Browsing Category
ଦେଶ ବିଦେଶ
କୃଷକମାନଙ୍କ ଆନ୍ଦୋଳନ ପାଇଁ ପଞ୍ଜାବରେ ହୋଇପାରେ ଗ୍ୟାସ ଏବଂ ଡିଜେଲର ଅଭାବ, ହ୍ରାସ ପାଇଲା ଯୋଗାଣ
ନୂଆଦିଲ୍ଲୀ: ଦିଲ୍ଲୀରେ କିଛି କୃଷକ ସଂଗଠନର ଆନ୍ଦୋଳନ କାରଣରୁ ପଞ୍ଜାବ ହରିୟାଣା ବର୍ଡରରେ ଅରାଜକତା ସୃଷ୍ଟି ହୋଇଛି। ଏହି କାରଣରୁ ମଙ୍ଗଳବାର ଦିନ ପଞ୍ଜାବର ଡିଜେଲ ଏବଂ ଗ୍ୟାସର ସପ୍ଲାଏରେ ପ୍ରଭାବ ଦେଖିବାକୁ ମିଳିଛି ।…
ୟୁଏଇରେ ମନ୍ଦିର ନିର୍ମାଣ ପାଇଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ; କହିଲେ ଏହା ସମ୍ପର୍କର ଶକ୍ତିକୁ ଦର୍ଶାଉଛି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁଏଇରେ ପହଞ୍ଚିଛନ୍ତି। ଆବୁଧାବିରେ ସେ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ୍ଙ୍କୁ ଭେଟିଥିଲେ। ଏହି ସମୟରେ ଦୁଇ ନେତା ୟୁପିଆଇ ରୂପେ କାର୍ଡ…
BIG BREAKING…ଉଡ଼ାଣ ବେଳେ ବିଲରେ ଖସି ପଡ଼ିଲା ଟ୍ରେନିଂ ବିମାନ; ବିମାନରେ ଥିଲେ ୨ ପାଇଲଟ୍
କୋଲକାତା: (ଓଡ଼ିଶା ଭାସ୍କର) ଖଡ଼ଗପୁର ଥାନା ଦିଆସା ଅଞ୍ଚଳରେ ବଡ଼ ଅଘଟଣ । ଉଡ଼ାଣ ବେଳେ ବିଲରେ ଖସି ପଡ଼ିଲା ଟ୍ରେନିଂ ବିମାନ । ଖଡ଼ଗପୁର ଥାନା ଦିଆସା ଅଞ୍ଚଳର ବିଲରେ ଖସି ପଡ଼ିଲା ବିମାନ । ଦୁର୍ଘଟଣାଗ୍ରସ୍ତ ବିମାନଟି…
ମୁସଲମାନ ବହୁଳ ରାଷ୍ଟ୍ରରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବେ ମୋଦୀ: ଜାଣନ୍ତୁ, ମନ୍ଦିରର ବିଶେଷତା
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟସ୍ (UAE) ଭଳି ଏକ ମୁସଲମାନ ବହୁଳ ରାଷ୍ଟ୍ରରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି। ଆଉ ବିଶେଷକରି ବିଦେଶ ମାଟିରେ ଭାରତର ପ୍ରଧାନମନ୍ତ୍ରୀଙ୍କ…
(Video) ବିଜେପି ମଞ୍ଚରେ ଅଶୋକ ଚହ୍ୱାନ କହିଦେଲେ ଏପରି କଥା.., ହସିବାକୁ ଲାଗିଲେ ସମସ୍ତେ
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଆଜି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ସେ କଂଗ୍ରେସରେ ୩୮ ବର୍ଷର କାର୍ଯ୍ୟକାଳ ପରେ ବିଜେପିରେ ସାମିଲ ହୋଇଛନ୍ତି ।…
୧୪୪ ଧାରା ପରେ ବି ଭୟଙ୍କର ସ୍ଥିତିରେ କୃଷକ ଆନ୍ଦୋଳନ; ଭାଙ୍ଗିଦେଲେ ଫ୍ଲାଏଓଭର ବ୍ୟାରିୟର, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ହରିୟାଣା ଓ ପଞ୍ଜାବ ସୀମାରେ ଥିବା ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକମାନେ ଫ୍ଲାଏଓଭରରେ ସୁରକ୍ଷା ପାଇଁ ଥିବା ପ୍ରତିବନ୍ଧକ ଭାଙ୍ଗିଛନ୍ତି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଏହାର ଭିଡିଓ ଜାରି କରିଛି। ଭିଡିଓରେ…
ଏହିପରି ନିଜ ଦିନର ଆରମ୍ଭ କରନ୍ତି ସୁନ୍ଦର ପିଚାଇ, ଏହାକୁ ଫଲୋ କରି ଆପଣ ବି ଜୀବନରେ ପାଇପାରିବେ ସଫଳତା
ନୂଆଦିଲ୍ଲୀ: ଅଧିକାଂଶ ଲୋକେ ନିଜ ଦିନର ଆରମ୍ଭ ଯୋଗ-ବାୟାମ ଏବଂ ବହି ପଢାରୁ ଆରମ୍ଭ କରନ୍ତି । ହେଲେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ନିଜ ଦିନର ଆରମ୍ଭ ଏକ ଟେକ ୱେବସାଇଟ ଟେକମିମିରୁ କରନ୍ତି । କେବଳ ସୁନ୍ଦର ପିଚାଇ ନିଜ…
ଶିକ୍ଷକଙ୍କ ମାଡରେ ଫାଟିଗଲା ଷଷ୍ଠ ଶ୍ରେଣୀ ଛାତ୍ରଙ୍କ କାନ: FIR ରୁଜୁ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶିକ୍ଷକ ଚାପୁଡ଼ା ମାରି ଜଣେ ଛାତ୍ରଙ୍କ କାନପରଦା ପଠାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଛାତ୍ର ଡାକ୍ତରଖାନାରେ ଚିକିତ୍ସିତ…
କୋଟାରେ ପୁଣି ପ୍ରାଣ ହାରିଲେ ଛାତ୍ର, JEE ପାଇଁ କରୁଥିଲେ ପ୍ରସ୍ତୁତି, ବର୍ଷ ଆରମ୍ଭରୁ ଏହା ଚତୁର୍ଥ ମାମଲା
କୋଟା: ରାଜସ୍ଥାନ କୋଟାରେ ପୁଣି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଛାତ୍ର ଫାଶି ଦେଇ ପ୍ରାଣ ତ୍ୟାଗ କରିଛନ୍ତି । ଚଳିତ ବର୍ଷ ଆରମ୍ଭରୁ ଏହା ଚତୁର୍ଥ ମାମଲା । ସୂଚନା ଅନୁଯାୟୀ, ମୃତକ ଜଣକ ଦ୍ୱାଦଶ…
ଲୋକସଭା ନିର୍ବାଚନ: କହ୍ନୈୟା ଏବଂ ଉଦିତଙ୍କୁ ନେଇ ବଡ଼ ଯୋଜନାରେ ଅଛି କଂଗ୍ରେସ
ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଜେପି, କଂଗ୍ରେସ, ଆପ୍ ଭଳି ଅନ୍ୟ ଦଳଗୁଡ଼ିକ ନିଜ ନିଜ ପ୍ରାର୍ଥୀ ଚୟନ…