CHARIDHAM
Browsing Category

ଦେଶ ବିଦେଶ

ସମାଜବାଦୀ ପାର୍ଟିର ନିର୍ବାଚନୀ ପ୍ରସ୍ତୁତି, ପ୍ରଚାର ସମୟରେ ଡିମ୍ପଲ ଯାଦବଙ୍କ ସହ ନଜର ଆସିଲେ ଝିଅ ଅଦିତି

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନୀ ପଚାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ଦଳବଦଳ ପ୍ରକ୍ରିୟା ଜାରି ରହିଥିବା ବେଳେ ଅନ୍ୟପଟେ ନୂତନ…

ରୋଜଗାର ନକଲେ ବି ପତ୍ନୀଙ୍କୁ ଦେବାକୁ ପଡ଼ିବ ଗୁଜୁରାଣ ଭତ୍ତା: ହାଇକୋର୍ଟ ମଧ୍ୟ ଗ୍ରହଣ କଲେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ପାଟନା ହାଇକୋର୍ଟ ନିଜର ଏକ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ବ୍ୟକ୍ତିଙ୍କ ଆୟ ଗୋଟିଏ ଟଙ୍କା ବି ନୁହେଁ, ତାଙ୍କ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଭାବରେ ମାସକୁ ୪୦୦୦ ଟଙ୍କା ଦେବାକୁ ପଡିବ ।…

ଜଳ ସଂକଟରୁ ମିଳିବ ମୁକ୍ତି… ବର୍ଷାରେ ନୂଆ ଜୀବନ ପାଇବେ ବେଙ୍ଗଲୁରୁ ବାସିନ୍ଦା

ବେଙ୍ଗଲୁରୁ: ଭାରତର ସିଲିକନ୍ ଭ୍ୟାଲେ ବେଙ୍ଗଲୁରୁ ସହର ପାଇଁ ଲାଗି ରହିଛି ବିପଦ । ଜଳ ସଂକଟରେ ଲୋକେ ଛଟପଟ ହେଉଥିବା ବେଳେ ଗ୍ରୀଷ୍ମପ୍ରବାହ ସହରବାସୀଙ୍କୁ ଆହୁରି କଲବଲ କରୁଛି । ଖରା ଏବଂ ଜଳାଭାବ ଭିତରେ ବର୍ତ୍ତମାନ…

ସେଲଫି ବଞ୍ଚାଇଲା ଜୀବନ! ମହିଳାଙ୍କୁ ଫଟୋରେ ଦେଖାଗଲା ଅଜବ ଆଖି, ବାହାରିଲା ବ୍ରେନ୍ ଟ୍ୟୁମର

ଭାବନ୍ତ ଯଦି ଆପଣ ଏକ ନର୍ମାଲ ସେଲଫି ନେଇଛନ୍ତି ଓ କିଛଇ ସମ୍ର ପରେ ବାହାରିଲା କି ଆପଣଙ୍କୁ ଏକ ସାଙ୍ଘାତିକ ରୋଗ ହୋଇଛି, ତେବେ ହୁଏତ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ । କିନ୍ତୁ ଏପରି ଏକ ଘଟଣା ଆମେରିକାରେ…

ଏନକାଉଣ୍ଟରରେ ୪ ନକ୍ସଲ ନିହତ, ସେମାନଙ୍କ ନାଁରେ ଥିଲା ୩୬ ଲକ୍ଷର ପୁରସ୍କାର ରାଶି

ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୋଲିରେ ବଡ଼ ଧରଣର ଏନକାଉନଟର । ମହାରାଷ୍ଟ୍ର ପୋଲିସକୁ ମିଳିଛି ବଡ଼ ସଫଳତା । ଏନକାଉଣ୍ଟରରେ ନିହତ ହେଲେ ୪ ନକ୍ସଲ । ନକ୍ସଲଙ୍କ ନିକଟରୁ ଗୋଟିଏ ଏକେ ୪୭, ୨ଟି ପିସ୍ତଲ, ଗୋଟିଏ କାରବାଇନ୍ ଜବତ…

Breaking; ଆଜି ପୁଣି ବସିବ ବିଜେପିର କୋର୍ କମିଟି ବୈଠକ: ଓଡ଼ିଶା ଲୋଭ ଛାଡ଼ୁନି BJP

ନୂଆଦିଲ୍ଲୀ: ନିର୍ବାଚନ ମାହୋଲ ଏବେ ଧିରେ ଧିରେ ସରଗରମ ହେବାକୁ ଲାଗିଲାଣି । ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଆହୁରି ତତ୍ପର ହୋଇ ଉଠିଛନ୍ତି ରାଜନୈତିକ ଦଳ । ଆଜି ପୁଣିଥରେ ବିଜେପିର କୋର୍ କମିଟି ବୈଠକ…

(Video) ଶ୍ରଦ୍ଧା କପୁରଙ୍କୁ ଜୋରରେ ଲାଗିଲା ଭୋକ, ଭିଡ ଭିତରେ ମାଗିଲେ ଫ୍ରି ପିଜ୍ଜା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି । ଏହି କାରଣରୁ ସେ ସବୁଠାରୁ ପପିଲାର ବାରତୀୟ ଇନଷ୍ଟାଗ୍ରାମର୍ସଙ୍କ ଲିଷ୍ଟରେ ସାମିଲ ଅଛନ୍ତି । ଅଭିନେତ୍ରି ନିଜ ପ୍ରପେସନାଲ…

ବିଶ୍ୱରେ ସବୁଠୁ Polluted ସହର ଭାରତର ରାଜଧାନୀ: ବିଷ ପାଲଟିଗଲାଣି ଦେଶର ପାଣି-ପବନ

ନୂଆଦିଲ୍ଲୀ: ଭାରତବାସୀଙ୍କ ପାଇଁ ଏବଂ ବିଶେଷ କରି ରାଜଧାନୀ ଦିଲ୍ଲୀକୁ ନେଇ ଆସିଛି ଏକ ବଡ଼ ଦୁଃଖଦ ଘଟଣା । ପୁଣିଥରେ ବିପଦମୁହାଁ ହେଉଛନ୍ତି ରାଜଧାନୀ ବାସୀ । ପୁଣିଥରେ ଦିଲ୍ଲୀର ପାଣି-ପବନରେ ଜହର ଭରିଯାଇଛି । ପୁଣିଥରେ…

MVA ସିଟ୍ ଶେୟାରିଂକୁ ନେଇ ବଡ଼ ନିଷ୍ପତ୍ତି, ସାଙ୍ଗଲି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବେ ଏହି ପ୍ରାର୍ଥୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଉଭୟ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ନିଷ୍ପତ୍ତି ନେଇଛନ୍ତି । ଖୁବ୍ ଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମହାରାଷ୍ଟ୍ର…

(Video) ଦେଖନ୍ତୁ ଭାରତୀୟ ସେନାର ବୀରତ୍ୱର ଦୃଶ୍ୟ; ସମୁଦ୍ର ମଝିରେ ଚାଲିଲା ଅହରହ ଗୁଳି ବର୍ଷା, ଆଣ୍ଠେଇଲେ ଜଳଦସ୍ୟୁ

ନୂଆଦିଲ୍ଲୀ: ସମୁଦ୍ର ମଝିରେ ଚାଲିଛି ଅହରହ ଗୁଳି ବର୍ଷା । ଶକ୍ତି ପ୍ରଦର୍ଶନ କରୁଛି ଭାରତୀୟ ନୌସେନା। ସାମନ୍ନାକୁ ଯିଏ ଆସୁଛି ତାକୁ ଗୁଳି ମାରି ନିହତ କରୁଛି । ମିଶାଇଲ ମଧ୍ୟ ମାଡ଼ କରୁଛି ଭାରତୀୟ ସେନା । ଜଳଦସ୍ୟୁ…