Browsing Category

ଦେଶ

ଆଉ ୨ ଦିନ ବଢ଼ିଲା ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି

ଭୁବନେଶ୍ୱର ,10/2 : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଆଉ ୨ ଦିନ ବଢ଼ିଲା ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି । ଏବେ ଫେବ୍ରୁଆରି ୧୨ ମଧ୍ୟରାତ୍ରି ଯାଏ ଫର୍ମ ପୂରଣ କରିହେବ । ଏହାଛଡା ପିଲାଙ୍କ…

ପୁରୀ ଶ୍ରୀମନ୍ଦିରରେ କୋହଳ ହେଲା ଜଗା ଦର୍ଶନ କଟକଣା ।

ପୁରୀ ,୧୦ ।୨(ଓଡିଶା ଭାସ୍କର) :ପୁରୀ ଶ୍ରୀମନ୍ଦିରରେ ଏବେ ମହାପ୍ରଭୂଙ୍କ ଦର୍ଶନ ରେ ଥିବା କଟକଣା କୁ କୋହଳ କରାଯାଇଛି। ଏଣିକି ଭକ୍ତମାନଙ୍କ ଙ୍କ ପାଇଁ ରବିବାରରେ ବି ଖୋଲା ରହିବ ଶ୍ରୀମନ୍ଦିର । ସକାଳ ୬ଟାରୁ…

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, କହିଲେ- ‘କୃଷି ବିଲକୁ ନେଇ ଗୁଜବ ପ୍ରଚାର’

ନୂଆଦିଲ୍ଲୀ,୧୦ ।୨: ଲୋକସଭାରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଅବସରରେ କୃଷି ଆଇନକୁ ନେଇ ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ, ‘ଭାରତକୁ ବିଶ୍ୱରେ ସଶକ୍ତ ହେବାକୁ ପଡିବ,…

ଆସନ୍ତା ୧୮ରୁ ଆରମ୍ଭ ହେବ ନର୍ସରୀ ନାମଲେଖା, ୨୦ରେ ପ୍ରକାଶ ପାଇବ ପ୍ରଥମ ତାଲିକା

ନୂଆଦିଲ୍ଲୀ, ୧୦ା୨: ଦିଲ୍ଲୀରେ ନର୍ସରୀ ନାମଲେଖା ପାଇଁ ପ୍ରକ୍ରିୟା ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ରେଜିଷ୍ଟ୍ରସନ ନିମନ୍ତେ ଅନ୍ତିମ ତାରିଖ ମାର୍ଚ୍ଚ ମାସ ୪ ତାରିଖ ରହିଛି । ତେବେ ରେଜିଷ୍ଟ୍ରେସନ ପରେ…

ଘରେ ଲାଗିଲା ନିଆଁ: ଜିନିଷ ଆଣିବାକୁ ଯାଇ ନିଜେ ଜଳିଗଲେ ମାଲିକ

ଚମ୍ବା, ୧୦ା୨: ହିମାଚଳ ପ୍ରଦେଶରେ ଏକ ଅଦ୍ଭୂତ ଘଟଣା ଘଟିଛି । ନିଆଁ ଲାଗିବା ପରେ ଘର ଭିତରକୁ ଜିନିଷ ଆଣିବାକୁ ଯାଇ ନିଜେ ମାଲିକ ଜୀବନ୍ତ ଜଳିଯାଇଛନ୍ତି । ମୃତବ୍ୟକ୍ତିଙ୍କ ନାମ ମସ୍ତରାମ ବୋଲି ଜଣାପଡ଼ିଛି । ତେବେ…

ଉତ୍ତରାଖଣ୍ଡ ତାଣ୍ଡବ: ଚତୁର୍ଥ ଦିନ ସୁଦ୍ଧା ୩୨ ମୃତଦେହ ଉଦ୍ଧାର, ୨୦୬ ନିଖୋଜ

ନୂଆଦିଲ୍ଲୀ, ୧୦ା୨: ଉତ୍ତରାଖଣ୍ଡରେ ଘଟିଥିବା ହିମ ସ୍ଖଳନର ଉଦ୍ଧାର କାର୍ଯ୍ୟ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ଏହି କାର୍ଯ୍ୟରେ ୫ ଶହ ଯବାନଙ୍କୁ ନିୟୋଜିତ କରାଯାଇଛି । ୩୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ…

ଦେଶରେ ୨୪ ଘଣ୍ଟାରେ ୯୪ ମୃତ, ୧୧ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୦ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୨୫୨କୁ ବୃଦ୍ଧି…