Browsing Category
ଦେଶ ବିଦେଶ
ନିପା ଭାଇରସ ସଂକ୍ରମଣର ଚିକିତ୍ସା ପାଇଁ ଅଷ୍ଟ୍ରେଲିଆରୁ ଆଉ ୨୦ରୁ ଅଧିକ ଡୋଜ ମୋନୋକ୍ଲୋନାଲ ଆଣ୍ଟିବଡି କିଣିବ ଭାରତ
ନୂଆଦିଲ୍ଲୀ: ସାରା ଦୋରେ ବର୍ତ୍ତମାନ ନିପା ଭାଇରସକୁ ନେଇ ଆତଙ୍କ ବଢିବାରେ ଲାଗିଛି । ୨୦୧୯-୨୦ ସମୟରେ କରୋନା ଭାଇରସ ସାରା ବିଶ୍ୱକୁ ଆତଙ୍କିତ କରିବା ପରେ ଏବେ ନିପା ଭାଇରସ ଯୋଗୁଁ ମଧ୍ୟ ସେହିଭଳି ଭୟ ଘାରିଛି । କିନ୍ତୁ…
ବରିଷ୍ଠ IRS ଅଧିକାରୀ ରାହୁଲ ନବୀନ EDର ନୂଆ କାର୍ଯ୍ୟକାରୀ ନିର୍ଦ୍ଦେଶକ ନିଯୁକ୍ତ
ନୂଆଦିଲ୍ଲୀ: ବରିଷ୍ଠ ଭାରତୀୟ ରାଜସ୍ୱ ସେବା (ଆରଆରଏସ) ଅଧିକାରୀ ରାହୁଲ ନବୀନଙ୍କୁ ନୂଆ ଦାୟିତ୍ୱ ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୂଆ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ରାହୁଲଙ୍କୁ ନିଯୁକ୍ତି ଦିଆଯାଇଛି…
ମାଓନେତା ସଞ୍ଜୟ ଦିପକ ରାଓ ଗିରଫ: ଘୋଷଣା ହୋଇଥିଲା ୨୫ ଲକ୍ଷର ପୁରସ୍କାର
ନୂଆଦିଲ୍ଲୀ: ମାଓନେତା ସଞ୍ଜୟ ଦିପକ ରାଓ ଗିରଫ ହୋଇଛି । ୱେଷ୍ଟର୍ଣ୍ଣ ଘାଟ ସ୍ପେଶାଲ ଜୋନ କମିଟିର ସେକ୍ରେଟାରୀ ଥିବା ଦୀପକକୁ ହାଇଦ୍ରାବାଦରୁ ଗିରଫ କରାଯାଇଥିବା ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାର ସୂଚନା ଦେଇଛନ୍ତି ।…
ସାରା ଜୀବନର ଅର୍ଜିତ ଧନ ଦାନ କରି ଉଦାହରଣ ପାଲଟିଲେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ
ଶିମଲା; ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଶୁକ୍ରବାର ଦିନ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତାର ହାତ ବଢାଇବା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ସାରା ଜୀବନର…
(Video) ଅନ୍ଧାର ରାତିରେ ପୃଥିବୀକୁ ଆସୁଛନ୍ତି ଏଲିୟନ! ଉଡ଼ନ୍ତା ଜାଲ ଛାଡ଼ି କୁଆଡ଼େ ହୋଇଯାଉଛନ୍ତି ଉଭାନ୍
ନୂଆଦିଲ୍ଲୀ: 'ଉଡନ୍ତାଯାନ'ର ମାୟାଜାଲରେ ଫସିଛି ଆମେରିକାର ସ୍ପେସ ଏଜେନ୍ସି ନାସା । ଉଡନ୍ତା ଯାନକୁ ନେଇ ନାସାର ବୈଜ୍ଞାନିକଙ୍କ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ଏହି ଉଡନ୍ତା ଯାନର ରହସ୍ୟ କ’ଣ?…
‘ବୋଧହୁଏ ମୁଁ ବଞ୍ଚିବିନି, ପୁଅର ଯତ୍ନ ନେବ’: ଆହତ ହେବା ପରେ DSP ହୁମାୟନ ପତ୍ନୀଙ୍କୁ କରିଥିଲେ ଭିଡିଓ କଲ୍
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଲଢ଼େଇରେ ଡିଏସପି ହୁମାୟୁନ ଭଟ୍ଟ ସହିଦ ହୋଇଯାଇଛନ୍ତି । ତେବେ ହୁମାୟୁନଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଆତଙ୍କବାଦୀଙ୍କ ସହ ଲଢ଼େଇ ଚାଲିଥିବା ସମୟର…
କରୋନା ପରେ ନିପା ଭାଇରସ ପାଇଁ ଦିଆଯିବ Vaccine: ଡେଙ୍ଗୁ-ଟିବିର ଟୀକା ବି ପ୍ରସ୍ତୁତ…
ନୂଆଦିଲ୍ଲୀ: କରୋନା ମହାମାରୀରୁ ମୁକ୍ତ ହେବା ପରେ ଭାରତକୁ ଏବେ ଘାରିଛି ନିପା ଭାଇରସ ଆତଙ୍କ । କେରଳରେ ବର୍ତ୍ତମାନ ସୁଦ୍ଧା ୬ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ…
୧୭ ବର୍ଷୀୟ ଯୁବକଙ୍କ ଛାତିରୁ ଡାକ୍ତର ବାହାର କଲେ ୧.୯ କେଜିର ଏକ ବଡ଼ ଟ୍ୟୁମର
ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକଙ୍କର ଶରୀରରେ ବଡ଼ ଟ୍ୟୁମର ଦେଖିବାକୁ ମିଳିଥାଏ । ଏପରି ସ୍ଥିତିରେ ଡାକ୍ତର ସର୍ଜରୀ ମାଧ୍ୟମରେ ତାହାକୁ ବାହାର କରିଥାନ୍ତି । ତେବେ ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ…
୨ ବର୍ଷର ବାଳକ ଗିଳିଦେଲା ୮ଟି ଛୁଞ୍ଚି: ସର୍ଜରୀ ପରେ ଡାକ୍ତର କହିଲେ ଭାଗ୍ୟଶାଳୀ ଶିଶୁ
ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ ସମ୍ଭାଳିବା ବହୁତ କଷ୍ଟକର ବ୍ୟାପାର । ଅନେକ ସମୟରେ ଶିଶୁଙ୍କ ପାଇଁ ଅନେକ ବଡ଼ ବଡ଼ ସମସ୍ୟା ଉପୁଜିଥାଏ । ଏପରିକି ଜୀବନ ମଧ୍ୟ ଚାଲିଯାଇଥାଏ । ତେବେ ଏହା ମଧ୍ୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ…
କେଉଁଆଡେ ଗାଏବ ହୋଇଯାଇଛନ୍ତି ଏହି ଦେଶର ପ୍ରତିରକ୍ଷା ମନ୍ତ୍ରୀ, ସଭାରୁ ଟାଣି ଆଣି କାଢି ଦିଆଯାଇଥିଲା
ନୂଆଦିଲ୍ଲୀ:ପଡୋଶୀ ଦେଶ ଚୀନରେ ଏବେ କିଛି ଠିକ୍ ଠାକ୍ ଚାଲୁ ନାହିଁ । ଦେଶରେ ବେକାରୀ ସଂଖ୍ୟା ବଢୁଥିବା ବେଳେ ଆର୍ଥିକ ସଂକଟର ଆଶଙ୍କା ବି ବଢିଯାଇଛି । ଏହାରି ମଧ୍ୟରେ ପାକିସ୍ତାନର ରାଜନୀତି ବି ଉଠୁଛି ପଡୁଛି । ବିଦେଶ…