CHARIDHAM
Browsing Category

ଦେଶ

ଶନିବାର ମୁକୁଳିବେ ଆର୍ୟନ, ଜେଲରେ ବିତାଇବେ ଆଉ ଗୋଟିଏ ରାତି

ମୁମ୍ବାଇ: ଶୁକ୍ରବାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ହୋଇପାରିନାହିଁ । ତାଙ୍କ ଜାମିନକୁ ଅପେକ୍ଷା କରିଛନ୍ତି ଶାହାରୁଖ ଏବଂ ଫ୍ୟାନ । କିନ୍ତୁ ବେଲ୍ ଅର୍ଡର କପି ଏନଡିପିଡିଏସ କୋର୍ଟରୁ ଆର୍ଥର ରୋଡ ଜେଲରେ…

ନିମୋନିଆ ମୁକାବିଲା ପାଇଁ PCV Vaccine ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ; ୬୦ ପ୍ରତିଶତ ହ୍ରାସ ପାଇବ ଶିଶୁ ମୃତ୍ୟୁହାର

ନୂଆଦିଲ୍ଲୀ: ନିମୋନିଆ ମୁକାବିଲା ପାଇଁ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ । ୟୁନିଭର୍ସାଲ ଇମ୍ୟୁନାଇଜେସନ ପ୍ରୋଗ୍ରାମ ଅଧୀନରେ ପିସିଭି ଭ୍ୟାକସିନ ଟିକାକରଣ ଆରମ୍ଭ କରାଯାଇଛି…

ଆର୍ଯ୍ୟନ ଖାନଙ୍କ ବେଲ ଯାଚିକାରେ ଦସ୍ତଖତ କଲେ ଜୁହି ଚାୱଲା; ମନ୍ନତରୁ ବାହାରିଲେ ଶାହରୁଖ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ ଖାନଙ୍କୁ ମିଳିଛି ଜାମିନ । ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ମୁମ୍ବାଇ ହାଇକୋର୍ଟ ଶାହରୁଖ ଖାନଙ୍କ ପୁଅକୁ ଜାମିନ ପ୍ରଦାନ କରିଥିଲେ । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା…

ଥରେ ପ୍ରିମିୟମ ଦେଇ ମାସକୁ ପାଆନ୍ତୁ ୧୨ ହଜାର ଟଙ୍କା; LIC ଆଣିଛି ଦମଦାର ଅଫର

ନୂଆଦିଲ୍ଳୀ: ଥରେ ପ୍ରିମିୟମ ଦେବେ ଏବଂ ମାସିକ ୧୨ ହଜାର ଟଙ୍କା ମିଳିବ । ଶୁଣିବାକୁ ଅସମ୍ଭବ ଲାଗୁଥିଲେ ହେଁ ଏମିତି ଏକ ଚମକ୍ରାର ଅଫର ଆଣିଛି ଏଲଆଇସି । ଏଲଆଇସି ପକ୍ଷରୁ ଆପଣଙ୍କ ଅବସରକାଳୀନ ଯୋଜନା ଭାବରେ ଏହି ପ୍ଲାନ…

ପେଟ୍ରୋଲ-ଡିଜେଲର ମହଙ୍ଗା ଯୁଗ ସରିଲା: ଖୁବଶୀଘ୍ର ବାଧ୍ୟତାମୂଳକ ହେବ Flex Fuel Engine, ଆସୁଛି କେନ୍ଦ୍ର ସରକାରଙ୍କ ବିକଳ୍ପ ଯୋଜନା

ନୂଆଦିଲ୍ଲୀ: ତେଲ ଦର ଦିନକୁ ଦିନ ଅହେତୁକ ବୃଦ୍ଧି ହେତୁ ସାଧାରଣ ଜନତାଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । କରୋନା ମହାମାରୀରେ ଚାକିରି, ଜୀବିକା ହରାଇ କସରତ କରୁଥିବା ଗରିବଙ୍କ ପାଇଁ ତୈଳ ଦର ବୃଦ୍ଧି ବୋଝ ଉପରେ ନଳିତା…

Instagramରେ ନିଆଁ ଲଗାଇଦେଲା ହଟ୍ ଫଟୋ …. ଚାକିରିରୁ ବିଦାହେଲେ ମହିଳା ଅଗ୍ନିଶମ ଅଧିକାରୀ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା କାରଣରୁ ଚାକିରି ହରାଇଛନ୍ତି ଜଣେ ଅଗ୍ନିଶମ ଅଧିକାରୀ । ହଟ୍ ଫଟୋ ପୋଷ୍ଟ କାରଣରୁ ମୋଣ୍ଟାନାର ୨୭ ବର୍ଷୀୟ ପ୍ରେସଲି ପ୍ରିଚାର୍ଡଙ୍କୁ ତାଙ୍କ ଚାକିରିରୁ ବହିଷ୍କୃତ…

ଖୋଲା ଡ୍ରେନରେ ଖସିପଡି ପୂର୍ବତନ ବିଧାୟକ ଗୁରୁତର, ସାମ୍ନାକୁ ଆସିଲା ଭିଡିଓ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଖୋଲାପଡିଥିବା ଡ୍ରେନ୍ ଦୁର୍ଘଟଣାର କାରଣ ସାଜୁଛି । ଖୋଲାପଡିଥିବା ଏକ ଡ୍ରେନରେ ଖସିପଡି ଗୁରୁତର ଆହତ ହୋଇଛନ୍ତି ପୂର୍ବତନ ବିଧାୟକ ଭଗବାନ ସିଂହ କୁଶୱାହା । ଦୁର୍ଘଟଣାର ଶିକାର ହେବା…

୩୦୦ ବିଲିୟନ୍ ଡଲାର୍ ପାର୍ କଲା ଏଲନ୍ ମସ୍କଙ୍କ ସମ୍ପତ୍ତି, ଭାରତର ଟପ୍-୬ ଅରବପତିଙ୍କ ଠାରୁ ବି ଅଧିକ ମସ୍କଙ୍କ ଧନ-ଦୌଲତ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ ଟେସଲାର ସିଇଓ ଏଲନ୍ ମସ୍କଙ୍କ ସମ୍ପତ୍ତି ୩୦୦ ବିଲିୟନ୍ ଡଲାର୍ ପାର୍ କରିଛି । ଦୁନିଆରେ ଏହା ପ୍ରଥମ ଥର ଏପରି ହୋଇଛି ଯେ, କୌଣସି ବ୍ୟବସାୟୀ ଏହି ସଫଳତା…

ଲକଡାଉନ୍ କାରଣରୁ ୧୦ ପ୍ରତିଶତ ବଢ଼ିଛି ଆତ୍ମହତ୍ୟା ମାମଲା, ହ୍ରାସ ପାଇଛି ସଡ଼କ ଦୁର୍ଘଟଣା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଭାରତରେ ଆତ୍ମହତ୍ୟା ଓ ଆକସ୍ମିକ ମୃତ୍ୟୁର ମାମଲା ସଂଖ୍ୟାରେ ବୃଦ୍ଧି ହୋଇଛି । ତେବେ କିଛି ଦିନ ହେବ ଏହି ଆକଳନ ଚର୍ଚ୍ଚାରେ ରହିଛି । ୨୦୨୦ ଜାତୀୟ ଅପରାଧ ରେକର୍ଡ…

‘ଲିଭ୍ ଇନ୍ ରିଲେସନ୍’ ଜୀବନର ଅଂଶ, ଏହାକୁ ନେଇ ମନୋଭାବ ବଦଳାଇବା ଜରୁରୀ: କୋର୍ଟ

ପ୍ରୟାଗରାଜ: ‘ଲିଭ୍ ଇନ୍ ରିଲେସନ୍’କୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ୨ ପ୍ରେମୀ ଯୁଗଳଙ୍କ ଦ୍ୱାରା ଆବେଦନ କରାଯାଇଥିବା ଯାଚିକା ଉପରେ କୋର୍ଟ କହିଛନ୍ତି ଯେ, ‘ଲିଭ ଇନ୍ ରିଲେସନ୍’…