CHARIDHAM
Browsing Category

ଦେଶ ବିଦେଶ

ନିଗମ କମିଶନରଙ୍କ ଗାଡିକୁ ଫିଙ୍ଗିଲେ ସିନ୍ଦୁର ଲଗା କଟା ଲେମ୍ବୁ: ଥାନାରେ ମାମଲା, ତନ୍ତ୍ର କରାଯାଇଥିବା ସନ୍ଦେହ

ଓଡିଶା ଭାସ୍କର: ମଧ୍ୟ ପ୍ରଦେଶର ଇନ୍ଦୋରରୁ ଆସିଛି ଏକ ଅଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା । ପ୍ରକୃତ ଘଟଣା ହେଉଛି ଇନ୍ଦୋରର ନଗର ନିଗମ ହର୍ଷୀକା ସିଂହଙ୍କ ଗାଡିରେ କେହି ସିନ୍ଦୁର ଲଗା କଟା ଲେମ୍ବୁ ଫିଙ୍ଗିଛି । ଯାହାକୁ…

‘ମୁଁ ଛାଡ଼ିବାକୁ ଚାହୁଁଛି, ମୁଖ୍ୟମନ୍ତ୍ରୀ ପଦ ହିଁ ମୋତେ ଛାଡ଼ିବାକୁ ଚାହୁଁନି…’ ବଡ଼ ବୟାନ ଦେଲେ ଗେହଲଟ

ନୂଆଦିଲ୍ଲୀ: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପାଇଁ ଇଚ୍ଛା କରିଛନ୍ତି । ଏଭଳି ଏକ ବୟାନ ଦେଇ ରାଜସ୍ଥାନ ରାଜନୀତିକୁ ହଲଚଲ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ । ସେ କହିଛନ୍ତି…

ଆରବ ସାଗରରେ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିଝଡ ‘ତେଜ’, ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଆରବ ସାଗରରେ ସୃଷ୍ଟି ହେଉଥିବା ଘୁର୍ଣ୍ଣିଝଡ ବିଷୟରେ ସତର୍କ ସୂଚନା ଜାରି କରାଯାଇଛି । ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ…

ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ଏହି ଦେଶର ଆସ୍ତ୍ର ବ୍ୟବହାର କରୁଥିଲା ହମାସ!

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଅକ୍ଟୋବର ୭ ରେ, ହାମାସ ତିନି ପାର୍ଶ୍ୱରୁ ଇସ୍ରାଏଲ ଉପରେ ବିପଜ୍ଜନକ ଆକ୍ରମଣ କରିଥିଲା। ବହୁ ସଂଖ୍ୟାରେ ଶତାଧିକ ରକେଟ ଲଞ୍ଚର ଗୁଳି ଚଳାଇ ଇସ୍ରାଏଲରେ…

Sandwich ଖାଇ ସବୁ ଭୁଲିଗଲେ ନାବାଳିକା, ରିପୋର୍ଟ ଦେଖିଲା ପରେ ଡାକ୍ତର ମଧ୍ୟ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଆମେ ଯାହା ବି ଖାଉଛେ ତାହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ସେହି ପରି ଅନେକ ଲୋକଙ୍କର କେତେକ ଖାଇବା ଉପରେ କିଛି ରୁଚି ମଧ୍ୟ ଥାଏ । କେତେକ ଲୋକଙ୍କୁ ଅନେକ ଖାଦ୍ୟରୁ ଏଲାର୍ଜି ମଧ୍ୟ ଥାଏ । କିନ୍ତୁ…

ବାପା ଶାହାରୁଖଙ୍କ ସହ ଆକ୍ସନ କରିବେ princess ସୁହାନା, ବକ୍ସ ଅଫିସରେ ହେବ ବଡ଼ ଧମାକା

ମୁମ୍ବାଇ: ସୁହାନା ଖାନ ପ୍ରଥମ ଥର ପାଇଁ OTT ରେ ଅଭିନୟ କରୁଥିବା ଦେଖିବାକୁ ମିଳିବ, କିନ୍ତୁ ଶାହାରୁଖ ଖାନ ତାଙ୍କ ଝିଅର ବଲିଉଡ ଡେବ୍ୟୁ ପାଇଁ ଏକ ବଡ଼ ସ୍କେଲରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶାହାରୁଖ ଖାନ ତାଙ୍କ…

ହୋଣ୍ଡା ଆଣୁଛି E-Clutch ଟେକ୍ନୋଲୋଜି: ଏଣିକି କ୍ଲଚକୁ ନ ଦବାଇ ମଧ୍ୟ ଗିଅର ବଦଳାଇ ପାରିବେ!

ନୂଆଦିଲ୍ଲୀ: ଦିନକୁ ଟେକ୍ନୋଲୋଜିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ବଜାରକୁ ଏକ ନୂଆ ଟେକ୍ନୋଲୋଜି ଆସୁଛି । ଏହାଦ୍ୱାରା ଆପଣଙ୍କର ଡ୍ରାଇଭିଂ ଯାତ୍ରା ସମ୍ପୂର୍ଣ୍ଣ ଭାବେ ବଦଳିଯିବ । ବିନା କ୍ଲଚ…

Bill ନ ଦେବାକୁ କଲେ ହୃଦଘାତର ଅଭିନୟ, ୨୦ରୁ ଅଧିକ ହୋଟେଲକୁ ଲଗାଇଲେ ଚୂନ

ନୂଆଦିଲ୍ଲୀ : ଲିଥୁଆନୀୟାରେ ବସବାସ କରୁଥିବା ଜଣେ ୫୦ ବର୍ଷିୟ ବ୍ୟକ୍ତିଙ୍କୁ ସ୍ପେନ ପୋଲିସ ଗିରଫ କରିଛି । ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ଠକି ଥିବାରୁ ତାଙ୍କୁ ଗିରଫ କରାଯାଇଛି । ପୋଲିସ କହିବା ଅନୁସାରେ ଏହି…

ନିର୍ବାଚନ ପୂର୍ବରୁ ଟ୍ରକରୁ ମିଳିଲା ୭୫୦ କୋଟି, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ହାଇଦ୍ରାବାଦ: ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ତାରିଖ ସ୍ଥିର ହେବା ପରେ ନିର୍ବାଚନ ଆୟୋଗଙ୍କ ସହ ରାଜ୍ୟ ପୋଲିସ ମଧ୍ୟ ସଜାଗତା ବୃଦ୍ଧି କରିଛି। ଯାହାଦ୍ୱାରା କୌଣସି ବେଆଇନ କାର୍ଯ୍ୟ ହେବ ନାହିଁ। ଏହି କ୍ରମରେ,…

୫୦୦କୋଟିରେ ନିର୍ମାଣ ହୋଇଥିଲା ‘ଭୂତ ଜଙ୍କସନ’, ଏହି ରୁଟରେ ଆଜି ପର୍ଯ୍ୟନ୍ତ ଚାଲି ନାହିଁ ଗାଡି

ନୂଆଦିଲ୍ଲୀ : ବ୍ରିଟେନରେ ଏକ ଘୂର୍ଣ୍ଣୟନମାନ ମୋଟରୱେ ଏମ ୪୯ ରହିଛି ଯାହାକୁ ‘ଘୋଷ୍ଟ ଜଙ୍କସନ’ ବା ଭୂତ ଜଙ୍କସନ କୁହାଯାଏ । ଏହାକୁ ନିର୍ମାଣ କରିବାରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । କିନ୍ତୁ ଏହାକୁ କେବେ…