Browsing Category

ଦେଶ ବିଦେଶ

ନିପା ଭାଇରସରେ ସଂକ୍ରମିତ ୩୫୨ ଜଣଙ୍କ ଅବସ୍ଥା ଗୁରୁତର

ଓଡ଼ିଶା ଭାସ୍କର: କେରଳ କୋଜିକୋଡେରେ ଗତ ଚାରି ଦିନ ମଧ୍ୟରେ ନିପା ଭାଇରସରେ କୌଣସି ବ୍ୟକ୍ତି ସଂକ୍ରମିତ ହୋଇ ନ ଥିବା ଜଣାପଡିଛି। ଗତକାଲି ପରୀକ୍ଷା ହୋଇଥିବା ୪୨ଟି ନମୁନାରେ କୌଣସି ସଂକ୍ରମଣ ମାମଲା ଚିହ୍ନଟ ହୋଇ ନାହିଁ।…

ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ଖଡ଼ଗେ ଓ ନିର୍ମଳାଙ୍କ ରାଜନୈତିକ ବୟାନବାଜୀ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ନେଇ ଜାରିରହିଛି ରାଜନୈତିକ ବୟାନବାଜୀ। ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଙ୍ଗଳବାର କହିଛନ୍ତି ଯେ ୨୦୧୦ମସିହାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇସାରିଥିଲା,…

RBIର ସତର୍କବାଣୀ: ପୁରୁଣା ପେନସନ ଯୋଜନା ଲାଗୁ ହେଲେ ରାଜ୍ୟର ଆର୍ଥିକ ସ୍ଥିତି ବିଗିଡ଼ିପାରେ, ପେନସନ ବୋଝ ୪.୫ ଗୁଣ ବଢ଼ିପାରେ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମରେ ବିଧାନସଭା ନିର୍ବାଚନ ହେବାର ଅଛି । ଏଭଳି ସ୍ଥିତିରେ ଭୋଟ ହାତେଇବା ଲକ୍ଷ୍ୟରେ ବିଭିନ୍ନ ରାଜ୍ୟନୈତିକ…

ଏଣିକି ତୁରନ୍ତ ସମାଧାନ ହେବ ଗ୍ରାହକଙ୍କ ସହ ଜଡିତ ମାମଲା! ସରକାର ନେବେ AIର ସାହାଯ୍ୟ, ଜାଣନ୍ତୁ କ’ଣ ରହିଛି ପ୍ଲାନ୍

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଗ୍ରାହକ କୋର୍ଟରେ ପଡ଼ିଥିବା ମାମଲାଗୁଡ଼ିକୁ ହ୍ରାସ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ର ବ୍ୟବହାର ଉପରେ କାମ ଚାଲିଛି ବୋଲି ଗ୍ରାହକ ବ୍ୟାପାରର ମନ୍ତ୍ରଣାଳୟ କହିଛି ।…

ଓଡ଼ିଶା ବିଧାନସଭାରେ ପ୍ରତିନିଧିତ୍ୱ କରିବେ ୪୭ ଜଣ ମହିଳା: ଲୋକସଭାକୁ ଯିବେ ୧୮୦ ଜଣ ମହିଳା ସାଂସଦ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଂସଦର ସ୍ୱତନ୍ତ୍ର ଅଧିବେଶନ ଅବସରରେ ଗତକାଲି ମହିଳା ସଂରକ୍ଷଣ ବିଲ କେନ୍ଦ୍ର କ୍ୟାବିନେଟରେ ପାସ ହୋଇଥିବା ବେଳେ ଆଜି ତାହାକୁ ଲୋକସଭାରେ ମଞ୍ଜୁରୀ ମିଳିଛି । ଫଳରେ ଏଣିକି ଲୋକସଭା ଓ…

ଦଶହରା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବଡ ଉପହାର, ମହଙ୍ଗା ଭତ୍ତା ସହିତ ୩ ମାସର ଏରିଅର

ନୂଆଦିଲ୍ଲୀ: ଗଣେଶ ପୂଜା ସହିତ ପାର୍ବଣ ଋତୁର ଆରମ୍ଭ ହୋଇଯାଇଛି । ଏହି କ୍ରମରେ କେନ୍ଦ୍ର ସରକାର କୋଟି କୋଟି କର୍ମଚାରୀ ମହଙ୍ଗା ଭତ୍ତା ବୃଦ୍ଧି ଲାଗି ଅପେକ୍ଷା କରି ରହିଛନ୍ତି । ଗତ କିଛି ବର୍ଷର ପାଟର୍ନକୁ ଦେଖିଲେ…

ସମଗ୍ର ଦେଶରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୬୪୬୭ଟି ଷ୍ଟାଣ୍ଡାର୍ଡ କ୍ଲବ୍ ପ୍ରତିଷ୍ଠା କରିଛି BIS: ‘ମାନକ କକ୍ଷ’ ପାଇଁ ୧ ଲକ୍ଷ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ / ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ଘୋଷଣା କରିଛି ଯେ ଏହା ଦେଶର ସ୍କୁଲ ଏବଂ କଲେଜରେ ୬୪୬୭ ଷ୍ଟାଣ୍ଡାର୍ଡ କ୍ଲବ୍ ପ୍ରତିଷ୍ଠା କରିଛି । ବିଆଇଏସ୍ ଅନୁଯାୟୀ, ସମାଜର…

ହିନ୍ଦୁମାନେ କିପରି ପଥରକୁ ଭଗବାନ ମାନୁଛନ୍ତି… ମନ୍ଦିର ଯାଇ ଏପରି କହିଲେ ପାକିସ୍ତାନୀ ଟିକ୍ ଟକ୍ ଆକ୍ଟର ହାରିମ୍ ଶାହ

ଓଡ଼ିଶା ଭାସ୍କର: ପାକିସ୍ତାନୀ ଟିକ୍ ଟକ୍ ଆକ୍ଟର ହାରିମ୍ ଶାହ ଅନେକ ସମୟରେ ଭାରତ ବିରୋଧରେ ବିବାଦୀୟ କଥା କହୁଥିବା ସାମ୍ନାକୁ ଆସୁଛି । ନିକଟରେ ଚନ୍ଦ୍ରଯାନ-୩ ଉତକ୍ଷେପଣ ପରେ ହାରିମ୍ ଶାହା ଭାରତକୁ ଉପହାସ କରିଥିଲେ।…

ବର୍ଷା କାରଣରୁ କେନାଲକୁ ଖସିଲା ଯାତ୍ରୀବାହୀ ବସ୍: ୫ ଜଣଙ୍କ ମୃତ୍ୟୁ, ୧୦ରୁ ଅଧିକ ଯାତ୍ରୀଙ୍କ ଅବସ୍ଥା ଗମ୍ଭୀର

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଆସିବ ତାହା କେହି କହିପାରିବେ ନାହିଁ । ଅନେକ ସମୟରେ ଦୁର୍ଘଟଣା ଘଟି ଅକାଳରେ ବହୁ ଲୋକଙ୍କର ମୃତ୍ୟୁ ଘଟିବା ସହିତ ଅନେକ ପରିବାର ବର୍ବାଦ ହୋଇଯାଇଥାଏ । ଏଥିସହିତ କିଛି ଲୋକ ଆହତ ହୋଇ…

ମନ୍ଦିରରେ ବସିଥିଲେ ଯୁବକ ଯୁବତୀ, ଲଭ୍ ଜିହାଦ କହି ଧୁମ୍ ପିଟିଲେ ଦୁବୃର୍ତ୍ତ, video ଭାଇରାଲ୍‌

ବରେଲୀ: ଉତ୍ତରପ୍ରଦେଶ ବରେଲୀରୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳୁଛି କିଛି ଲୋକ ମନ୍ଦିରରେ ବସିଥିବା ଯୁବକ ଓ ଯୁବତୀଙ୍କୁ ଗାଳି ଦେବା ସହ ପିଟୁଥିବାର ନଜର ଆସୁଛନ୍ତି…