Browsing Category

ଦେଶ ବିଦେଶ

ଭାରତରେ ବ୍ୟାନ ହେଲା କ୍ରିପ୍ଟୋ ଏକ୍ସଚେଞ୍ଜ ୱେବସାଇଟ, ଅର୍ଥ ମନ୍ତ୍ରଣାଳୟ ନେଲା କଡ଼ା ଆକ୍ସନ

ନୂଆଦିଲ୍ଲୀ: ଆମେରିକାରେ ଚାଲିଥିବା ବିଟକଏନରେ ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡସର ମଞ୍ଜୁରୀ ମିଳିସାରିଛି । ହେଲେ ଭାରତ ସରକାରଙ୍କ ଚିନ୍ତାଧାରା ସଂପୂର୍ଣ୍ଣ ଭିନ୍ନ ଅଟେ । ସରକାର ବିଦେଶରେ ଚାଲୁଥିବା କ୍ରିପ୍ଟୋ ଏକ୍ସଚେଞ୍ଜକୁ…

ମୋ ସ୍ତ୍ରୀ ମୋ’ ସହ ଭଲ Game ଖେଳିଛନ୍ତି… ପତ୍ନୀ ହସିନଙ୍କୁ ଅର୍ଜୁନ ପୁରସ୍କାର ପଠାଇଲେ ମହମ୍ମଦ ଶାମୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ବୋଲର ମହମ୍ମଦ ଶାମୀ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଦିନିକିଆ ବିଶ୍ୱକପ-୨୦୨୩ ରେ ଦମଦାର ବୋଲିଂ ପାଇଁ ଶାମୀଙ୍କୁ ଏହି ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି…

ଜନତାଙ୍କ ଦୁଃଖ ଶୁଣିଲେ ସରକାର, କହିଲେ ପେନସନ-ଘର-ରାସନ କାର୍ଡ ସବୁ ଦେବେ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ୟୁପିର ଗୋରଖପୁର ଯାଇଥିଲେ। ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ଯାତ୍ରା 'ଜନତା ଦର୍ଶନ'ରୁ ଆରମ୍ଭ ହୋଇଥିଲା। ଗୋରଖନାଥ ମନ୍ଦିର କମ୍ପ୍ଲେକ୍ସର ମହନ୍ତ ଦିଗଜୟନାଥ…

ଅଯୋଧ୍ୟା ଲାଗି ଅଧିକ ଗୁରୁତ୍ୱପୂର୍ଣ୍ଣ ଜାନୁୟାରୀ ୨୬,୨୭ ଓ ୨୮ ତାରିଖ, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଜାନୁୟାରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଆୟୋଜିତ ହେବ । ଏହିଦିନ ବହୁ ସଂଖ୍ୟାରେ ରାମ ଭକ୍ତ ଅଯୋଧ୍ୟାରେ ପହଞ୍ଚିବେ ।…

(Video) ଝିଅ ଇରା ଖାନଙ୍କ ବିବାହରେ ‘ମସ୍ତି କି ପାଠଶାଲା’ ଗୀତରେ ଝୁମିଲେ ଅମିର ଖାନ, ଭାଇରାଲ ହେଲା Inside ଭିଡିଓ

ନୂଆଦିଲ୍ଲୀ: ଅମୀର ଖାନଙ୍କ ଝିଅ ଇରା ଖାନ-ନୁପୁର ଶିଖରଙ୍କୁ ବିବାହ କରିଛନ୍ତି। ଏହି ଦମ୍ପତିଙ୍କ ବିବାହ ଏକ ଗ୍ରାଣ୍ଡ ଷ୍ଟାଇଲରେ ହୋଇଛି, ଯାହାର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଝିଅର ବିବାହରେ…

(Video) ଭୟଙ୍କର ନିଆଁରେ ଜଳୁଛି ମୁମ୍ବାଇର ୬ ମହଲା କୋଠା: ସର୍ଟ ସର୍କିଟରୁ ଲାଗିଲା ନିଆଁ

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଲାଗିଛି ଭୟଙ୍କର ନିଆଁ । ସ୍ଥାନୀୟ ଡୋମ୍ବଭଲୀ ଲୋଢା ଫେଜ୍ ୨ ଖୋନା ଏଷ୍ଟ୍ରେଲା ଟାୱାରରେ ଭୀଷଣ ନିଅାଁ ଲାଗିଥିବା ଜାଣିବାକୁ ମିଳିଛି । ଏହି ନିଆଁରେ ୫-୬ ମହଲା ଗ୍ୟାଲେରୀ ଜଳିପୋଡ଼ି…

ଥମିଲାଣି କରୋନା ମହାମାରୀ: ଦେଶରେ କମ୍ ହୋଇଛି ସଂକ୍ରମଣ, ମୃତ୍ୟୁସଂଖ୍ୟା ଶୂନ

ନୂଆଦିଲ୍ଲୀ: ଅଚାନକ ଦେଶରେ କାୟା ବିସ୍ତାର କରିଥିବା କରୋନା ମହାମାରୀ ଏବେ ଶାନ୍ତ ହେବା ଆରମ୍ଭ କରିଛି । ଦେଶରେ ସଂକ୍ରମଣ ହାର କମ୍ ହେବା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ଶୂନରେ ପହଞ୍ଚିଛି । ଫଳରେ ଦେଶବାସୀଙ୍କୁ ଟିକିଏ…

ଶତ୍ରୁ ହୁସିଆର: ଭାରତୀୟ ସେନାକୁ ମିଳିଲା ଦୁଇ ଘାତକ ଅସ୍ତ୍ର, ସୁରକ୍ଷିତ ରହିବେ ସେନା

ନୂଆଦିଲ୍ଲୀ:ଜାମ୍ମୁ କାଶ୍ମୀର ସହିତ ସୀମାବର୍ତ୍ତୀ ଅଞ୍ଚଳରେ ସାମ୍ନା କରିବାକୁ ପଡୁଥିବା ବିଭିନ୍ନ ପ୍ରକାରର ଆହ୍ୱାନକୁ ସାମ୍ନାରେ ରଖି ଭାରତୀୟ ସେନା ନିଜ ଲାଗି ଘାତକ ଅସ୍ତ୍ର ପ୍ରସ୍ତୁତ କରିଛି । ଏହି ଘାତକ ଅସ୍ତ୍ର…

(Video) ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଚାରିଜଣ ଶଙ୍କରାଚାର୍ଯ୍ୟ ନ ଯିବା କଥା ମିଥ୍ୟା, ଦେଖନ୍ତୁ କ’ଣ କହିଲେ ବାବା ରାମଦେବ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ମନ୍ଦିରର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଉନଥିବା ଚାରିଜଣ ଶଙ୍କରାଚାର୍ଯ୍ୟଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି। ସେ…

ପୁଣି ରେଳ ଭଡ଼ାରେ ରିହାତି ପାଇବେ କି ବରିଷ୍ଠ ନାଗରିକ? ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଲେ ଅପଡେଟ୍‌

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କୁ ରେଲୱେ ଭଡ଼ାରେ ମିଳିବାକୁ ଥିବା ରିହାତି ବହୁ ସମୟ ପର୍ଯ୍ୟନ୍ତ ବନ୍ଦ ରହିଛି । ଏନେଇ ବହୁଥର ଆଲୋଚନା ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟସଭା ଏବଂ ଲୋକସଭାରେ ମଧ୍ୟ ଏନେଇ ଆଲୋଚନା ହୋଇସାରିଛି ।…