Browsing Category
ଦେଶ ବିଦେଶ
ବାତିଲ ହେଲା UGC NET ପରୀକ୍ଷା, ଏହି କାରଣ ପାଇଁ ସଂପୂର୍ଣ୍ଣ ମାମଲାର ଯାଞ୍ଚ କରିବ ସିବିଆଇ
ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରାଳୟ ବୁଧବାର ଦିନ ୟୁଜିସି-ନେଟ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ରଦ୍ଦ କରିଛନ୍ତି । ମନ୍ତ୍ରାଳୟ କହିଛି ଯେ, ପରୀକ୍ଷାର ଆୟୋଜନ ପ୍ରକ୍ରିୟାରେ ଅବହେଳା କରାଯାଇଛି । ଏଥିପାଇଁ…
ନିର୍ବାଚନକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ , କହିଲେ- ‘ଏଥର ଏନଡିଏ ସରକାର…’
ନୂଆଦିଲ୍ଲୀ: ରାଜନୈତିକ ବିଶ୍ଳେଷକ ତଥା ଜନସୁରାଜ ସଂଯୋଜକ ପ୍ରଶାନ୍ତ କିଶୋର ୨୦୨୪ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ୨ ଅକ୍ଟୋବରରେ ସେ ନିଜ ଦଳ ଗଠନ କରିବାକୁ ଘୋଷଣା…
ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୬ତମ ଜନ୍ମଦିବସ, ସବୁ ମହଲରୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା
ଓଡ଼ିଶା ଭାସ୍କର: ଆଜି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ୬୬ତମ ଜନ୍ମଦିବସ ପାଳନ କରୁଛନ୍ତି । ଏହି ଅବସରରେ ଦେଶର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର…
(Video) ରଣବୀରଙ୍କ ସହ ବେବିମୁନରେ ନଜର ଆସିଲେ ଦୀପିକା ପାଦୁକୋନ, ଦର୍ଶକେ ଦେଖିଲେ ବେବି ବମ୍ପ
ମୁମ୍ବାଇ:ମା’ ହେବାକୁ ଯାଉଛନ୍ତି ରଣବୀରଙ୍କ ସହଧର୍ମିଣୀ । ନିକଟରେ ରଣବୀର ସିଂଙ୍କ ସହ ଦୀପିକାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛିା ଉଭୟଙ୍କୁ ଦେଖିଲା ପରେ ଏମିତି ପ୍ରତୀୟମାନ ହେଉଥିଲା ବୋଧେ ସେମାନେ…
ୟୁଜିସି ନେଟ ବିବାଦ: ଆଦିତ୍ୟ ଠାକରେ କହିଲେ ‘ଏଜୁକଶେନ ଇମାରଜେନ୍ସୀ’
ନୂଆଦିଲ୍ଲୀ: ନିଟ ପରେ ଚାଲିଛି ନେଟ ବିବାଦ, ଆଉ ଏହି ବିବାଦ ମଧ୍ୟରେ ଗୋଟିଏ ପରେ ଗୋଟିଏ ଆସୁଛି ରାଜନେତାଙ୍କ ଟିପ୍ପଣୀ । ନେଟ ବିବାଦକୁ ନେଇ ଶିବସେନା (ୟୁବିଟି)ର ଯୁବନେତା ଆଦିତ୍ୟ ଠାକରେ ସରକାରଙ୍କ ଉପରେ ସିଧାସଳଖ…
ଜଲନ୍ଧର ପଶ୍ଚିମ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ, ଆପ୍- ବିଜେପି ଏହି ପ୍ରାର୍ଥୀଙ୍କ ଉପରେ ଲଗାଇଛନ୍ତି ବାଜି
ଚଣ୍ଡିଗଡ଼: ପଞ୍ଜାବରେ ଜଲନ୍ଧର ପଶ୍ଚିମ(ସଂରକ୍ଷିତ) ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିଛି । ବୁଧବାର କଂଗ୍ରେସ ୪ ଥର କାଉନସିଲର ତଥା ପୂର୍ବତନ ବରିଷ୍ଠ ଡେପୁଟି ମେୟର ସୁରିନ୍ଦର କୌରଙ୍କୁ…
DGCAର ବଡ଼ ପଦକ୍ଷେପ, ଏୟାରପୋର୍ଟ- ଏୟାରଲାଇନ୍ସରେ ୨୫% ମହିଳା ଷ୍ଟାଫ୍ ନିଯୁକ୍ତ କରିବା ଉଚିତ
ନୂଆଦିଲ୍ଲୀ: ଆଭିଏସନ୍ ସେକ୍ଟରର ରେଗୁଲେଟର, ଡିରେକ୍ଟର ଜେନେରାଲ ଅଫ୍ ସିଭିଲ ଆଭିଏସନ୍ (DGCA) ମହିଳାଙ୍କ ପାଇଁ ବଡ଼ ଖୁସି ଖବର ଆଣିଛି । ବୁଧବାର ଜାରି କରିଥିବା ଏକ ସର୍କୁଲାର ଅନୁଯାୟୀ ସମସ୍ତ ଏୟାରପୋର୍ଟ ଏବଂ…
‘NEET ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଲିକ ହୋଇଥିଲା ପେପର’, ମାଷ୍ଟରମାଇଣ୍ଡ ଅମିତ ଆନନ୍ଦ କଲେ ଆତ୍ମସମର୍ପଣ
ନୂଆଦିଲ୍ଲୀ: ନୀଟ ପେପର ଲିକ ମାମଲାରେ ମାଷ୍ଟରମାଇଣ୍ଡ ଅମିତ ଆନନ୍ଦ ସ୍ୱୀକାର କରିଛନ୍ତି ଯେ, ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପେପର ଲିକ ହୋଇଥିଲା । ପରୀକ୍ଷା ମାଫିଆ ଅମିତଙ୍କ ଆତ୍ମସମର୍ପଣ କରିଛନ୍ତି ଯେ, ସେ…
ଅଶୌଧିତ ତେଲ ବଢାଇଲା ମୁଣ୍ଡବିନ୍ଧା, ଡିଜେଲ-ପେଟ୍ରୋଲରେ ମହଙ୍ଗାମାଡ
ଓଡିଶା ଭାସ୍କର(ଭୁବନେଶ୍ୱର): ଲୋକସଭା ନିର୍ବାଚନର ମହାପର୍ବ ସରି ସାରିଛି । ମାତ୍ର ସରିନି ଲୋକଙ୍କ ଅସୁବିଧା, ଲୋକଙ୍କ ସମସ୍ୟ।। ଆଗାମୀ ଦିନରେ ଡିଜେଲ-ପେଟ୍ରୋଲ ଉପରେ ମହଙ୍ଗାମାଡ ରୂପକ ନୂଆ ଝଟକା ଲାଗିପାରେ ବୋଲି ଆକଳନ…
ବିଶ୍ୱକପ ୨୦୨୪: ସୁପର ୮ରେ ଆଫଗାନ ଲଢେଇ, ଚୂଡାନ୍ତ ଏକାଦଶରେ ଏହି ଖେଳାଳିଙ୍କୁ ମିଳିପାରେ ମୌକା
ବ୍ରିଜଟାଉନ(ବାରବାଡୋସ):ଭାରତୀୟ କ୍ରିକେଟ ଟିମ୍ ଆଜି ବିଶ୍ୱକପ୍ରେ ଆଫଗାନିସ୍ତାନକୁ ଭେଟିବା ବ୍ରିଜଟାଉନରେ ଉଭୟ ଦଳ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପର ଏହି ମ୍ୟାଚରେ ଆମ୍ନାସାମ୍ନା ହେବେ । ଏହି ମୁକାବିଲାରେ ସ୍ପିନର…