
Browsing Category
ଦେଶ ବିଦେଶ
ଇମରାନ ଖାନ୍ଙ୍କୁ ସାରା ଜୀବନ ଜେଲ୍ରେ ରଖିବା ଲାଗି ପ୍ରସ୍ତୁତି ଶେଷ, ସାଇଫର ମାମଲାରେ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ଙ୍କୁ ସାରା ଜୀବନ ଜେଲ୍ରେ ରଖିବା ଲାଗି ପ୍ରସ୍ତୁତି ଶେଷ ହୋଇଯାଇଛି । ସାଇଫର କେଶ୍ରେ ଇମରାନ୍ ଖାନଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହୋଇଯାଇଛି ।…
ଖାନ୍ ସାରଙ୍କ ବଡ଼ ବୟାନ; ‘ଆମେ ତୁମର ଗାଜା ଭଳି ଅବସ୍ଥା କରିଦେବୁ’
ଓଡ଼ିଶା ଭାସ୍କର: ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ସାରା ବିଶ୍ୱରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି । ଇସ୍ରାଏଲ-ପାଲେଷ୍ଟାଇନକୁ ନେଇ ଖାନ୍ ସାର୍ ତିଆରି କରିଥିବା ଏକ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପାଟନାର…
NCRର ଏହି ଗାଁରେ ଜ୍ୱର ଆତଙ୍କ, ଏଠାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ ରୋଗରେ ପୀଡିତ
ନୂଆଦିଲ୍ଲୀ : ଦିଲ୍ଲୀର ସେଟ ମେଦିନଗରରେ ଏକ ଗାଁରେ ଜ୍ୱର ବ୍ୟାପିଛି । ଯାହା ଫଳରେ ଗାଁରେ ଥିବା ଅଧିକାଂଶ ଲୋକଙ୍କୁ ଏହି ଜ୍ୱର ହୋଇଛି । ଏଠାରେ ପାଖା ପାଖି ୫୦୦ ଲୋକଙ୍କୁ ଜ୍ୱର ହୋଇଛି । ୧୦ ଜଣ ଲୋକଙ୍କର ମୃତ୍ୟୁ ମଧ୍ୟ…
କୁକୁର କାମୁଡିବା ପରେ ବ୍ରେନ୍ ହାମରେଜ୍ରେ ହେଲା ପ୍ରସିଦ୍ଧ ଶିଳ୍ପପତିଙ୍କ ମୃତ୍ୟୁ, କାରଣ ଜାଣିଲେ ଆପଣ ବି କୁକୁରଙ୍କ ପାଖ ମାଡିବେନି
ନୂଆଦିଲ୍ଲୀ:ୱାଘ ବକ୍ରି ଟି’ ମାଲିକ ପରାଗ ଦେଶାଇଙ୍କର ରବିବାର ୪୯ ବର୍ଷ ବୟସରଙ୍କ ନିଧନ ହୋଇଯାଇଛି । ମିଡିଆ ରିପୋର୍ଟ ଅନୁସାରେ ସକାଳେ ସେ ପାର୍କକୁ ମର୍ଣ୍ଣିଂ ୱାକ୍ କରିବାକୁ ଯାଇଥିବା ବେଳେ ତାଙ୍କ ଉପରେ କେତେକ ବୁଲା…
କିମ୍ବଦନ୍ତୀ ସ୍ପିନର ବିଶନ ସିଂହ ବେଦୀଙ୍କ ପରଲୋକ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପ ଚାଲିଥିବା ବେଳେ ଏହି ସମୟରେ କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖ ଖବର । କିମ୍ବଦନ୍ତୀ ସ୍ପିନର ତଥା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିଶନ…
(Video) ନବରାତ୍ରୀ ଭିତରେ ଭାଇରାଲ ହେଉଛି ମହାକାଳୀଙ୍କ ତାଣ୍ଡବ ନାଚ, ଅଳ୍ପକେ ବର୍ତ୍ତିଗଲା ଶତାଧିକ ଭକ୍ତଙ୍କ ଜୀବନ
ନୂଆଦିଲ୍ଲୀ: କୁହାଯାଏ ଯେ ଯଦି ଠାକୁରଙ୍କ ଆଶୀର୍ବାଦ ଥାଏ, ତେବେ ସବୁଠୁ ବଡ ବିପର୍ଯ୍ୟୟ ମଧ୍ୟ ଦୂରେଇ ଯିଏ । ସେହିଭଳି ସୋସିଆଲ ମିଡିଆରେ ଏକ ଭିଡିଓ ଟ୍ରେଣ୍ଡ ହେଉଛି, ଯେଉଁଥିରେ ଶାରଦୀୟ ନବରାତ୍ରୀ ସମୟରେ ଭକ୍ତମାନେ…
ହରିୟାଣାରୁ ଆସିଲା ଚକିତ କରିଦେବା ଭଳି ଖବର, ଜିମ୍ରେ ଏକ୍ସରସାଇଜ୍ କରୁଥିବା ସମୟରେ ଚାଲିଗଲା ଡିଏସ୍ପିଙ୍କ ଜୀବନ
ପାନିପଥ: ହରିୟାଣା ପୋଲିସ ଡିଏସପି ଯୋଗିନ୍ଦର ଦେଶୱାଲ ଜିମ୍ରେ ଏକ୍ସରସାଇଜ୍ କରୁଥିବା ସମୟରେ ମୃତ୍ୟୁର ଶିକାର ହୋଇଛନ୍ତି । ସେ ପାନିପଥ ଜିଲ୍ଲାରେ ଡିଏସପି ପଦରେ ନିଯୁକ୍ତ ଥିଲେ । ମିଳିଥିବା ରିପୋର୍ଟ ଅନୁସାରେ ରବିବାର…
ବାଇଡେନ ପ୍ରଶାସନ ଶତ୍ରୁମାନଙ୍କ ସହ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ; ଆମେରିକା ବୈଦେଶିକ ସଚିବ
ଓଡିଶା ଭାସ୍କର; ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭୟଙ୍କରରୁ ଅତି ଭୟଙ୍କର ହେଲାଣି । ପ୍ରତିଶୋଧ ପରାୟଣ ହୋଇ ସମ୍ପୂର୍ଣ୍ଣ ଗାଜା ସହରକୁ ଧ୍ୱସ୍ତ ବିଧ୍ୱସ୍ତ କରିବା ଲକ୍ଷ୍ୟରେ ରହିଛି ଇସ୍ରାଏଲ । ସେହିପରି…
ଗାଜାରୁ ଆସିଲା ଛାତି ଥରାଇ ଦେବା ଭଳି ଖବର, ମୃତ୍ୟୁ ପରେ ନିଜ ପିଲାଙ୍କୁ ଚିହ୍ନିବା ଲାଗି ସେମାନଙ୍କ ଶରୀରରେ ଟାଟୁ ବନାଉଛନ୍ତି ପିତାମାତା
ନୂଆଦିଲ୍ଲୀ:ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ସାଧାରଣ ଜନତା ବି ଶିକାର ହେବାରେ ଲାଗିଛନ୍ତି । ଜୀବନ ଓ ମୃତ୍ୟୁ ସହ ଚାଲିଥିବା ଭୟାନକ ସଂଘର୍ଷ ଭିତରେ ଗାଜାର ମାତାପତା ସେମାନଙ୍କ ପିଲାମାନଙ୍କ ଶରୀରରେ…
ଦିଲ୍ଲୀ ଓ ମୁମ୍ବାଇରେ ବଢିବାରେ ଲାଗିଛି ପ୍ରଦୂଷଣ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ସହିତ ଅନେକ ସ୍ଥାନରେ ବାୟୁର ସ୍ଥିତି ଖରାପ ହେବାରେ ଲାଗିଛି । ରାଜଧାନୀ ସହିତ ହରିଆନା, ଫରିଦାବାଦ, ଗୁରୁଗ୍ରାମ, ନୋଏଡା ଏବଂ ମୁମ୍ବାଇରେ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟ ହୋଇ ପଡିଛି ।…