Browsing Category
ଦେଶ ବିଦେଶ
ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ନିଯୁକ୍ତ; କଂଗ୍ରେସ ବୈଠକରେ ନିଆଗଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ : କଂଗ୍ରେସ ବୈଠକରେ ନିଆଗଲା ବଡ଼ ନିଷ୍ପତ୍ତି । ଲୋକସଭାରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳ ନେତା । କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି ଯେ ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା…
ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି! ଓଜନ କମିବା ଆଶାରେ ଜିମ୍ ଟ୍ରେନରଙ୍କୁ ମ୍ୟାରେଜ କଲେ ମହିଳା, ମାତ୍ର ଓଜନ ନ କମିବାରୁ ତଲାକ୍ ଦେବାକୁ ଅଡ଼ି ବସିଲେ
ନୂଆଦିଲ୍ଲୀ: ବୈବାହିକ ସମ୍ପର୍କକୁ ନେଇ ଆମ ସମାଜରେ ଅନେକ ସମୟରେ କିଛି ନୂଆ ଧରଣର ଘଟଣା ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଆଗ୍ରାରୁ ଆସିଛି ଏକ ଅଜବ ଧରଣର ଘଟଣା । ଓଜନ ହ୍ରାସ କରିବା ଲକ୍ଷ୍ୟରେ ଜଣେ ମହିଳା ଜଣେ…
ଜୁନ୍ ୨୬ରେ ହେବାକୁ ଯାଉଥିବା ଲୋକସଭା ବାଚସ୍ପତି ନିର୍ବାଚନର ମତଦାନରୁ ବାଦ୍ ପଡ଼ିଲେ ୭ ଜଣ ସାଂସଦ
ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୧୧ଟା ସମୟରେ ଲୋକସଭା ବାଚସ୍ପତି ନିର୍ବାଚନରେ ସାଂସଦମାନେ ମତଦାନ କରିବେ । ବିଜେପି ପକ୍ଷରୁ ଓମ୍ ବିର୍ଲାଙ୍କୁ ଏଥିପାଇଁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ କେ. ସୁରେଶଙ୍କୁ…
(Video) ‘ଛଅ ଥରର ସାଂସଦ ମୁଁ, ଆପଣ ମୋତେ ଶିଖାଇବେ…..’: ନାରାବାଜୀକୁ ରୋକିବାରୁ ବିଜେପି ନେତାଙ୍କୁ ଏପରି ଟାର୍ଗେଟ୍ କଲେ ପପୁ ଯାଦବ
ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାରେ ନବନିର୍ବାଚିତ ସାଂସଦମାନଙ୍କର ଶପଥ ଗ୍ରହଣ ପ୍ରକ୍ରିୟା ଜାରି ରହିଛି । ବିଭିନ୍ନ ଦଳର ନିର୍ବାଚିତ ସାଂସଦମାନଙ୍କର ଶପଥ ଗ୍ରହଣ ବେଳର ଅନେକ ଭିଡିଓ ସାମ୍ନାକୁ ଆସିବା ସହ ତାହା ବିବାଦ…
ପେପର ଲିକ୍ ମାମଲାରେ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଦୋଷୀକୁ ଆଜୀବନ ଜେଲ ସହ ୧ କୋଟି ଟଙ୍କାର ଜରିମାନା
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ପେପର ଲିକ୍ ମାମଲା ବିରୋଧରେ ବଡ଼ ପଦକ୍ଷେପ ଉଠାଇଛନ୍ତି । ମଙ୍ଗଳବାର କ୍ୟାବିନେଟ୍ ବୈଠକରେ ଯୋଗୀ ସରକାର ରାଜ୍ୟର ସାର୍ବଜନିକ ପରୀକ୍ଷା ଅଧ୍ୟାଦେଶ…
IMD ସତର୍କ କଲା: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ଭୀଷଣ ବର୍ଷା!
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଏବେ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଖୁବଶୀଘ୍ର ପାଗରେ ହେବାକୁ ଯାଉଛି ଏକ ପରିବର୍ତ୍ତନ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା…
ଉପ ବାଚସ୍ପତି ନିର୍ବାଚନ କିପରି ହୋଇଥାଏ ? ଉପ ବାଚସ୍ପତିଙ୍କ କାର୍ଯ୍ୟ ଏବଂ ପଦର ପାୱାର ବିଷୟରେ ଜାଣନ୍ତୁ
ନୂଆଦିଲ୍ଲୀ: ୧୮ତମ ଲୋକସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ବାଚସ୍ପତି ଏବଂ ଉପ ବାଚସ୍ପତି ପଦକୁ ନେଇ ସରକାର ଏବଂ ବିରୋଧି ଦଳ ମଧ୍ୟରେ ବିବାଦ ବୃଦ୍ଧି ପାଇଛି । ଲୋକସଭା ବାଚସ୍ପତି ପଦ ପାଇଁ ବିରୋଧି ଦଳ ପକ୍ଷରୁ…
ବିଜେପିକୁ ଲାଗିଲା ଆଉ ଏକ ଝଟକା, ଶରଦ ପାୱାରଙ୍କ ଏନସିପିରେ ସୂର୍ଯ୍ୟକାନ୍ତା ପାଟିଲଙ୍କ ଏଣ୍ଟ୍ରି
ନୂଆଦିଲ୍ଲୀ: ମଙ୍ଗଳବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୂର୍ଯ୍ୟକାନ୍ତା ପାଟିଲ ଶରଦ ପାୱାରଙ୍କ ଏନସିପିରେ ଯୋଗ ଦେଇଛନ୍ତି । ଲୋକସଭା ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନ ଯୋଗୁଁ ଶନିବାର ସୂର୍ଯ୍ୟକାନ୍ତା ଦଳର ପ୍ରାଥମିକ…
(Video) ଲୋକସଭା ସାଂସଦ ଭାବେ ଶପଥ ନେବା ସମୟରେ ‘ଜୟ ଫିଲିସ୍ତୀନ’, ‘ଜୟ ଭୀମ’….. ନାରା ଦେଲେ ଓୱେସୀ
ନୂଆଦିଲ୍ଲୀ: ୧୮ତମ ଲୋକସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ଏଆଇଏମଆଇଏମ ମୁଖ୍ୟ ଅସାସୁଦ୍ଦିନ ଓୱେସୀ ସାଂସଦ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ଶପଥ ଗ୍ରହଣ ପରେ ଓୱେସୀ ‘ଜୟ ଫିଲିସ୍ତୀନ’, ‘ଜୟ ଭୀମ’, ଜୟ…
କଙ୍ଗନା ରଣାୱତଙ୍କ ‘ଇମରଜେନ୍ସି’ ଏହି ଦିନ ହେବ ରିଲିଜ, ଆଜି ଅଭିନେତ୍ରୀ ସେୟାର କଲେ ନୂଆ ପୋଷ୍ଟର
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ ଇମରଜେନ୍ସି କୁ ଫ୍ୟାନ୍ସ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମର ରିଲିଜ ଡେଟ ଅନେକ ଥର ବଦଳିସାରିଛି । ବର୍ତ୍ତମାନ ଅଭିନେତ୍ରୀ ନୂଆ ପୋଷ୍ଟର…