Browsing Category

ଦେଶ ବିଦେଶ

ଭାରତୀୟ ସାଙ୍କେତିକ ଭାଷା ଲାଗି ପି.ଏମ୍‍. ଇ-ବିଦ୍ୟା ଡି.ଟି.ଏଚ୍‍. ଚ୍ୟାନେଲ୍‍ର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଭାରତୀୟ ସାଙ୍କେତିକ ଭାଷା ପାଇଁ ପି.ଏମ୍‍. ଇ-ବିଦ୍ୟା ଡି.ଟି.ଏଚ୍‍. ଚ୍ୟାନେଲ୍‍ର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା…

ପାକିସ୍ତାନକୁ ICCର ବଡ଼ ଝଟକା: ବଢ଼ିଲା ଚାମ୍ପିୟନ୍ସ ଟ୍ରଫି ୨୦୨୫ର ନିଷ୍ପତ୍ତିକୁ ଅପେକ୍ଷା ସମୟ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ନିଷ୍ପତ୍ତିକୁ ଅପେକ୍ଷା ଆହୁରି ବଢିଯାଇଛି । ଆଇସିସି ବୈଠକକୁ ସ୍ଥଗିତ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକ ଗୁରୁବାର ପରିବର୍ତ୍ତେ ଶନିବାର ଅନୁଷ୍ଠିତ ହେବ। ଇତି…

(Video) ମାଙ୍କଡ ପ୍ରତି ସାବଧାନ, ମହିଳାଙ୍କ ଚୁଟି ଝିଙ୍କି କରିଦେଲା ନାକେଦମ

ନୂଆଦିଲ୍ଲୀ- ସୋସିଆଲ ମିଡିଆରେ ମାଙ୍କଡ ଆକ୍ରମଣର ଏକ ଭିଡିଓ ଭାଇରାଲ ହେଉଛି । ମାଙ୍କଡ ମହିଳାଙ୍କ ଚୁଟି ଝିଙ୍କି ତାଙ୍କ ଅବସ୍ଥା ଖରାପ କରି ଦେଇଛି । ଭିଡିଓଟିରେ ମାଙ୍କଡ ଯେମିତି ଆସି ଚୁଟି ଟାଣୁଛି ତାହା ଦେଖିବାକୁ ମଜା…

Video: ଗଛରୁ ଖସିପଡ଼ିଲେ ଏ ଯୁଗର ମୂର୍ଖ କାଳିଦାସ, ଯେଉଁ ଡ଼ାଳରେ ବସିଥିଲେ, ସେହି ଡ଼ାଳକୁ ହାଣୁଥିଲେ…

ଭୋପାଳ: ଆଜିର ସମୟରେ ସୋସିଆଲ ମିଡିଆ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି । ଅଧିକାଂଶ ସମୟ ଲୋକମାନେ ସୋସିଆଲ ମିଡିଆରେ ବିତାଉଛନ୍ତି । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆକୁ ଦୂର ସମ୍ପର୍କୀୟଙ୍କ ସହ…

Breaking – ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଫଡନାବିସ ନେଲେ ଶପଥ, ସାଙ୍ଗରେ ଦୁଇ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ- ସବୁ କଳ୍ପନା ଜଳ୍ପନାର ଅନ୍ତ । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାବିସ ନେଲେ ଶପଥ । ମୁମ୍ବାଇର ଆଜାଦ ମୈଦାନରେ କେନ୍ଦ୍ର ନେତୃତ୍ୱ, ଆରଏସଏସ ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ତୃତୀୟ ଥର…

ଦକ୍ଷିଣ କୋରିଆରେ ରାଷ୍ଟ୍ରପତି ବିରୋଧୀ ବିକ୍ଷୋଭ ଜାରି: ଲଣ୍ଡାହେଲେ ପୂର୍ବତନ ସୈନିକ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ଜାରି ରହିଛି ବିକ୍ଷୋଭ । ଶେଷରେ ବିକ୍ଷୋଭ ପାଇଁ ଲଣ୍ଡାହେଲେ ପୂର୍ବତନ ସୈନିକ । ରାଷ୍ଟ୍ରପତି ୟୁନ୍ ସୁକ-ୟେଓଲଙ୍କ ବିରୋଧରେ ବିକ୍ଷୋଭ ଜାରି ରହିଛି । ଏହାର ପ୍ରତିବାଦ ଜଣାଇବା ପାଇଁ…

Researchରୁ ନୂଆ ମାନବ ପ୍ରଜାତିର ସନ୍ଧାନ, ଏସୀୟାରେ ବାସ କରୁଥିଲେ ଏମାନେ

ନୂଆଦିଲ୍ଲୀ- ବୈଜ୍ଞାନିକ ଖୋଜି ବାହାର କରିଛନ୍ତି ମଣିଷର ଏକ ନୂଆ ପ୍ରଜାତି । ଏହି ପ୍ରଜାତିର ନାଁ ହୋମୋ ଜୁଲୁଏନ୍ସିସ । ଏମାନଙ୍କୁ ଚୀନ ମାଟିରୁ ଖୋଜି ବାହାର କରିଛନ୍ତି ବୈଜ୍ଞାନିକ । ଏମାନଙ୍କ ଦାନ୍ତ ଓ ଦାନ୍ତ ମାଢିରୁ…

ସମ୍ଭାଲ ହିଂସାକୁ ବାଂଲାଦେଶ ସହ ତୁଳନା କଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ଆୟୋଜିତ ରାମାୟଣ ମେଳାର ଉଦଘାଟନ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ସମ୍ଭାଲ ହିଂସାକୁ ବାଂଲାଦେଶ ସହ ତୁଳନା…

(Video) Six ମାରୁମାରୁ ଭାଙ୍ଗିଲା ଟିଭି, ଦୋଷ ଲୁଚେଇବାକୁ ଶତ ଚେଷ୍ଟା କରି…

ଓଡିଶା ଭାସ୍କର- କ୍ରେକେଟ ମାନିଆ ସମସ୍ତେ । ବୃଦ୍ଧ, ଯୁବକ, ଛୋଟ ପିଲା, ସବୁ ବର୍ଗ ଭିତରେ କ୍ରିକେଟକୁ ନେଇ କ୍ରେଜ । ହେଲେ ଅନେକ ସମୟରେ ଏହି କ୍ରିକେଟ ମାନିଆ ହେବା ବଡ କ୍ଷତିର କାରଣ ହୋଇଥାଏ । ଦୁଇ ବାଳକ କ୍ରିକେଟ…

Breaking: ଉତକ୍ଷେପଣ ହେଲା PROBA-3, ସୂର୍ଯ୍ୟ ଉତ୍ତାପ ନେଇ କରିବ ଅନୁଧ୍ୟାନ

ନୂଆଦିଲ୍ଲୀ: ଉତକ୍ଷେପଣ ହେଲା ପ୍ରୋବା-3 । ଅପରାହ୍ନ 4ଟା 4ମିନିଟ ସମୟରେ ଏହାକୁ ଉତକ୍ଷେପଣ କରିଲା ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ PSLV-C5 ପ୍ରାବା 3କୁ ସଫଳତାର ସହିତ ଉତକ୍ଷେପଣ କରାଯାଇଛି । ୟୁରୋପୀୟ…