Browsing Category

ଦେଶ

ଆମାଜନ୍ ଓ ଜମାଟୋ ଦ୍ୱାରା ଡେଲିଭେରି ହେବ ଅକ୍ସିଜେନ୍!

ଗୁରୁଗ୍ରାମ,୧୦ା୫ : କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ଦେଶରେ ଭୟଙ୍କର ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ସଂକ୍ରମଣ କୁ କିପରି ରୋକାଯାଇ ପାରିବ ସେ ଦିଗରେ ଭାରତ ପ୍ରାଣପଣେ ଚେଷ୍ଟା ଚଲାଇଛି । ତେବେ ଏହି…

ଆସାମରେ ପୁଣି ଭୂକମ୍ପ

ଦିସପୁର, ୧୦ା୫: ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଆଜି ପୁଣି ଭୂକମ୍ପ ଅନୁଭୂତ ହୋଇଛି । ନାଗାଓଁ ଅଞ୍ଚଳରେ ସକାଳ ୭ଟା ୫ ମିନିଟରେ ଭୂକମ୍ପର ଝଟକା ଦେଖିବାକୁ ମିଳିଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ଜନିତ କୌଣସି ସୂଚନା…

ଦେଶରେ ୪ ଲକ୍ଷ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୦ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୭୫୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ…

ଭାରତରେ କରୋନାର ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବା ସମ୍ଭବ ନା ଅସମ୍ଭବ? ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ରିପୋର୍ଟ

ନୂଆଦିଲ୍ଲୀ, ୧୦ା୫: ଭାରତରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନାହିଁ । ତେବେ ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବା ନେଇ ନିଜର…

କରୋନା ଭାଇରସ୍ ଯୋଗୁ ହୃଦଘାତର ଅଧିକ ବିପଦ ଥାଏ କି? ଜାଣନ୍ତୁ କ’ଣ କୁହନ୍ତି ଟପ୍ ଡାକ୍ତର

ନୂଆଦିଲ୍ଲୀ,୧୦ ।୫: ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବଢୁଥିବା ମାମଲାକୁ ନେଇ ସୋସିଆଲ ମିଡିଆରେ ଏକ ପ୍ରଶ୍ନ ଉଠୁଛି - କ’ଣ କୋଭିଡ ୧୯ରୁ ହୃଦଘାତର ବିପଦ ବଢିଥାଏ? କ’ଣ କରୋନା ରୋଗୀଙ୍କୁ ହାର୍ଟ ଆଟାକ୍…

ହସ୍ପିଟାଲରେ କରୋନା ବିସ୍ଫୋରଣ: ୮୦ ଡାକ୍ତର ପଜିଟିଭ୍, ଜଣେ ମୃତ

ନୂଆଦିଲ୍ଲୀ, ୧୦ା୫: କରୋନାର ବିସ୍ଫୋରଣ ଶେଷରେ ହସ୍ପିଟାଲକୁ ଗ୍ରାସ କରିଛି । ଦିଲ୍ଲୀର ସରୋଜ ହସ୍ପିଟାଲରେ ପ୍ରାୟ ୮୦ ଜଣ ଡାକ୍ତର କରୋନା ପଚିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତର ମୃତ୍ୟୁବରଣ…

ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୩ ସଦସ୍ୟଙ୍କ ଶପଥ ଗ୍ରହଣ ଆଜି

କୋଲକାତା, ୧୦ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୩ ଜଣ ସଦସ୍ୟ ଆଜି ଶପଥ ଗ୍ରହଣ କରିବେ । ସକାଳ ୧୦ଟା ୪୫ ମିନିଟରେ ସମସ୍ତ ସଦସ୍ୟ ଶପଥ ନେବେ । ଏମାନଙ୍କ ମଧ୍ୟରୁ ୧୭ ଜଣ ବିଗତ ଦୁଇଟି…

ଆଜି ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା

ଦିସପୁର, ୧୦ା୫: ପୂର୍ବରୁ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା । ରାଜ୍ୟପାଳ ଜଗଦୀଶ ମୁଖୀ ୧୧ଟା ୩୦ରେ ହିମନ୍ତଙ୍କୁ ପଦ ଓ…

ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସାକାରିଆଙ୍କ ପିତାଙ୍କର କୋଭିଡ -୧୯ ରେ ମୃତ୍ୟୁ

ନୂଆଦିଲ୍ଲୀ, ୦୯/୦୫: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସକାରିଆଙ୍କ ପିତା କୋଭିଡ-୧୯ ସଂକ୍ରମଣ ହେତୁ ମୃତ୍ୟୁ ବରଣ କରିଛନ୍ତି। ଚେତନଙ୍କ ପିତା କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ…

କୋଭିଡ୍ -୧୯ ବିରୋଧରେ ଲଢେଇ ପାଇଁ ୪୦୦ ଅବସରପ୍ରାପ୍ତ ଡାକ୍ତରଙ୍କୁ ନିୟୋଜିତ କରିବ AFMS

ନୂଆଦିଲ୍ଲୀ, ୯/୫: କୋଭିଡ୍ -୧୯ ମହାମାରୀ ବିରୋଧରେ ଲଢେଇକୁ  ମଜବୁତ କରିବା ପାଇଁ ସଶସ୍ତ୍ର ବାହିନୀ ମେଡିକାଲ୍ ସର୍ଭିସେସ୍ (AFMS) ୧୧ ମାସ ପାଇଁ ୪୦୦ ଅବସରପ୍ରାପ୍ତ ମେଡିକାଲ୍ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ଯାଉଛି ।…