
Browsing Category
ଦେଶ ବିଦେଶ
ନିର୍ବାଚନ ଆୟୋଗରେ ୨ ଜଣ ସଦସ୍ୟ, କିପରି ହେବ ନିର୍ବାଚନ, କ’ଣ କହୁଛି ନିୟମ ?
ନୂଆଦିଲ୍ଲୀ: ପାଖେଇ ଆସିଲାଣି ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଫେବୃଆରୀ ୧୫ରେ ନିର୍ବାଚନ କମିଶନର ଅନୁପ ପାଣ୍ଡେଙ୍କ ଅବସର ଗ୍ରହଣ କରିଥିଲେ । ବର୍ତ୍ତମାନ…
କଂଗ୍ରେସକୁ ବଡ଼ ଝଟକା: ବିଜେପିରେ ସାମିଲ ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ
ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ଏବେଠାରୁ ନେତାଙ୍କର ଦଳ ଡିଆଁ ପର୍ବ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶ ରାଜନୀତିରୁ ଆସିଛି ଏକ ବଡ଼ ଖବର । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ…
(Video): ପାଟନାରୁ ଲକ୍ଷ୍ନୌ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍, ବିହାରବାସୀଙ୍କ ପାଇଁ ରାମଲଲାଙ୍କ ଦର୍ଶନ କରିବା ହେବ ସହଜ
ପାଟନା: ବିହାରବାସୀଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନର ଲାଭ ଉଠାଇପାରିବେ ରାଜ୍ୟବାସୀ । ଏହି ବନ୍ଦେ ଭାରତ ଟ୍ରେନକୁ ସ୍ୱିକୃତି ମିଳିଯାଇଛି । ମାର୍ଚ୍ଚ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
ସମଲିଙ୍ଗି ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ମନା କରିବାରୁ ସାଙ୍ଗକୁ ମାରିଦେଲେ ସାଙ୍ଗ
ଜୟପୁର: ସମାଜରେ ଦିନକୁ ଦିନ ବଢିବାରେ ଲାଗିଛି ଯୌନ ସମ୍ପର୍କିତ ଅପରାଧ। ଯଦି ଦେଖିବା ଏଇ କେଇଦିନ ଭିତରେ ସମଲିଙ୍ଗି ଅପ୍ରାକୃତିକ ଯୌନ ସମ୍ପର୍କିତ ଅପରାଧ ଅଧିକ ମାତ୍ରାରେ ବୃଦ୍ଧି ପାଇଛି। ରାଜସ୍ଥାନରେ ବନ୍ଧୁତାର…
ମଣିପୁରରେ ଭାରତୀୟ ସେନାର ଜେସିଓଙ୍କୁ ଘରୁ ଅପହରଣ କରିନେଲେ ଦୁର୍ବୃତ୍ତ; ସର୍ଚ୍ଚ ଅପରେସନ ଜାରି
ଇମ୍ଫାଲ୍: ଭାରତୀୟ ସେନାର ଜଣେ କନିଷ୍ଠ କମିଶନଅଫିସରଙ୍କୁ ମଣିପୁରର ଥୋବାଲ ଜିଲ୍ଲାରେ ଥିବା ତାଙ୍କ ବାସଭବନରୁ ଅପହରଣ କରାଯାଇଛି। ଶୁକ୍ରବାର ସକାଳ ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଛି। କୋହିମାରେ ଅବସ୍ଥାପିତ ଭାରତୀୟ…
Traffic Challan Rules; ଧ୍ୟାନ ଦିଅନ୍ତୁ, ଏମିତି ଗାଡ଼ି ନମ୍ବର ଥିଲେ ଲାଗିବ ମୋଟା ଅଙ୍କର ଫାଇନ୍
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଟ୍ରାଫିକ ନିୟମକୁ କଡ଼ାକଡ଼ି କରିବାରେ ଲାଗିଛନ୍ତି ସରକାର । ସମସ୍ତ ପ୍ରକାର ଗାଡ଼ି ଏବଂ ଗାଡ଼ି ଚାଳକଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ଟ୍ରାଫିକ ସିଷ୍ଟମ । ନିୟମ ଉଲ୍ଲଙ୍ଘନ ହେଲେ ମୋଟା…
ଇଲେକ୍ଟୋରାଲ ବଣ୍ଡ ମାମଲା: ଏସ୍ବିଆଇ ଆବେଦନ ଉପରେ ମାର୍ଚ୍ଚ ୧୧ରେ ଶୁଣାଣି କରିବେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ସୂଚନା ଦାଖଲ ତାରିଖ ବଢ଼ାଇବା ପାଇଁ ଷ୍ଟେଟ ବ୍ୟାଙ୍କ କରିଥିବା ଆବେଦନର ଶୁଣାଣି ମାର୍ଚ୍ଚ ୧୧ରେ ହେବ ବୋଲି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ। ଏସବିଆଇ…
ସନ୍ଦେଶଖାଲି ମାମଲା: ଅଭିଯୋଗକୁ ଖଣ୍ଡନ କଲେ ଅଭିଯୁକ୍ତ ଶାହାଜାହାଁ ଶେଖ୍
କୋଲକାତା: ପଶ୍ଚିମବଙ୍ଗରେ ସନ୍ଦେଶଖାଲି ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖ୍ ଶୁକ୍ରବାର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରଥମ ଥର ପାଇଁ ଶାହାଜାହାନ ଶେଖ ତାଙ୍କ ସ୍ପଷ୍ଟୀକରଣରେ…
(Video) ନମାଜ ବେଳେ ମୁସଲିମ ବ୍ୟକ୍ତିମାନଙ୍କୁ ଛିଡା ଗୋଇଠା ମାରିଲେ ପୋଲିସ କର୍ମଚାରୀ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି ଏକ ଲଜ୍ୟାଜନକ ଘଟଣା। ରାସ୍ତାରେ ନମାଜ ପାଠ କରୁଥିବା ମୁସଲିମ ଲୋକମାନଙ୍କୁ ଶଜଦା ବେଳେ ହିଁ ଗୋଇଠା ମାରିଛନ୍ତି ଜଣେ ପୋଲିସ କର୍ମଚାରୀ। ଯାହାର ଭିଡିଓ ଏବେ ସୋସିଆଲ…
କାହିଁକି ଏହି ୨ ମହିଳାଙ୍କ ଫଟୋ ସେୟାର କଲେ ସଚିନ ତେନ୍ଦୁଲକର? ଜାଣନ୍ତୁ, ଏହା ପଛର ଏକ କାହାଣୀ
International women's Day: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ମହିଳାଙ୍କ ସାମାଜିକ, ଆର୍ଥିକ,…