Browsing Category
ଦେଶ
ଗ୍ରାହକଙ୍କ ପକେଟ୍ ଉପରେ କରୋନା ମାଡ଼: ବଢ଼ିଲା ଅମୁଲ କ୍ଷୀର, ଏଲପିଜି ସିଲିଣ୍ଡରର ଦାମ୍
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଲକଡାଉନ୍ ଜାରି ରହିଥିବା କାରଣରୁ ଅନେକ ଲୋକ ଜୀବିକା ହରାଇଛନ୍ତି । ଏହି ସମୟରେ ଆଉ ଏକ ଖରାପ ଖବର ଲୋକମାନଙ୍କୁ ହନ୍ତସନ୍ତ କରିବାକୁ ଯାଉଛି ଯାହା ହେଉଛି ନିତ୍ୟବ୍ୟବହାର୍ଯ୍ୟ ଜିନିଷର…
କରୋନା କାଳରେ ଡାକ୍ତରମାନଙ୍କ ଅବଦାନ ଅତୁଳନୀୟ
ନୂଆଦିଲ୍ଲୀ: ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ଜାତୀୟ ଡାକ୍ତର ଦିବସ ଭାବରେ ପାଳନ କରାଯାଏ । ଡାକ୍ତର ମୋନେ ଯେଉଁଭଳି ଭାବରେ ନିଜ ଜୀବନକୁ ଖାତିର ନକରି ଦିନ ରାତି ପରିଶ୍ରମ କରି ରୋଗୀ ମାନଙ୍କୁ ରକ୍ଷା କରନ୍ତି, ତାକୁ ମନେ…
ମୋଦୀ କ୍ୟାବିନେଟରୁ ଏହି ମନ୍ତ୍ରୀ ମାନଙ୍କର ହୋଇପାରେ ଛୁଟି! ଜାଣନ୍ତୁ କେଉଁ ସମୀକରଣ ଉପରେ ଚାଲିଛି ଆଲୋଚନା
ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟ୍ ରେ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ ଯାହା ଉପରେ ଏବେ ସାରା ଦେଶର ନଜର ରହିଛି । ଖରାପ ପ୍ରଦର୍ଶନ କରିଥିବା ମନ୍ତ୍ରୀ ମାନଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
ପିଲାଙ୍କ ଉପରେ କୋଭାଭାକ୍ସ ଟ୍ରାଏଲ ମନା
ନୂଆଦିଲ୍ଲୀ: ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବା ଏସଆଇଆଇକୁ ଲାଗିଛି ବଡ଼ ଝଟକା । ପିଲାଙ୍କ ଉପରେ ଟିକା ଟ୍ରାଏଲ ନକରିବାକୁ ସରକାରୀ ପ୍ୟାନେଲ ପରାମର୍ଶ ଦେଇଛି । କୋଭାଭାକ୍ସ ଟିକାର ୨ ଓ ୩ ପର୍ଯ୍ୟାୟ…
ଦେଶରେ ଆଜି ୪୮,୭୮୬ ପଜିଟିଭ୍ ଚିହ୍ନଟ, ୧୦୦୫ ମୃତ
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
ଜୁଲାଇ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ
ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : କରୋନା ସଂକ୍ରମଣ ଯୋଗୁଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ଜୁଲାଇ ୩୧ ଯାଏ ବୃଦ୍ଧି କରିଛି ଡିଜିସିଏ । ବୁଧବାର ଏନେଇ ଘୋଷଣା କରାଯାଇଛି । ଏହା ପୂର୍ବରୁ ଜୁନ୍ ୩୦…
ବଲିଉଡ଼ର ବରିଷ୍ଠ ଅଭିନେତା ନାସିରୁଦ୍ଦିନ୍ ଶାହା ଅସୁସ୍ଥ, ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା
ମୁମ୍ବାଇ, (ଓଡ଼ିଶା ଭାସ୍କର) : ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ୍ ଶାହାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି । ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ତାଙ୍କ ପତ୍ନୀ ରତ୍ନା ପାଠକ…
ଜାତୀୟ ଡାକ୍ତର ଦିବସ: ଆଜି ଡାକ୍ତରଙ୍କୁ ସମ୍ବୋଧନ କରିବେ ମୋଦି
ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ର ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ । ଏକ ଟୁଇଟ ଯୋଗେ ମୋଦି ଏହି ସୂଚନା…
ପ୍ରିୟଙ୍କା ଗାନ୍ଧୀଙ୍କ ପରେ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ସିଦ୍ଧୁ, ବନ୍ଦ ହେବ କି ପଞ୍ଜାବ କଂଗ୍ରେସରେ ମତଭେଦ?
ନୂଆଦିଲ୍ଲୀ: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏବେବି ଶାସକ କଂଗ୍ରେସ ଦଳରେ ଜାରି ରହିଛି ଅର୍ନ୍ତକନ୍ଦଳ । ସେପଟେ ଆଜି ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ରାହୁଲ…
ପିଲାଙ୍କ ଠାରେ କରୋନା ସଂକ୍ରମଣକୁ ନେଇ ଭ୍ରମିତ ହୁଅନ୍ତୁ ନାହଁ, ବିଶେଷଜ୍ଞ ଦେଲେ ଉତ୍ତର
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଗୁଜବ ମଧ୍ୟ ପ୍ରଚାରିତ ହୋଇଥିଲା । ତେବେ ଏହି ସବୁ ଗୁଜବର ଉତ୍ତର ଦେଇଛନ୍ତି କେନ୍ଦ୍ର ସରକାର । ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲ୍ ପିଲାମାନଙ୍କ ମଧ୍ୟରେ କରୋନା ସହ ଜଡିତ…