
Browsing Category
ଦେଶ ବିଦେଶ
କାର୍ ନଦୀରେ ଖସି ଚାଲିଗଲା ୨ ଡାକ୍ତରଙ୍କ ଜୀବନ, ଗୁଗଲ ମ୍ୟାପ୍ ଦେଖି ଚଲାଉଥିଲେ କାର୍
କୋଚି: କେରଳର କୋଚିରେ ପେରିୟାର ନଦୀରେ ଏକ କାର୍ ଖସିପଡି ୨ ଜଣ ଡାକ୍ତରଙ୍କ ପ୍ରାଣହାନୀ ଘଟିଛି । ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଲୋକ ଗୁରୁତର ହୋଇଛନ୍ତି ଯେଉଁମାନଙ୍କୁ ନଦୀରୁ ସୁରକ୍ଷିତ ଉଦ୍ଧାର କରାଯାଇ ଡାକ୍ତରଖାନାରେ…
୪୮ ଘଣ୍ଟା ଭିତରେ ଏକ ବିରାଟ ଭୂକମ୍ପର ସାମନା କରିବ ଦେଶ! ତୁର୍କୀ ଭଳି ହେବି ପରିସ୍ଥିତି?
ନୂଆଦିଲ୍ଲୀ: ଆଗାମୀ ୪୮ ଘଣ୍ଟ ଭିତରେ ଏକ ବଡ଼ ଭୂକମ୍ପ ହେବା ନେଇ ଅନୁମାନ କରାଯାଉଛି । ଭୂକମ୍ପକୁ ନେଇ ଭବିଷ୍ୟବାଣୀ କରୁଥିବା ନେଦରଲାଣ୍ଡର ସୋଲାର ସିଷ୍ଟମ ଜିଓମେଟ୍ରି ସର୍ଭେ(SSGIOS) ଏ ନେଇ ଏକ ସୂଚନା ଦେଇଛି ।…
ପୁଣି କୁକୁଡ଼ା ଓ ବତକଙ୍କୁ ବାର୍ଡ ଫ୍ଲୁ ରୋଗ; ପ୍ରତିରୋଧ ପାଇଁ ଟିକାକରଣ ଅଭିଯାନ ଆରମ୍ଭ
ଓଡିଶା ଭାସ୍କର: ପୁଣି କୁକୁଡ଼ା ଓ ବତକଙ୍କୁ ବାର୍ଡ ଫ୍ଲୁ ରୋଗ,ଏହାର ପ୍ରତିରୋଧ ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବା ଖବର ସାମ୍ନାକୁ ଆସିଛି । ସୋମବାର ଫ୍ରାନ୍ସରେ ବାର୍ଡ ଫ୍ଲୁ ପ୍ରତିରୋଧ ପାଇଁ ୟୁରୋପର ଏକମାତ୍ର…
ଗୁଗୁଲ ବନ୍ଦ କରିବାକୁ ଯାଉଛି Gmailର ଏହି ୧୦ ବର୍ଷର ପୁରୁଣା ଫିଚର, ଆସନ୍ତା ୨୦୨୪ ବର୍ଷରେ କରିପାରିବେନି ଆକ୍ସେସ
ନୂଆଦିଲ୍ଲୀ: ଗୁଗୁଲ ଏହାର ସେବାରେ ଅନ୍ୟ ଏକ ଫିଚର ହଟାଇବାକୁ ପ୍ରସ୍ତୁତ ହେଉଛି। ଜାନୁଆରୀ ୨୦୨୪ ରୁ Gmail ର HTML ଦୃଶ୍ୟ ବନ୍ଦ ହେବ ବୋଲି କମ୍ପାନୀ ଘୋଷଣା କରିଛି। Gmail ର ବେସିକ HTML ଦୃଶ୍ୟ ଉପଭୋକ୍ତାମାନଙ୍କୁ…
ଏମିତି ଏକ ଦିନ ଆସିବ ଯେତେବେଳେ ଦେଶରେ ଗୋଟେଏ ବି ପେଟ୍ରୋଲ-ଡିଜେଲ ପମ୍ପ ରହିବ ନାହିଁ: ନୀତିନ ଗଡ଼କରୀ
ନୂଆଦିଲ୍ଲୀ: ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଜାତୀୟ ଗଣମାଧ୍ୟମ ଏନଡିଟିଭିର 'ବନେଗା ସୁସ୍ଥ ଭାରତ' କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେତେବେଳେ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାସ୍ଥ୍ୟକୁ…
ଶୁଷ୍କ ଜଳବାୟୁ ଓ ଉଚ୍ଚ ତାପମାତ୍ରା କାରଣରୁ ୭ ଦିନରେ ମରିଗଲେ ୧୦୦ରୁ ଉର୍ଦ୍ଧ୍ୱ ଡଲଫିନ୍, ଚିନ୍ତାରେ ପରିବେଶବିଦ୍
ନୂଆଦିଲ୍ଲୀ: ଆମାଜନ୍ ହେଉଛି ବିଶ୍ୱର ସବୁଠାରୁ ବୃହତ୍ତ ଜଳମାର୍ଗ । ସେଠାରେ ଏବେ ଜଳବାୟୁ ଶୁଷ୍କ ରହିଛି ଓ ତାପମାତ୍ରା ରେକର୍ଡ ଉଚ୍ଚ ସ୍ତରରେ ରହିଥିବାରୁ ନଦୀ ଜୀବଙ୍କ ଜୀବନଧାରଣ ଲାଗି ସମସ୍ୟା ସୃଷ୍ଟି ହୋଇଛି ।…
ବିଜେପିର ଘୋଷଣା: ଦୁଇ ଜଣ ନେତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ମିଳିଲା ନିଯୁକ୍ତି
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ତା’ ପୂର୍ବରୁ ଚଳିତ ବର୍ଷ ସେମିଫାଇନାଲ ସ୍ୱରୂପ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେହି ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି…
ଭାରତୀୟ ନୋଟରେ କେବେ ଏବଂ କାହିଁକି ଛପିଲା ମହାତ୍ମା ଗାନ୍ଧୀଙ୍କ ଚିତ୍ର? ଜାଣନ୍ତୁ କିଏ ଉଠାଇଛନ୍ତି ତାଙ୍କର ଏହି ହସୁଥିବା ଫଟୋ
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ହସୁଥିବା ଫଟୋ ଭାରତୀୟ ନୋଟର ପରିଚୟ ଅଟେ । ହେଲେ ଆପଣ ଜାଣିଛନ୍ତି କି ଏହି ଫଟୋ ନୋଟ ଉପରେ କେବେ ଏବଂ କିପରି ଆସିଲା? ପ୍ରକୃତରେ ସ୍ୱାଧୀନତାର ୪୯ ବର୍ଷ ପର୍ଯ୍ୟନ୍ତ ଗାନ୍ଧୀଜୀଙ୍କର ଏହି…
ଫ୍ରାନ୍ସର ରାଷ୍ଟ୍ରୀୟ ସମସ୍ୟା ପାଲଟି ଯାଇଛି ଏକ କୀଟପୋକ, ୨୦୨୪ ଅଲମ୍ପିକ୍ ପୂର୍ବରୁ ଦେଶରୁ ଏହାକୁ ନିପାତ କରିବା ନେଇ ଚିନ୍ତାରେ ସରକାର
ନୂଆଦିଲ୍ଲୀ: ୨୦୨୪ରେ ଫ୍ରାନ୍ସରେ ଆୟୋଜିତ ହେବାକୁ ଯାଉଛି ଅଲମ୍ପିକ ଗେମ୍ । କିନ୍ତୁ ଏହା ପୂର୍ବରୁ ଫ୍ରାନ୍ସ ସାମ୍ନାରେ ଏବେ ସମସ୍ୟାର ପାହାଡ ଛିଡା ହୋଇଛି । ଫ୍ରାନ୍ସ ଯେଉଁ ସମୟ ଓ ଅର୍ଥ ଏବେ ଅଲମ୍ପିକର ଆୟୋଜନ…
‘କାରପୁଲିଂ ଉପରେ ଲାଗିବନି ପ୍ରତିବନ୍ଧକ, କିନ୍ତୁ ଚଲାଇବା ପାଇଁ ନେବାକୁ ପଡ଼ିବ ଅନୁମତି’: ପରିବହନ ମନ୍ତ୍ରୀ
ବେଙ୍ଗାଳୁରୁ: 'କାର୍ ପୁଲିଂ' କୁ ନେଇ ରାଜ୍ୟରେ ଉପୁଜିଥିବା ବିବାଦ ଉପରେ ବୟାନ ଦେଇଛନ୍ତି କର୍ଣ୍ଣାଟକ ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ। ଏସବୁ ଆପରେ ପ୍ରତିବନ୍ଧକ ଲଗାଇବା ନେଇ ସେ ଗଣମାଧ୍ୟମରେ ସ୍ପଷ୍ଟୀକରଣ…