fbpx
Browsing Category

ଦେଶ ବିଦେଶ

ଅପରାହ୍ନ ୩ ଟାରୁ ରାତି ୯ଟା ପର୍ଯ୍ୟନ୍ତ ବିପଜ୍ଜନକ ଭାରତୀୟ ରାସ୍ତା, ଏହି ସମୟରେ ଘଟୁଛି ୪୦% ଦୁର୍ଘଟଣା: ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ଅନେକ ସମୟରେ ସଡ଼କ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଉଛନ୍ତି। ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ସମୁଦାୟ ୪ ଲକ୍ଷ ୧୨ ହଜାର ୪୩୨ ସଡ଼କ ଦୁର୍ଘଟଣା ଘଟିଥିଲା…

(Video)ବାଇକ ଚଲାଉଥିବା ବେଳେ ପ୍ରେମିକାକୁ ଟାଙ୍କିରେ ବସାଇଲା ଯୁବକ: ପୋଲିଓ ଛଡ଼ାଇଦେଲା ଷ୍ଟାଇଲ୍

ଆଜିକାଲି ଯୁବପିଢ଼ିମାନେ ରିଲେସନସିପରେ ଆସି ଏପରି କିଛି କାମ କରୁଛନ୍ତି, ଯାହାକୁ ଦେଖି ଲୋକମାନେ ମୁଣ୍ଡରେ ହାତ ଦେଇ ବସୁଛନ୍ତି । ଯେଉଁଠାରେ କିଛି କପଲ୍ ପାର୍କରେ କ୍ୱାଲିଟି ଟାଇମ୍ ବିତାନ୍ତି ନଚେତ୍ ମଲରେ ସପିଂ…

ମନାଲୀରେ ଆରମ୍ଭ ହେଲା ତୁଷାରପାତ; ରାସ୍ତାରେ ଫସିଲା ୩୦୦ ଗାଡ଼ି; ସତର୍କ କରାଇଲା ପ୍ରଶାସନ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପାଣିପାଗର ପରିବର୍ତ୍ତନ ଏବଂ ତୁଷାରପାତ ଯୋଗୁଁ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଗୁରୁବାର ଠାରୁ ମନାଲିର ଉପର ଅଞ୍ଚଳରେ ଏବଂ ଅଟଳ ଟନେଲର ଉଚ୍ଚ ଶିଖରରେ ତୁଷାରପାତ ଜାରି ରହିଛି ।…

କୁହୁଡ଼ି ପାଇଁ ଶବ ଉପରେ ବାରମ୍ବାର ମାଡ଼ିଲା ଗାଡ଼ି, ରକ୍ତରେ ଭିଜିଗଲା ସଡ଼କ

ଶୀତ ଋତୁରେ ରାସ୍ତାରେ ଯାଉଥିବା ଲୋକଙ୍କ ପାଇଁ କୁହୁଡି ଅନେକ ଥର ଘାତକ ପ୍ରମାଣିତ ହୋଇଛି । ପ୍ରତିବର୍ଷ ଭଳି, ଏହି ବର୍ଷ ମଧ୍ୟ କୁହୁଡି ଯୋଗୁଁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଉତ୍ତରପ୍ରଦେଶର ଆଗ୍ରାରେ…

ବଡ଼ ଖବର: ଫେବ୍ରୁଆରୀ ୧ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍

ନୂଆଦିଲ୍ଲୀ: ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ । ବଜେଟ୍ ଅଧିବେଶନ ଏପ୍ରିଲ ୬ଯାଏଁ ଚାଲିବାର ସମ୍ଭାବନା ରହିଛି । ଏହା ସହ ଫେବ୍ରୁଆରୀ ୧ରେ କେନ୍ଦ୍ର ବଜେଟ୍ ଉପସ୍ଥାପନ ହେବ । ରାଷ୍ଟ୍ରପତି ଦ୍ରୌପଦୀ…

ଚୀନରେ ଓମିକ୍ରନ ଭାରିଆଣ୍ଟ ପରେ ଆସିପାରେ ଆଉ ଏକ କରୋନା ଭାରିଆଣ୍ଟ, ଦ୍ରୁତ ଗତିରେ ବ୍ୟାପିବାର ରହିଛି କ୍ଷମତା: ବୈଜ୍ଞାନିକ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ସୋମବାର ଚେତାବନୀ ଦେଇଛନ୍ତି କି, ଚୀନକୁ ନୂଆ ଓମିକ୍ରନ୍ ସବ-ଭାରିଆଣ୍ଟରୁ ବାରମ୍ବାର କରୋନା ସଂକ୍ରମଣ ପାଇଁ ପ୍ରସ୍ତୁତ ରହିବା ଉଚିତ୍ । ସାଉଥ୍ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ଚୀନରେ…

ମଣିଷଙ୍କୁ ସିଗନାଲ ପଠାଉଛନ୍ତି ଏଲିଏନ୍ସ; ୨୦୨୩ରେ ପୃଥିବୀରେ ପାଦ ରଖିବେ ଅନ୍ୟ ଦୁନିଆର ପ୍ରାଣୀ, ଜାଣନ୍ତୁ କ’ଣ ରହିଛି ସତ

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ସ୍ଥାନରେ ଏଲିଏନ୍ସ କିମ୍ବା ୟୁଏଫଓ ଦେଖାଯାଇଥିବାର ଦାବି କରାଯାଇଛି । ବର୍ତ୍ତମାନ ଏହି ଦାବିଗୁଡିକ ଆଧାରରେ ଆଉ ଏକ ନୂଆ ଦାବି ସାମ୍ନାକୁ ଆସିଛି । କୁହାଯାଉଛି ଯେ…

Video: ଅଷ୍ଟ୍ରେଲିଆ ସମୁଦ୍ର କୂଳରେ ମୁହାଁମୁହିଁ ଧକ୍କା ହେଲେ ଦୁଇଟି ହେଲିକପ୍ଟର, ୪ ମୃତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ‘ଗୋଲ୍‌ଡ୍‌ କୋଷ୍ଟ୍‌’ ଉପକୂଳରେ ଷୋମବାର ଦୁଇଟି ହେଲିକପ୍ଟର ମୁହାଁମୁହିଁ ହେବାରୁ ୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ଅଞ୍ଚଳରେ ପର୍ଯ୍ୟଟକ ଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା…

Video: ସାମ୍ନାକୁ ଆସିଲା ନୂଆ ସିସିଟିଭି ଫୁଟେଜ୍: ମହିଳାଙ୍କୁ କାର ଟାଣିନେଉଥିବା ଭୟଙ୍କର ଦୃଶ୍ୟ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ

ନୂଆଦିଲ୍ଲୀ: ରାଜଧାନୀ ନୁଆ ଦିଲ୍ଲୀ ଜିରୋନାଇଟ୍‌ରେ ୨୦ ବର୍ଷିୟ ଯୁବତୀଙ୍କୁ ୪ କିଲୋମିଟର କାର୍ ଘୋଷାଡ଼ି ନେବା ଘଟଣାରେ ଆଉ ଏକ ସିସିଟିଭି ଭିଜୁଆଲ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ୩ଟା ବାଜି…

ଶାଶୁକୁ ହେଲା ଜ୍ୱାଇଁ ସହ ପ୍ରେମ; ସ୍ୱାମୀକୁ ଛାଡ଼ି ହୋଇଗଲେ ଫେରାର

ନୂଆଦିଲ୍ଲୀ: ପ୍ରେମରେ ଜାତି, ବର୍ଣ୍ଣ, ଧର୍ମ ବା ବୟସ କିଛି ବି ଦେଖା ଯାଇନଥାଏ । କିନ୍ତୁ ଶାଶୁ ଓ ଜ୍ୱାଇଁଙ୍କ ପ୍ରେମ ସମ୍ପର୍କ କଥାଟା ଶୁଣିଲେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । ତେବେ ପ୍ରେମ ସମ୍ପର୍କର ଏଭଳି…