Browsing Category
ଦେଶ
ଜୁଲାଇ ପର୍ଯ୍ୟନ୍ତ ରହିବ ଦେଶରେ ଟିକାର ଅଭାବ: ଅଦାର ପୁନାୱାଲା
ନୂଆଦିଲ୍ଲୀ, ୦୩ ।୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହେଇ ବଢ଼ୁଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର ରୂପ ନେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଏକମାତ୍ର ଟିକା ଉପରେ ଭରସା କରି ବସିଛନ୍ତି…
ରେଳ ମନ୍ତ୍ରଣାଳୟ ପକ୍ଷରୁ ରେଳ ଯାତ୍ରୀଙ୍କ ପାଇଁ ୪ ହଜାର ସ୍ୱତନ୍ତ୍ର କୋଚର ବ୍ୟବସ୍ଥା
ନୂଆଦିଲ୍ଲୀ ୦୩ ।୦୫ : କରୋନା ସ୍ଥିିତିରେ ରେଳ ଯାତ୍ରୀଙ୍କ ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରେଳ ଯାତ୍ରୀଙ୍କ ପାଇଁ ୪ ହଜାର ସ୍ୱତନ୍ତ୍ର ଆଇସୋଲେସନ କୋଚର ବ୍ୟବସ୍ଥା ହୋଇଛି ।…
ପଶ୍ଚିମବଙ୍ଗରେ ଟିଏମସି ବିଜୟର ପ୍ରମୁଖ କାରଣ କ’ଣ ହୋଇପାରେ? ଜାଣନ୍ତୁ
କୋଲକାତା, ୩ା୫: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳକୁ ଦେଶବାସୀ ଚାହିଁ ରହିଥିଲେ । ସମସ୍ତଙ୍କ ନଜର ରହିଥିଲା ପଶ୍ଚିମବଙ୍ଗ ଉପରେ । ଶେଷରେ ବିଜୟ ମୁକୁଟ ପିନ୍ଧିଲେ ବଙ୍ଗୀୟ ବାଘୁଣୀ ମମତା…
ଦେଶରେ ୩୪୧୭ ମୃତ, ୩.୬୮ ଲକ୍ଷ ପଜିଟିଭ୍
ନୂଆଦିଲ୍ଲୀ, ୩ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୪୧୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୮ ହଜାର ୯୫୯କୁ ବୃଦ୍ଧି…
୧୦ କିଲୋମିଟର ପାଇଁ ୯ ହଜାର ମାଗି ଫସିଲେ, ଗିରଫ ହେଲେ ଆମ୍ବୁଲାନ୍ସ ଡ୍ରାଇଭର
ନୂଆଦିଲ୍ଲୀ, ୩ା୫: କରୋନାକୁ ନେଇ ଦେଶବାସୀ ବହୁ ପ୍ରତିକୂଳ ପରିସ୍ଥିତି ଦେଇ କରୁଥିବା ବେଳେ ଅନେକ ଲୋକ ଏହି ସମୟରେ ଜନସାଧାରଣଙ୍କୁ ଲୁଟିବାରେ ଲାଗିଛନ୍ତି । ୧୦ କିମି ଦୂର ଜାଗାକୁ ଜଣେ କୋଭିଡ ରୋଗୀଙ୍କୁ ନେବା ପାଇଁ…
ପଞ୍ଜାବ କିଙ୍ଗ୍ସ ଅଧିନାୟକ କେ.ଏଲ୍ ରାହୁଲ ଆପେଣ୍ଡିସାଇଟିସରେ ଆକ୍ରାନ୍ତ
ନୂଆ ଦିଲ୍ଳୀ, ୦୨/୦୫: ଆଇପିଏଲ ଫ୍ରାଞ୍ଚାଇଜ୍ ପଞ୍ଜାବ କିଙ୍ଗ୍ସ ରବିବାର ଏହା ସୁନିଶ୍ଚିତ କରିଛି ଯେ ଦଳର ଅଧିନାୟକ କେ.ଏଲ୍ ରାହୁଲ ଆପେଣ୍ଡିସାଇଟିସରେ ଆକ୍ରାନ୍ତ ହୋଇଛନ୍ତି ।
ଶନିବାର ରାତିରେ କେ. ଏଲ ରାହୁଲ ପେଟରେ…
ଟିଏମସିର ବିଜୟ ଲାଗି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମମତା ବାନାର୍ଜୀ
ପଶ୍ଚିମବଙ୍ଗ ୦୨ ।୦୫ (ଓଡ଼ିଶା ଭାସ୍କର) ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରିବା ପରେ ମମତା ବାନାର୍ଜୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ନନ୍ଦିଗ୍ରାରେ ଯାହାହେଲା ସେ ସବୁ ଭୁଲିଯିବା ପାଇଁ କହିଛନ୍ତି ମମତା । ଏହାସହ…
ମେଣ୍ଟାଲ ହେଲଥ୍ ପାଇଁ ଦୀପିକା ଜାରି କଲେ ହେଲ୍ପଲାଇନ୍ ନମ୍ବର
ମୁମ୍ବାଇ, ୦୨ ।୦୫ (ଓଡ଼ିଶା ଭାସ୍କର) : ଦେଶରେ କୋଭିଡ୍ ମହାମାରୀ ଆତଙ୍କ ଖେଳାଇଥିବା ବେଳେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ସହଯୋଗର ହାତ ବଢ଼ାଇଛନ୍ତି । ତେବେ କରୋନା ମହାମାରୀ ସମୟରେ ସଂକ୍ରମଣ ହୋଇ ଅନେକ ଲୋକ…
ନନ୍ଦିଗ୍ରାମରୁ ୧ହଜାର ୯୫୩ ଭୋଟରେ ହାରିଲେ ମମତା ବାନାର୍ଜୀ
ପଶ୍ଚିମବଙ୍ଗ ୦୨ ।୦୫ : ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରିଲେ ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ପରସ୍ତା କରି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ବିଜୟୀ ଲାଭ କରିଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କ…
ଆସାମର ଜଲୁକବାଡିରୁ ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା ବିଜୟୀ
ଦିଶପୁର୍ ୦୨ ।୦୫ (ଓଡ଼ିଶା ଭାସ୍କର) : ଆସାମର ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ବିଜୟ ଲାଭ କରିଛନ୍ତି । ପଞ୍ଚମ ଥର ପାଇଁ ଜଲୁକବାଡିରୁ ଜିତିଲେ ହିମନ୍ତ ବିଶ୍ୱଶର୍ମା । ୧ଲକ୍ଷ ୧ ହଜାର ୯୧୧ ଭୋଟ ବ୍ୟବଧାନରେ ସେ…