Browsing Category
ଦେଶ
କାଜାଖସ୍ତାନକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ତୀରନ୍ଦାଜ ପୁରୁଷ ଟିମ୍
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକର ଚତୁର୍ଥ ଦିବସରେ ଭାରତ ବିଜୟରୁ ତା’ର ଯାତ୍ରା ଆରମ୍ଭ କରିଛି । ଭାରତୀୟ ତୀରନ୍ଦାଜ ପୁରୁଷ ଟିମ୍ କାଜାଖସ୍ତାନକୁ ୬-୨ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଭାରତୀୟ ଦଳରେ…
ପର୍ଣ୍ଣ ସାଇଟରେ ମଡେଲ୍ଙ୍କ ଅର୍ଦ୍ଧନଗ୍ନ ଫଟୋ ଭାଇରାଲ ମାମଲା: ୨ ଜଣ ଗିରଫ, ଜଣେ ଫେରାର
କୋଲକାତା,(ଭାସ୍କର ନ୍ୟୁଜ୍): ପର୍ଣ୍ଣ ସାଇଟରେ ଜଣେ ଯୁବତୀଙ୍କ ଅର୍ଦ୍ଧନଗ୍ନ ଫଟୋ ଭାଇରାଲ ହୋଇଛି । ଜଣେ ମଡେଲଙ୍କ ଫଟୋ ପର୍ଣ୍ଣ ସାଇଟରେ ଭାଇରାଲ କରିଦେବା ଅଭିଯୋଗରେ ଜଣେ ମହିଳା ସହ ଦୁଇଜଣଙ୍କୁ ବିଧାନନଗର ସାଇବର ଥାନା…
ଶ୍ରୀଲଙ୍କାକୁ ହରାଇଲା ଭାରତ; ୩୮ ରନ୍ ରେ ଜିତିଲା
କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ।ଫଳରେ ଦିନିକିଆ ଭଳି ଟ୍ବେଣ୍ଟି ଟ୍ବେଣ୍ଟିରେ ମଧ୍ୟ ସିରିଜ୍ କବଜା କରିବା ଆଶା କରାଯାଉଛି। ୩୮ ରନ୍ ରେ…
ଏମିତି ବି ଆସେ ମୃତ୍ୟୁ; ଜୀଅନ୍ତା ଜଳିଗଲେ ୧୪
ନୂଆଦିଲ୍ଲୀ: ମୃତ୍ୟୁ କେମିତି ବି ଆସିପାରେ । ନିଜ ଅଫିସରେ ବସି କାମ କରୁଥିବା ସମୟରେ ଜୀଅନ୍ତା ଜଳି ପାଉଁଶ ହୋଇଯାଇଛନ୍ତି ୧୪ କର୍ମଚାରୀ । ଚୀନରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏକ ଗୋଦାମ ଘରେ ନିଆଁ ଲାଗିଯିବା…
ଭୂମିକମ୍ପରେ ଥରିଲା ସିକିମ୍, ରିକ୍ଟର ସ୍କେଲରେ ତୀବ୍ରତା ୪.୦
ସିକିମ୍ (ଭାସ୍କର ନ୍ୟୁଜ): ଭୂମିକମ୍ପରେ ଥରିଲା ସିକିମ୍। ପୂର୍ବ ସିକିମ୍ରେ ରବିବାର ରାତି ପ୍ରାୟ ୮ଟା ୩୯ ମିନିଟ୍ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରହିଛ। ଏନେଇ ଜାତୀୟ…
ନାବାଳକର ଗୁପ୍ତାଙ୍ଗ କାଟିଦେଲେ ପ୍ରେମିକାର ପରିବାର; ଅଭିଯୁକ୍ତ ଘର ସାମ୍ନାରେ ଅନ୍ତିମ ସଂସ୍କାର
ନୂଆଦିଲ୍ଳୀ: ବର୍ବରତାର ସମସ୍ତ ସୀମା ଅତିକ୍ରମ କରି ଜଣେ ୧୭ ବର୍ଷୀୟ ନାବାଳକକୁ ବୀଭତ୍ସ ଭାବରେ ହତ୍ୟା କରାଯାଇଛି । ଝିଅ ସହିତ ପ୍ରେମ ସମ୍ପର୍କ ଅଭିଯୋଗରେ ୧୭ ବର୍ଷୀୟ ବାଳକକୁ ହତ୍ୟା କରିବା ପରେ ତାର ଗୁପ୍ତାଙ୍ଗକୁ…
ହିମାଚଳ ପ୍ରଦେଶରେ ଭୁସ୍ଖଳନ: ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ଗାଡ଼ି ଉପରେ ଖସିଲା ଚଟାଣ, ୯ ମୃତ
ସିମଲା: ହିମାଚଳ ପ୍ରଦେଶର କିନ୍ନୋର ଜିଲ୍ଲାରେ ରବିବାର ଭୂସ୍ଖଳନ ହେବା ପରେ ୯ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଥିସହିତ ୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଛିତ୍ରକୁଲରୁ ସାଙ୍ଗଲା ଆଡକୁ ଆସୁଥିବା ଏକ ପର୍ଯ୍ୟଟକଙ୍କ…
ଭାରତୀୟ ଖାଦ୍ୟ ନୂହେଁ ସିଙ୍ଗଡା, ଯଦି ଆପଣ ମାନଙ୍କୁ ବି ପସନ୍ଦ ତେବେ ଜାଣନ୍ତୁ ଏହାର ଇତିହାସ
ଓଡ଼ିଶା ଭାସ୍କର ବ୍ୟୁରୋ: ଆମ ଦେଶର ଘର ଠାରୁ ଆରମ୍ଭ କରି ପ୍ରତି ଗଳିକନ୍ଦିରେ ତିଆରି ହେଉଥିବା ସିଙ୍ଗଡା ଭାରତୀୟଙ୍କ ଅତି ପ୍ରିୟ ଖାଦ୍ୟ । ଖୁବ୍ କମ୍ ଲୋକ ଏମିତି ଥିବେ ଯେଉଁ ମାନଙ୍କୁ ସିଙ୍ଗଡା ପସନ୍ଦ ନ ଥିବ ।…
ଆତ୍ମହତ୍ୟା କରିବାକୁ ଯାଉଥିବା ମହିଳାଙ୍କୁ ଉଦ୍ଧାର କଲା ପୋଲିସ, ସୋସିଆଲ ମିଡିଆରେ ପୋଲିସକୁ ସାବାସୀ
ନୂଆଦିଲ୍ଲୀ: ଆତ୍ମହତ୍ୟା କରିବାକୁ ଯାଉଥିବାବେଳେ ମହିଳାଙ୍କୁ ଉଦ୍ଧାର କଲା ପୋଲିସ । ଶନିବାର ଫରିଦାବାଦ ପୋଲିସ ମେଟ୍ରୋ ଷ୍ଟେସନର ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ଜଣେ ମହିଳାଙ୍କୁ ଉଦ୍ଧାର…
୧୫ ରୋହିଙ୍ଗ୍ୟା ଶରଣାର୍ଥୀ ଗିରଫ: ଅନୈତିକ ଭାବରେ ଅତିକ୍ରମ କରିଥିଲେ ସୀମା
ନୂଆଦିଲ୍ଲୀ: ରେଳବାଇ ପୁଲିସ ପକ୍ଷରୁ ୧୫ ଜଣ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଗିରଫ କରାଯାଇଛି । ଆସାମର କରିମଗଞ୍ଜ ଜିଲ୍ଲାରେ ଏହି ଘଟଣା ଘଟିଛି । ବେଆଇନ ଭାବେ ସୀମା ଅତିକ୍ରମ କରି ଭାରତରେ ପ୍ରବେଶ କରିବା ଅଭିଯୋଗରେ ୧୫…