ ଫିଲ୍ମର ବହୁ ଚର୍ଚ୍ଚିତ ଟାଇଗର୍‌ ସିରିଜ୍‌ ପାଇଁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରିଥାନ୍ତି। ସମ୍ପ୍ରତି ଶନିବାର ସକାଳୁ ସୋସିଆଲ୍‌ ସାଇଟ୍‌ରେ ଟ୍ରେଣ୍ଡିଂରେ ରହିଛି ’ଟାଇଗର୍‌-୩’…

ତାଲିବାନ ଶିଶୁଙ୍କୁ ରକ୍ଷାକଲା ଆମେରିକୀୟ ସେନା; ଇଣ୍ଟରନେଟରେ ଜିଣିଲେ ସଭିଙ୍କ ହୃଦୟ

ଆଫଗାନିସ୍ତାନରେ ତାଲିବାନୀ ଶାସନ ଜାରୀ ହେବାପରଠାରୁ ସବୁଠାରୁ ଅଧିକ ନିର୍ଯାତିତ ହେଉଛନ୍ତି ମହିଳା ଓ ଶିଶୁ । ସମଗ୍ର ବିଶ୍ୱ ଏନେଇ ସମବେଦନା ଜଣାଉଥିବାବେଳେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହି ଆମେରିକୀୟ ସେନା ସମସ୍ତଙ୍କ…

ବ୍ୟବସାୟ କରିବା ପାଇଁ ଫେସବୁକ୍ ଦେବ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍, ଜାଣନ୍ତୁ ପୂରା ଯୋଜନା ସମ୍ପର୍କରେ

ନୂଆଦିଲ୍ଲୀ: ଦିଗ୍ଗଜ ସୋସିଆଲ୍ ମିଡିଆ କମ୍ପାନୀ ଫେସବୁକ୍ କ୍ଷୁଦ୍ର ଓ ମଧ୍ୟମଧରଣର ବ୍ୟବସାୟୀଙ୍କୁ ଏକ କ୍ଷୁଦ୍ର ବ୍ୟବସାୟିକ ଋଣ ଆରମ୍ଭ କରିଛି । ଏହା ଜରିଆରେ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କୁ ୫ ଲକ୍ଷରୁ ୫୦ ଲକ୍ଷ…

କଣ ଛୋଟ ଛୁଆଙ୍କ ଠାରୁ ବ୍ୟାପେ କରୋନା? ଅଧ୍ୟୟନରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନାର ନୁତନ ଭାରିଆଣ୍ଟକୁ ବିଶେଷଜ୍ଞମାନେ ତୃତୀୟ ଲହର ଭାବରେ ବିବେଚନା କରୁଛନ୍ତି । ଅନେକ ରିପୋର୍ଟରେ ଏହା ଦାବି କରାଯାଇଛି ଯେ, ଯେହେତୁ ପିଲାମାନଙ୍କ ଟିକାକରଣ କରାଯାଇ ନାହିଁ, ତେଣୁ…

ସୋମବାର ଠାରୁ ପୂର୍ବ ପରି ରାଜଧାନୀରେ ଖୋଲିବ ଦୋକାନ ବଜାର, ରାଜ୍ୟ ସରକାର ହଟାଇଲେ ସବୁ ପ୍ରତିବନ୍ଧକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇଛି । ତେଣୁ ରାଜ୍ୟ ସରକାର ପୂର୍ବରୁ ପରି ୂବଜାର ଦୋକାନ ଆଦି ଖୋଲିବାକୁ ଅନୁମତି ନେଇ ସାରିଛନ୍ତି । ଏହି ପରିପ୍ରେକ୍ଷୀରେ ମୂଖ୍ୟମନ୍ତ୍ରୀ ଅରବିନ୍ଦ…

ଓଡ଼ିଶା ଭାସ୍କର ବ୍ୟୁରୋ: ଆତଙ୍କୀ କବଳରୁ ମୁକୁଳିଛନ୍ତି ସମସ୍ତ ୧୫୦ ଭାରତୀୟ। ସମସ୍ତଙ୍କୁ ସୁରକ୍ଷିତ ଭାବେ କାବୁଲ୍‌ ଏୟାର୍‌ ପୋର୍ଟରେ ସେମାନେ ଛାଡ଼ି ଦେଇଛନ୍ତି। ଫଳରେ ଖୁବ୍‌ ଶୀଘ୍ର ଭାରତୀୟମାନେ ବିମାନରେ ଫେରିବେ…

ଇସାକ୍‌ ମୁଣ୍ଡା ପୁଣି ଚର୍ଚ୍ଚାରେ, ୟୁଟ୍ୟୁବ ରୋଜଗାରରୁ ଗାଁ ରାସ୍ତା ସଜାଡ଼ିଲେ

ଓଡ଼ିଶା ଭାସ୍କର ବ୍ୟୁରୋ: ଦିନମଜୁରିଆ ଭାବେ ଚଳୁଥିବା ଜଣେ ବ୍ୟକ୍ତି ଇଚ୍ଛାଶକ୍ତି ବଳରେ ସଫଳତାର ଶୀର୍ଷ ଛୁଇଁପାରେ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଡ଼ିଶାର ଯୁବ ୟୁଟ୍ୟୁବର୍‌ ଇସାକ ମୁଣ୍ଡା। ଅତି ସାଧାସିଧା ଜୀବନ…