Browsing Category
ଦେଶ ବିଦେଶ
ପ୍ରତିଦିନ ଭାରତୀୟ ସେନା କାହିଁକି ନେଇଥାନ୍ତି ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ନାମ, ଆସନ୍ତୁ ଜାଣିବା ଏହା ପଛର ଗୁଢ ରହସ୍ୟ
ନୂଆଦିଲ୍ଲୀ: ଭାରତୀୟ ସେନା ବିଶ୍ୱର ସବୁଠାରୁ ୫ ଶକ୍ତିଶାଳୀ ସେନା ମଧ୍ୟରେ ଅନ୍ୟତମ । ଭାରତୀୟ ସେନା ମଧ୍ୟରେ ଏପରି ବହୁ ରେଜିମେଣ୍ଟସ୍ ରହିଛି ଯାହା ଏହାକୁ ଅଜେୟ କରିଥାଏ । ସବୁ ରେଜିମେଣ୍ଟର ନିଜର ଏକ ୱାର କ୍ରାଏ ରହିଛି…
ବିଧାୟକଙ୍କ ବିୟୋଗ: ରାଜନୈତିକ କ୍ଷେତ୍ର ସ୍ତବ୍ଧ, ରଦ୍ଦ ହେଲା କ୍ୟାବିନେଟ ବୈଠକ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ହେବାକୁ ଆଉ ମାତ୍ର କିଛି ମାସ ବାକି ଅଛି । ଏଥିସହିତ ଚଳିତ ବର୍ଷ ଓଡ଼ିଶା ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ମଧ୍ୟରେ ଆସନ୍ତାକାଲି କେନ୍ଦ୍ର…
କିଛି ଆଇନରେ ଭିକ ମାଗିବା ଏକ ଅପରାଧ: ଜଣେ ଦୋଷୀ ସାବ୍ୟସ୍ତ ହେଲେ କଠୋର ଦଣ୍ଡରେ ଦଣ୍ଡିତ ହୋଇ ପାରିବେ
ନୂଆଦିଲ୍ଲୀ: ଭାରତରେ ଅନେକ ଲୋକ ନିଜର ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଭିକ୍ଷାବୃତ୍ତି କରିଥାନ୍ତି । ତେବେ ଯେଉଁ ବ୍ୟକ୍ତି ପାଇଁ ଜୀବନର ସବୁ ବୃତ୍ତିର ବାଟ ବନ୍ଦ ହୋଇଯାଇଥାଏ, ସେ ବାଧ୍ୟ ହୋଇ ଭିକ ମାଗେ ବୋଲି…
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ପୁଣି ବଡ଼ ଝଟକା, ପତ୍ନୀଙ୍କୁ ୧୪ ବର୍ଷ ଜେଲ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଲାଗିଛି ବଡ଼ ଝଟକା । ଇମରାନଙ୍କ ବେଗମ୍ ବୁଶରା ବିବିଙ୍କୁ ପାକିସ୍ତାନ କୋର୍ଟ ତୋଶାଖାନା ମାମଲା(Toshakhana Case)ରେ ଦୋଷୀ ସାବ୍ୟସ୍ତ କରି ୧୪ ବର୍ଷ…
(Video)ହେ ଭଗବାନ ଏ କି ଅଜବ! ବିନା ବରରେ ବିବାହ କଲେ ଶହ ଶହ କନ୍ୟା, ତେବେ କାହା ବେକରେ ଦେଲେ ବରଣମାଳା?
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାଲିଆରେ ଏପରି ଏକ ଗଣବିବାହ ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ ଘୁରିଯିବ । ଏଠାରେ ଜାନୁୟାରୀ ୨୫ ତାରିଖରେ ୫୬୮ଯୋଡିଙ୍କ ବିବାହ ହୋଇଛି । କିନ୍ତୁ ଏଥିରେ ବହୁ…
NEET PG ୨୦୨୪ ପରୀକ୍ଷା ଫିସ୍ ହ୍ରାସ ଘୋଷଣା
ନୂଆଦିଲ୍ଲୀ: ନିଟ୍ ଆଶାୟୀଙ୍କ ପାଇଁ ନିଟ୍ ପିଜି ପରୀକ୍ଷା ଫିସ୍ ହ୍ରାସ କରାଯାଇଛି । ଚିକିତ୍ସା ବିଜ୍ଞାନରେ ଜାତୀୟ ବୋର୍ଡ ପରୀକ୍ଷା (ଏନବିଇଏମଏସ) ପକ୍ଷରୁ ଏନେଇ ଏକ ଘୋଷଣା କରାଯାଇଛି । ଏହା ଫଳରେ ଏହି ପରୀକ୍ଷା ଦେବାକୁ…
ରକ୍ତାକ୍ତ ସଂଘର୍ଷର ରୂପ ନେଲାଣି ମାଳଦ୍ୱୀପ ରାଜନୀତି, ଭାରତ ସମର୍ଥକ ଦଳର ପ୍ରସିକ୍ୟୁଟର ଜେନେରାଲଙ୍କୁ ଛୁରାମାଡ
ନୂଆଦିଲ୍ଲୀ: ମାଳଦ୍ୱୀପରେ ଭାରତ ସମର୍ଥକ ପାର୍ଟି ଦ୍ୱାରା ନିଯୁକ୍ତ ମାଳଦ୍ୱୀପର ପ୍ରସିକ୍ୟୁଟର ଜେନେରାଲ ହୁସେନ ସାମିମଙ୍କୁ କେହି ଅଜ୍ଞାତ ବ୍ୟକ୍ତି ଛୁରାମାଡ କରିଛି । ଭାରତ ସମର୍ଥକ ପାର୍ଟି ଏମଡିପି ତାଙ୍କୁ ନିଯୁକ୍ତ…
ଶସ୍ତା ହେବ ସ୍ମାର୍ଟଫୋନ୍ ! ବଜେଟ୍ ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ: ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦ ଭବନରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିବେ । ଏହା ପୂର୍ବରୁ ମୋଦୀ ସରକାର ସାଧାରଣ ଜନତାଙ୍କୁ ବଡ଼ ଉପହାର ଦେଇଛନ୍ତି ଯାହା ସେମାନଙ୍କ ପାଇଁ…
ସଂସଦ ଭବନ ସୁରକ୍ଷା ଦାୟିତ୍ୱରେ CISF, ଜାଣନ୍ତୁ କେତେ ସ୍ତରରେ ହେଉଛି ଚେକିଂ
ନୂଆଦିଲ୍ଲୀ: ଆଜିଠାରୁ ସଂସଦ ଭବନରେ ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ । ତେବେ ବଜେଟ୍ ଅଧିବେଶନ ପୂର୍ବରୁ ସଂସଦରେ ଭବନ ପରିସରର ସୁରକ୍ଷା…
ଅନ୍ତରୀଣ ବଜେଟ୍ ଓ ସାଧାରଣ ବଜେଟ୍ ମଧ୍ୟରେ ତଫାତ୍ କ’ଣ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ଦୁଇଥର ଆଗତ ହେବ ବଜେଟ୍
ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ତା’ ପୂର୍ବରୁ ଆସନ୍ତା ଫେବୃଆରୀ ମାସ ୧ ତାରିଖରେ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦୀ ସରକାର ସଂସଦରେ ଅନ୍ତରୀଣ ବଜେଟ ଆଗତ କରିବେ ।…