Browsing Category
ଦେଶ
ଟୁଇଟର୍ ଏମଡିଙ୍କ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ ୟୁପି ସରକାର
ନୂଆଦିଲ୍ଲୀ: ଗାଜିଆବାଦ୍ ରେ ଏକ ମୁସଲମାନ ବୃଦ୍ଧଙ୍କୁ ମାଡ ମାରିବା ଭିଡିଓ ଟୁଇଟର୍ ରେ ଭାଇରାଲ୍ ହେବା ଘଟଣା ସାମ୍ପ୍ରଦାୟିକ ବିବାଦର ମୋଡ ନେବା ପରେ ଏବେ ଏହି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚି ସାରିଛି ।…
କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ- ଜୁଲାଇ ୩୧ ସୁଦ୍ଧା ଲାଗୁ କରନ୍ତୁ ‘ଏକ ରାଷ୍ଟ୍ର, ଏକ ରାସନ କାର୍ଡ’
ନୂଆଦିଲ୍ଲୀ : କରୋନା ସଙ୍କଟ ଓ ଲକଡାଉନ କାରଣରୁ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟ ଆଶ୍ଵସ୍ତିଭରା ନିଷ୍ପତ୍ତି ଶୁଣାଇଛନ୍ତି। ଉଚ୍ଚତମ ନ୍ୟାୟାଳୟ ମଙ୍ଗଳବାର ‘ଏକ ରାଷ୍ଟ୍ର, ଏକ…
ଗୋଟିଏ କି ଦୁଇଟି ନୁହେଁ ୧୫ ମିନିଟରେ ତିନି ଡୋଜ୍ ଭାକସିନ୍ ନେଲେ ମହିଳା
ମୁମ୍ବାଇ: ଦେଶରେ ବର୍ତ୍ତମାନ ଟିକାକରଣକୁ ଜୋରଦାର କରାଯାଉଥିବା ବେଳେ କିଛି ସ୍ଥାନରେ ଅବହେଳାର ଖବର ଆସୁଛି । କେଉଁଠି ଟିକା ମାତ୍ରାଧିକ ପରିମାଣରେ ନଷ୍ଟ ହେଉଛି ତ କେଉଁଠି ଟିକାକେନ୍ଦ୍ରକୁ ଆସି ଲୋକେ ଟିକା…
ଫୁସଫୁସକୁ ଆଟାକ୍ କରୁଛି ଡେଲଟା ପ୍ଲସ୍ ଭାରିଆଣ୍ଟ, ତୃତୀୟ ଲହରକୁ ନେଇ ବଢ଼ିଲା ଚିନ୍ତା
ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ଭାଇରସର ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ସାରା ଦୁନିଆରେ ଚର୍ଚ୍ଚା ଜାରି ରହିଛି । ଏହି ଭାରିଆଣ୍ଟ ଫୁସଫୁସର କୋଷିକାରେ ଅନ୍ୟ ଭାରିଆଣ୍ଟ ଅପେକ୍ଷା ଅଧିକ ମାତ୍ରାରେ ଲାଗି ରହିଥାଏ । ତେବେ…
ଦେଶରେ ମୃତ୍ୟୁସଂଖ୍ୟା ହଜାରେ ତଳେ, ପଜିଟିଭ୍ ୪୦ ହଜାର ତଳେ
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
କେତେ ଟଙ୍କା ଆୟକର ଦିଅନ୍ତି ରାଷ୍ଟ୍ରପତି, ଜାଣିବା ପାଇଁ ପଢନ୍ତୁ ପୂରା ଖବର
ନୂଆଦିଲ୍ଲୀ: ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବେତନକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଭାରତୀୟ ରାଷ୍ଟ୍ରପତିଙ୍କ ବେତନ ୫ ଲକ୍ଷ ଟଙ୍କା ହୋଇଥିବା ବେଳେ ଅଧାରୁ ଅଧିକ ପଇସା ଆୟକର ଭାବରେ…
ନାବାଳିକାକୁ ଗଣଦୁଷ୍କର୍ମ ପରେ ଏମିତି କଲେ ଆଶା କର୍ମୀ; ଶୁଣିଲେ ଉଡ଼ିଯିବ ହୋସ୍
ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ଏକ ଚାଞ୍ଚଲ୍ୟକର ଘଟଣା । ଯେଉଁଠାରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ୪ ମାସ ତଳେ ଗଣଦୁଷ୍କର୍ମ କରିଥିଲେ ୪ ଦୁବୁର୍ତ୍ତ । କେବଳ ସେତିକିି ନୁହେଁ ଏହି ଅପରାଧକୁ ଳୁଚାଇବା ପାଇଁ ଆଶା…
‘ଫକୀରମୋହନ: ନବ ଜାଗୃତି ପୁରୁଷ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ
ଭୁବନେଶ୍ୱର: ଫକୀରମୋହନ ଫାଉଣ୍ଡେସନ ନୂଆଦିଲ୍ଲୀର ମିଳିତ ସହଯୋଗରେ "ଫକୀରମୋହନ: ନବ ଜାଗୃତି ପୁରୁଷ' ଶୀର୍ଷକ ଏକ ଆଲୋଚନାଚକ୍ର ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହେଇଯାଇଛି । ଶାନ୍ତି ନିକେତନର ଓଡ଼ିଆ ବିଭାଗର ଅଧ୍ୟାପକ ତଥା…
ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ; ହାରିଗଲେ ଆସ୍ଥା ଭୋଟ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଆସ୍ଥା ଭୋଟରେ ହାରିବାର ଏକ ସପ୍ତାହ ପରେ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ସ୍ୱିଡେନର ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫଭେନ୍ । ସୋମବାର ଷ୍ଟିଫେନ୍ ନିଜର ଇସ୍ତଫା ପ୍ରଦାନ କରିଛନ୍ତି…
ଜୁଲାଇ ୧୫ ଯାଏ ବଢିଲା ଲକ୍-ଡାଉନ୍
କୋଲକାତା: କରୋନା ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ସରକାର ଅନେକ କଟକଣା ଲଗାଉଛନ୍ତି । ଏହାରି ମଧ୍ୟରେ ପଶ୍ଚିମବଙ୍ଗରେ କରୋନା ଲକଡାଉନ ଅବଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କିନ୍ତୁ…