Browsing Category
ଦେଶ ବିଦେଶ
ଘୁଷୁରି ପାଳନ ପାଇଁ ସରକାର ଦେଉଛନ୍ତି ୫୦% subsidy, ଏପରି କରିପାରିବେ ଆବେଦନ
ଓଡ଼ିଶା ଭାସ୍କର: କେନ୍ଦ୍ର ସରକାର ଡାଏରୀ ଫାର୍ମିଂ ଏବଂ କୁକୁଡ଼ା ପାଳନ ବ୍ୟତୀତ ଘୁଷୁରି ପାଳନ ପାଇଁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ନ୍ୟାସନାଲ ଲାଇଭ୍ ଷ୍ଟକ୍ ମିଶନ ଅନ୍ତର୍ଗତ ସରକାର ଘୁଷୁରି ପାଳନ ପାଇଁ…
ସମ୍ବିଧାନ ଉପରେ ଆକ୍ରମଣ କରିବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଆମେ ଏହା ହେବାକୁ ଦେବୁ ନାହିଁ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାର ସମ୍ବିଧାନ ଉପରେ ଆକ୍ରମଣ କରିବାକୁ ଚାହୁଁଛନ୍ତି ଏବଂ ଏହା ହେବାକୁ…
୧୩ ବର୍ଷୀୟ ଝିଅ ସ୍କୁଲରେ ଶୁଣାଇଲା ନିଜ ବଳତ୍କାରର କାହାଣୀ, ପଢନ୍ତୁ ପୂରା ଆର୍ଟିକିଲ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂଣେରେ ଜଣେ ଚାତ୍ରୀ ନିଜ ସାଙ୍ଗରେ ହୋଇଥିବା ଆଶ୍ଚର୍ଯ୍ୟଜନକ କାହାଣୀ ନିଜ ମୁହଁରେ ଶୁଣାଇଛି । ଏହାପରେ ପୋଲିସ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଝିଅର ବାପା, ଦାଦା ଏବଂ ଭାଇଙ୍କୁ ଗିରଫ…
ସବୁଜିମାରେ ଭରିଯିବ ଦେଶର ରାଜରାସ୍ତା: MiyaWaki Plantation ଟେକନିକରେ ଗଛ ଲଗାଇବ ଏନଏଚଏଆଇ
ନୂଆଦିଲ୍ଲୀ: ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଗତ କିଛି ଦିନରୁ ପ୍ରବଳ ତାତି ଏବଂ ଅସହ୍ୟ ଗରମ ଅନୁଭୂତ ହେଉଛି । ପ୍ରଚଣ୍ଡ ରୌଦ୍ରତାପରୁ ମୁକ୍ତି ପାଇବା ପାଇଁ ଗୋଟିଏ ବି ସ୍ଥାନ ଖୋଜି ପାଉନାହାନ୍ତି ସ୍ଥାନୀୟ ଲୋକେ ।…
ଭାରତରେ ଏଣ୍ଟ୍ରି କଲା Meta AI: ହ୍ୱାଟ୍ସଆପ୍ ବା ଇନଷ୍ଟାଗ୍ରାମ ହେଉ, ଏହିପରି ମାଗଣାରେ କରନ୍ତୁ ବ୍ୟବହାର
ମେଟା ଭାରତରେ ଏହାର ଏଆଇ ଚାଟବଟ୍ ରୋଲଆଉଟ୍ କରିବା ଆରମ୍ଭ କରିଛି । ଯାହା ପରେ ବର୍ତ୍ତମାନ ଭାରତୀୟ ଉପଭୋକ୍ତାମାନେ ମେଟାର ଏଆଇ ଚାଟବଟ୍ ମାଗଣାରେ ବ୍ୟବହାର କରିପାରିବେ । ଫେସବୁକ୍ ର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଭାରତ…
୩୦ ଜୁନ ପରେ ପେମେଣ୍ଟ କରିପାରିବେନି କୋଟି କୋଟି କ୍ରେଡିଟ କାର୍ଡ ୟୁଜର୍ସ, RBI ନେଲା ଏହି ନିଷ୍ପତ୍ତି
ନୂଆଦିଲ୍ଲୀ: ଯେଉଁ ଲୋକ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏକ ଆଲର୍ଟ ରହିଛି । ଜୁନ ମାସ ଶେଷ ହେବାପରେ ଅର୍ଥାତ ଜୁଲାଇ ୧ରେ କ୍ରେଡିଟ କାର୍ଡ ସହ ଜଡିତ ଏକ ଏପରି ନିୟମ ଲାଗୁ ହେବାକୁ ଯାଉଛି ଯାହାର…
ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ପରେ ଭାରତକୁ ମିଳିପାରେ ନୂଆ ଅଧିନାୟକ, ରୋହିତ ଶର୍ମା ହଟିବେ, ନୂଆ ଚେହେରା ଆସିବେ
ନୂଆଦିଲ୍ଲୀ: ଭାରତୀୟ ଦଳ ଏବେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଖେଳୁଛି । ରୋହିତ ଏବେ ତିନୋଟି ଫର୍ମାଟରେ ଯଥା – ଟେଷ୍ଟ, ଦିନିକିଆ ଓ ଟ୍ୱେଣ୍ଟି ଟ୍ୱେଣ୍ଟିରେ ଭାରତର ଅଧିନାୟକ ଅଛନ୍ତି ।…
ଆସନ୍ତାକାଲି କଳା ଦିବସ ପାଳନ କରିବ ବିଜେପି
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ୨୫ ଜୁନରେ ବିଜେପି କଳା ଦିବସ ପାଳନ କରିବ । ଜିଲ୍ଲାରୁ ରାଜ୍ୟସ୍ତର ଯାଏଁ କଳା ଦିବସ ପାଳନ କରିବ ବିଜେପି । ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟାକ୍ତିଙ୍କୁ ସମ୍ମାନୀତ…
ହିମାଳୟ ଉପରେ ଅଜବ ଆଲୋକ … ବାଦଲରୁ ମହାକାଶ ଆଡକୁ ଗଲା ରଙ୍ଗୀନ ବିଜୁଳି
ଏହା ଏକ ସାଧାରଣ ବିଜୁଳି ନୁହେଁ, ଏହି ବିଜୁଳି ଲାଲ ରଙ୍ଗର ଓ ନୀଳ ରଙ୍ଗର ହୋଇଥାଏ । ବେଳେବେଳେ ଏହା ବାଇଗଣୀ ଏବଂ ଗୋଲାପୀ ରଙ୍ଗର ହୋଇଥାଏ । କମଳା ଦେଖାଯାଏ । ଏହା ବିରଳ ବିଜୁଳି । ଏହା ବାଦଲରୁ ତଳକୁ ପଡେ ନାହିଁ । ଏହା…
ବ୍ଲାକ ମ୍ୟାଜିକ ଆକ୍ଟ କ’ଣ? ଯାଦୁ କରୁଥିବା ଲୋକଙ୍କ ପାଇଁ କାଳ କି ଏ ଆଇନ
ଓଡିଶା ଭାସ୍କର : ଭାରତର ଅନେକ ସ୍ଥାନରେ ଲୋକେ କଳା ଯାଦୁ କରନ୍ତି । ମୁଖ୍ୟତଃ ଆସାମ ଭଳି ରାଜ୍ୟର ମାୟୋଙ୍ଗ ବି ଏଥିପାଇଁ ପ୍ରସିଦ୍ଧ ଅଟେ । ତେବେ କଳା ଯାଦୁ କରୁଥିବା ଲୋକଙ୍କ ପାଇଁ ଆଇନ ଅନୁଯାୟୀ ଦଣ୍ଡ ହୋଇ ପାରିବ କି ।…